ବିବାହିତ ମହିଳାଙ୍କୁ ଏହି 5ଟି ଜିନିଷ ତୁରନ୍ତ ଘରୁ ବାହାର କରିଦେବା ଉଚିତ ( ନହେଲେ ସ୍ୱାମୀ ହୋଇଯିବେ କାଙ୍ଗାଳ ) |

ବନ୍ଧୁଗଣ ବିବାହିତ ମହିଳା ମାନଙ୍କୁ ତୁରନ୍ତ ଏହି ସବୁ ଜିନିଷ ଘରୁ ବାହାର କରି ଫୋପାଡି ଦେବା ଉଚିତ୍ ଏହି ଜିନିଷ ଘରେ ରହିଲେ ଆପଣ ମାନଙ୍କ ଧନ କ୍ଷେୟ ହେବା ସହିତ ଆପଣ ମାନଙ୍କ ପତି ପର ସ୍ତ୍ରୀ ପ୍ରତି ଆକର୍ଷିତ ହୋଇ ପାରନ୍ତି । ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମେ ରହିଛି ବନ୍ଧୁଗଣ ବିବାହ ପରେ ଆପଣ ମାନେ କେବେ ବି ଧଳା ସାଢୀ ପିନ୍ଧନ୍ତୁ ନାହିଁ କାରଣ ଏହା ଅଶୁଭ ଅଟେ ଏବଂ ଏହା ବିଧବା ଙ୍କର ରୂପ ହୋଇଥାଏ । ସେହିଥି ପାଇଁ କେବେ ବି ସଂମ୍ପର୍ଣ୍ଣ ଧଳା ରଙ୍ଗ ର ସାଢୀ ପିନ୍ଧନ୍ତୁ ନାହିଁ ,

woman

ସେହି ପରି ଦୁଇ ରେ ରହିଛି ଫାଟି ଜାଇ ଥିବା ଚୁଡୀ ଭୁଲ ରେ ବି ପିନ୍ଧନ୍ତୁ ନାହିଁ ଏହି ପରି ଚୁଡୀ କୁ ପିନ୍ଧିବା ବା ରଖିବା ଉଚିତ୍ ନୁହେଁ ଏମିତି କରିବା ଦ୍ୱାରା ସ୍ୱାମୀ ଙ୍କ ଉପର କୁ ବିପଦ ମାଡି ଆସେ ,

ସେହି ପରି ତିନି ରେ ହେଲା ବିବାହିତା ମହିଳା ମାନଙ୍କୁ ସବୁ ବେଳେ ଫାଟି ଜାଇ ଥିବା ପୋଷାକ ପିନ୍ଧାନ୍ତୁ ନାହିଁ କାରଣ ସ୍ତ୍ରୀ ମାତା ଲକ୍ଷ୍ମୀ ଙ୍କର ରୂପ ହୋଇଥାନ୍ତି । ଏମିତି କରିଲେ ମାତା ଲକ୍ଷ୍ମୀ ଙ୍କର ଅପମାନ ହୋଇଥାଏ ଏବଂ ଆପଣ ମାନଙ୍କ ଘର ର ଧନ ହାନୀ ହୁଏ , ସେହିଥି ପାଇଁ ଚିରି ଜାଇ ଥିବା ପୋଶାକ କେବେ ବି ଘର ର ସ୍ତ୍ରୀ ମାନଙ୍କୁ ପିନ୍ଧାନ୍ତୁ ନାହିଁ , ଏହା ଦ୍ୱାରା ସ୍ୱାମୀ ଙ୍କ ମାନ ସମ୍ମାନ ହାନୀ ହୁଏ ।

womens

ସେହି ପରି ବନ୍ଧୁଗଣ କେବେ ବି ବିବାହିତ ମହିଳା ମାନେ ନିଜର ସୁହାଗ ର ଜିନିଷ କୁ ଅନ୍ୟ ମହିଳା ଙ୍କୁ ସହିତ ସେୟାର କରିବା କଥା ନୁହେଁ ଏମିତି କରିଲେ ଆପଣ ମାନଙ୍କ ସ୍ୱାମୀ ଅନ୍ୟ ମହିଳା ଙ୍କ ସହିତ ସମ୍ମନ୍ଧ ବନେଇ ଥାନ୍ତି , ଏହା ଦ୍ୱାରା ସଂମ୍ପର୍କ ଧିରେ ଭାଙ୍ଗିବାରେ ଲାଗେ ସେହିଥି ପାଇଁ ଏମିତି କେବେ ବି କରନ୍ତୁ ନାହିଁ ,

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

 

Love To Share

Leave a Reply

Your email address will not be published. Required fields are marked *