ଶନି ଙ୍କ ଦୋଷ ରୁ ମୁକ୍ତି ପାଇବା ପାଇଁ ଯାଉଛନ୍ତି ଏହି 6 ଟି ରାଶି ଆପଣଙ୍କ ରାଶି ରହି ନାହିଁ ତ !

ବନ୍ଧୁଗଣ ଯେତେ ବେଳେ କୈଣସି ଗ୍ରହ ର ପରିବର୍ତନ ହେବାର ଦେଖି ଥାନ୍ତି ସେହି ସବୁ ଗ୍ରହ ର ପ୍ରଭାବ ଆମ ମାନଙ୍କ ଉପରେ ପଡିବାର ଦେଖିବା ପାଇଁ ପାଇ ଥାନ୍ତି । ହେଲେ ଆମେ ମାନେ ସେହି ବିଷୟ ର ସଠିକ୍ ଭାବେ କେବେ ବି ଜାଣି ପାରନ୍ତତି ନାହିଁ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଶନି ଗ୍ରହ ବିଷୟ ରେ କହିବୁ ଯେଉଁ ଗ୍ରହ ର ପ୍ରଭାବ ରୁ ଯେଉଁ ରାଶି ମାନେ ମୁକ୍ତି ପାଇବା ପାଇଁ ଯାଉଛନ୍ତି ସେମାନଙ୍କ ବିଷୟ ରେ ବି ଆପଣ ମାନଙ୍କୁ କହିବୁ । ସେମିତି ରେ ଦୁଖଃ ନ ଥିଲେ ସୁଖ ର ଆନନ୍ଦ ମିଳି ପାରେ ନାହିଁ । ବାସ୍ତବ ରେ ମଣିଷ ଜିବନ ରେ ଏହି ପରିବର୍ତନ ସବୁ ଗ୍ରହ ମାନଙ୍କ ପାଇଁ ହୋଇ ଥାଏ । ଏମିତି ରେ ଯେଉଁ ମାନଙ୍କ ଉପରେ ଶନି ପ୍ରଶନ୍ନ ହୋଇ ଥାନ୍ତି । ତେବେ ସେମାନଙ୍କ ଉପରେ କୈଣସି ବି ଅସୁବିଧା ଯେମିତି କି ଦୂର୍ଘଟଣା ଏବଂ କ୍ଷେତି ଏବଂ ମାନ ହାନୀ ଭଲି ସମସ୍ୟା ଆପଣ ମାନଙ୍କୁ ଦେଖିବା ପାଇଁ ମିଳେ ନାହିଁ । ସେମିତି ରେ ଏହି ରାଶି ମାନଙ୍କ ଉପରେ ଶନି ଦେବ ପ୍ରଶନ୍ନ ରହି ଥିବାରୁ ଆପଣ ମାନଙ୍କ ଅସଂମ୍ପର୍ଣ୍ଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇ ଯିବ । ଆପଣ ମାନଙ୍କ ପରିବାର ରେ ଖସି ର ମାହଲ ଲାଗି ରହିବ ।

ଏହି ଦିନ ରେ ଆପଣ ମାନଙ୍କୁ ବ୍ୟପାର ବାଣିଜ୍ୟ ରେ ବହୁତ ଲାଭ ମଧ୍ୟ ମିଳିବ । ବହୁତ ଭଲ ସମୟ ଆପଣ ମାନଙ୍କ ପାଇଁ ରହି ଥିବାରୁ ଆପଣ ମାନଙ୍କୁ ମାନ ସମ୍ମାନ ମିଳିବା ପାଇଁ ଯାଉଛି । ଆପଣ ମାନଙ୍କୁ ଏହି ଦିନ ରେ ପ୍ରଚୁର ଧନ ଲାଭ ର ସୁୟୋଗ ମିଳିବାର ଆଶଂକା ରହିଛି । ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ସବୁ ସମୟ ରେ ଶନି ଙ୍କ ପୂଜା ଅର୍ଚନା ତଥା ତାଙ୍କ ଉପରେ ତେଲ ର ଅର୍ପଣ କରନ୍ତୁ ଆପଣ ମାନଙ୍କୁ ବହୁତ ଶୁଭ ଫଳ ମିଳିବ । ପ୍ରଶାସନିକ ଅଧିକାରୀ ମାନଙ୍କ ଠାରୁ ଆପଣ ମାନଙ୍କୁ କୈଣସି ସହାୟତା ନିଶ୍ଚିତ ଭାବେ ମିଳିବା ପାଇଁ ଯାଉଛି । ତଥା ଏହି ରାଶି ର ଲୋକ ମାନଙ୍କର ଏହି ଦିନ ରେ ହୋଇ ଥିବା ଗ୍ରହ ର ପରିବର୍ତନ କାରଣ ରୁ ଆପଣ ମାନଙ୍କ ସବୁ ଦୁଖଃ କଷ୍ଟ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ଏବଂ ଆପଣ ମାନଙ୍କ ଉପରେ ପଡି ଥିବା ଏତେ ଦିନ ର ମହା ଦଶା ରୁ ବି ଆପଣ ମୁକ୍ତି ପାଇବେ । ସେହି ପରି ବେଳେ ଚାକିରୀ ଖୋଜୁ ଥିବା ଲୋକ ମାନଙ୍କୁ ବହୁତ ଶୀଘ୍ର ଚାକିରୀ ମିଳିବ ,ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସେହି ଭାଗ୍ୟ ଶାଳୀ ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କ ଉପରେ ରହି ଥିବା ଶନି ଙ୍କ ଦଶା ସଂମ୍ପର୍ଣ୍ଣ ଭାବେ ମୁକ୍ତି ହେବାକୁ ଯାଉଛି । ସେମାନେ ହେଲେ ମିଥୁନ ରାଶି , କର୍କଟ ରାଶି , ବୃଷ ରାଶି , ମୀନ ରାଶି , କନ୍ୟା ରାଶି , ରାଶି ର ବ୍ୟକ୍ତି ମାନେ ।

Love To Share

Leave a Reply

Your email address will not be published. Required fields are marked *