ଗୋଟିଏ ଆଇଟମ୍ ଡେନ୍ସ ପାଇଁ ଏତେ କୋଟି ନେଇ ଥାନ୍ତି ଏହି ଅଭିନେତ୍ରୀ ମାନେ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଆମେ ଆଜି ଯାଏ ବହୁତ ପରିବର୍ତନ ଦେଖିଛେ ଏମିତି ରେ ଶାସ୍ତ୍ରିୟ ଶଂଙ୍ଗୀତ ଠାରୁ ଆରମ୍ଭ କରି ଆଇଟମ୍ ସଙ୍ଗ୍ ଯାଏ ର ରାସ୍ତା ଦେଖିଛେ । ଲୋକ ମାନଙ୍କ ଜରୁରୀ କୁ ନେଇ ବଲିଉଡ ଫିଲ୍ମ ରେ ଆଇଟମ୍ ଡେନ୍ସ ରହିବା ବହୁତ ହିଁ ଜରୁରୀ ଅଟେ । ସେହି ପରି ବେଳେ ପୁରୁଣା ସମୟ ରେ ଆଇଟମ୍ ଡେନ୍ସ କରିବା ପାଇଁ ହେଲେନ୍ ପଦ୍ମା ଖନ୍ନା ଏବଂ ଗୁଖ୍ ଯେମିତି ଆଇଟମ୍ ଡେନ୍ସର ରହୁ ଥିଲେ ,ହେଲେ ଆଜିର ସମୟରେ ବହୁତ ଅଭିନେତ୍ରୀ ମାନେ ଏହି ଆଇଟମ୍ ଡ୍ୟନ୍ସର ହେବାର ଦେଖିବା ପାଇଁ ମିଳୁ ଥିବେ । ଏବଂ ସେହି ପରି ଭାବେ ସେମାନେ ଗୋଟିଏ ଡ୍ୟନସର ହେବା ପାଇଁ ବହୁତ ଅଧିକ ଟଙ୍କା ବି ଚାର୍ଜ କରି ଥାନ୍ତି । ମଲ୍ଲିକା ଓରୋରା ବଲିଉଡ ର ଭୂମି ଙ୍କ ନାମ ରେ ପ୍ରସିଦ୍ଧ ମଲ୍ଲିକା ଓରୋରା ଗୋଟିଏ ଗୀତ ରେ ପର୍ଫମ୍ କରିବା ପାଇଁ 1 କୋଟି ଟଙ୍କା ଚାର୍ଜ କରି ଥାନ୍ତି , ସେହି ପରି ଦୁଇ ରେ ରହିଛନ୍ତି କଟ୍ରିନା କୈଫ୍ ଏମିତି ରେ ବହୁତ ହିଟ୍ ଆଇଟମ୍ ଗୀତ ଦେଇ ଥିବା ଏହି ଅଭିନେତ୍ରୀ ଗୋଟିଏ ଗୀତ ପାଇଁ 3 ରୁ 4 କୋଟି ନେଇ ଥାନ୍ତି ।  ସେହି ପରି ବନ୍ଧୁଗଣ ସୋନାକ୍ଷ୍ସୀ ସିହ୍ନା ପାର୍ଟି ଅଲ୍ ନାଇଟ୍ ଗୀତ ରେ ଡେନ୍ସ କରିବା ପାଇଁ 6 କୋଟି ଟଙ୍କା ନେଇ ଥିଲେ । ସେମିତି ରେ ଆପଣ ମାନେ କଣ କହିବେ ଏହି ବଲିଉଡ ଅଭିନେତ୍ରୀ ମାନଙ୍କୁ ନେଇ । ଏହା ପରେ ରହିଛନ୍ତି କରିନା କୋପୁର । ବଲିଉଡ ର ଟପ୍ ଅଭିନେତ୍ରୀ ଅଭିନୟ ସହିତ ସେ ଆଇଟମ୍ ଡେନ୍ସ ବି କରି ଥାନ୍ତି ସେ ଗୋଟିଏ ଗୀତ ପାଇଁ 5 କୋଟି ଟଙ୍କା ଚାର୍ଜ କରି ଥାନ୍ତି । ସେହି ପରି ପ୍ରିୟଙ୍କା ଚୋପ୍ରା ରାମ ଚେହେ ଲୀଲା ଚାହେ ସଂଗୀତ କୁ କରିବା ପାଇଁ ପ୍ରିୟଙ୍କା 6 କୋଟି ଟଙ୍କା ଚାର୍ଜ କରି ଥିଲେ , ସେହି ପରି ବନ୍ଧୁଗଣ ଏଠାରେ ନୋରା ଫଥେଇ ଙ୍କ ବିଷୟ ରେ କହିବା ତେବେ ନିଶ୍ଚିତ ଭାବେ ଆଜିର ଦିନ ରେ ନିଜର ଡେନ୍ସ ରେ ଲୋକ ମାନଙ୍କ ହୃଦୟ କୁ ଜିତି ଥିବା ବେଳେ ଲୋକ ମାନେ ତାଙ୍କର ଡେନ୍ସ ଭିଡ଼ିଓ କୁ ମଧ୍ୟ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରୁଛନ୍ତି ଏବଂ  ଏହି ଦିନ ରେ ସେ ବଲିଉଡ ର ଫିଲ୍ମ ମାନଙ୍କ ରେ ବି ଆଇଟମ୍ ଡେନ୍ସ କରୁ ଥିବାର ଦେଖିବା ପାଇଁ ମିଳି ଥାନ୍ତି ଏବଂ ସେ ଗୋଟିଏ ଡେନ୍ସ ପାଇଁ 4 ରୁ 6 କୋଟି ଟଙ୍କା ଚାର୍ଜ କରି ଥାନ୍ତି , ତେବେ ଆପଣ ମାନଙ୍କୁ ଏହି ସବୁ ଅଭିନେତ୍ରୀ ମାନଙ୍କ ଆଇଟମ୍ ଡେନ୍ସ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦଦେବେ ।

Love To Share

Leave a Reply

Your email address will not be published. Required fields are marked *