ଯେତେ ରୋଜଗାର କାଲେବି ଏହି ୫ ଜଣ ବ୍ୟକ୍ତି କେବେବି ଧନୀ ହୋଇପରିବେ ନାହି |

ବନ୍ଧୁଗଣ ଯେତେ ବି ରୋଜଗାର କରଲେ ମଧ୍ୟ ଏହି ପରି ଲୋକ ମାନେ କେବେ ବି ଧନୀ ହୋଇ ପାରିବେ ନାହିଁ । ଶାସ୍ତ୍ର ଅନୁସାରେ ଯେଉଁ ମାନେ ନୀତି ନିୟମ କୁ ପାଳନ କରି ସବୁ କାମ କରନ୍ତି ସେମାନେ ସଫଳ ନିଶ୍ଚୟ ହୁଅନ୍ତି । ଏବଂ ଶାସ୍ତ୍ର ରେ ଏହି ବିଷୟ ରେ ଅନେକ ନୀତି ନିୟମ କୁହା ଜାଇ ଥିବା ବେଳେ ଏମିତି ଜଣେ ବ୍ୟକ୍ତି ଯଦି ଏହି ସବୁ ନିୟମ କୁ ପାଳନ କରେ ଏବଂ ନିଜର କର୍ମ ରେ ଲଗେଇ ଥାଏ ତେବେ ସେମାନଙ୍କୁ ଜିବନ ରେ ସଫଳତା ନିଶ୍ଚୟ ମିଳେ ।

ହେଲେ ଲୋକ ମାନେ ନିଜର ଅଜାଣନ୍ତ ଏମିତି କିଛି ଭୁଲ କରି ଦିଅନ୍ତି ଯାହା ଫଳ ରେ ସେମାନଙ୍କୁ ପସ୍ତେଇବା ପାଇଁ ପଡେ ଏବଂ ସେମାନେ କେବେ ବି ଧନୀ ହୋଇ ପାରନ୍ତି ନାହିଁ । ତେବେ ଆମେ ଆଜି ଆପଣଙ୍କୁ ସବୁ ନିୟମ ବିଷୟ ରେ କହିବୁ ।

ପ୍ରଥମେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ପରେ ବି ଶୋଇ ରହୁ ଛନ୍ତି ତେବେ ଏହାକୁ ଆଜି ହିଁ ବନ୍ଧ କରନ୍ତୁ ଏବଂ ସୂର୍ଯ୍ୟ ଉଦୟ ପୂର୍ବ ରୁ ହିଁ ଉଠିବା ପାଇଁ ଚେଷ୍ଟା କରନ୍ତିୁ ଆପଣ ମାନଙ୍କ ପାଇଁ ବହୁତ ଭଲ ହେବ ଏବଂ ଏହା ଦ୍ୱାରା ଆପଣଙ୍କ ଉପରେ ସାକାରାତ୍ମକ ଉର୍ଜା ପଡିବ ।

sleep

ଦୁଇ ରେ ରହିଛି ଅନେକ ଥର ମଇଳା ଏବଂ ଫଟା କପଡା କୁ ପିନ୍ଧିବା ସେହି ପରି ଭାବେ ଯେଉଁ ବ୍ୟକ୍ତି ମାନେ ମଇଳା ଏବଂ ଫଟା କପଡା କୁ ପିନ୍ଧି ଥାନ୍ତି ସେମାନେ କେବେ ଏହା ଉପରେ ଧ୍ୟନ ଦିଅନ୍ତି ନାହିଁ ତେବେ ସେମାନେ କେବେବି ଧନୀ ହୋଇ ପାରନ୍ତି ନାହିଁ  ।

ସେହିପରି ତିନି ରେ ଯେଉଁ ଲୋକ ମାନେ ସକାଳା ହେଉ ବା ସଂନ୍ଧ୍ୟା ସମୟ ରେ ନିଜର ଘର କୁ ଅନ୍ଧାର ବା ଠାକୁର ଙ୍କ ପାଖରେ ଦୀପ ଜାଳନ୍ତି ନାହିଁ ସେମାନଙ୍କ ଭବିଶ୍ୟତ ବି ବହୁତ ଅନ୍ଧାର ହୋଇ ପଡେ ।

ସେହି ପରି ଯେଉଁ ବ୍ୟକ୍ତି ମାନେ ନିଜର ଦାନ୍ତ ସଫା ରଖନ୍ତି ନାହିଁ ସେମାନଙ୍କୁ ନିଶ୍ଚିତ ଭାବେ ଦରିଦ୍ରତା ର ସାମ୍ନା କରିବା ପାଇଁ ପଡେ । ଏମିତି ଲୋକ ମାନଙ୍କୁ ମାତା ଲକ୍ଷ୍ମୀ କେବେ ବି ପସନ୍ଦ କରନ୍ତି ନାହିଁ ।

Eating

ସେହି ପରି ବନ୍ଧୁଗଣ ଯେଉଁ ଲୋକ ମାନେ ଭୋକ ଠାରୁ ଅଧିକ ସମୟ ଭୋଜନ କରୁ ଥାନ୍ତି ସେହିପରି ବ୍ୟକ୍ତି ମାନେ କେବେ ବି ଧନୀ ହୋଇ ପାରନ୍ତି ନାହିଁ । ଏବଂ ଏମାନେ ଙ୍କୁ ସବୁ ବେଳେ ଦାରିଦ୍ରତା ର ସାମ୍ନା କରିବାକୁ ପଡିଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *