କଳିଯୁଗର 5ଟି ନାମର ଝିଅ ( ଗଙ୍ଗା ଭଳି ପବିତ୍ର ) ହୋଇଥାନ୍ତି ।

5 name girl

ବନ୍ଧୁଗଣ ଗୋଟିଏ ଝିଅ ମନ ରେ କେତେ ବେଳେ କଣ ଚାଲିଥାଏ ତାହା ଜାଣିବା ଅସମ୍ଭବ ଅଟେ । ସେମିତି ରେ ଆପଣ ମାନେ ଏହି କଥା କୁ ସୁଣି ଥିବେ କି ନାରୀ ମାନଙ୍କୁ ଭଗବାନ ବି ବୁଝି ପାରି ନ ଥିବା ବେଳେ ସାମାନ୍ୟ ମନୁଷ୍ୟ ସେମାନଙ୍କୁ କେମିତି ବୁଝି ପାରିିବ । ପ୍ରକୃତ ରେ କଥା ହେଲା କି ଝିଅ ମାନଙ୍କର ବ୍ୟବହାର କିଛି ଅଲଗା ହୋଇ ଥାଏ ସେମାନଙ୍କୁ ବୁଝିବା ହିଁ ଅସମ୍ଭବ ହୋଇ ଥାଏ । ତେବେ ସେହି ପରି କ୍ଷେତ୍ର ରେ ଆମେ ଆଜି ନାରୀ ମାନଙ୍କ ବିଷୟ ରେ କହିବୁ ଏମିତି କିଛି ନାମର ନାରୀ ମାନଙ୍କ ବିଷୟ ରେ ଯେଉଁ ମାନେ ଗଙ୍ଗା ଭଳି ପବିତ୍ର ହୋଇ ଥାନ୍ତି ।

ପ୍ରଥମେ ରହିଛନ୍ତି P ନାମ ଥିବା ଝିଅ ମାନେ । ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇ ଥାଏ ସେମାନେ ସଂମ୍ପର୍କ କୁ ବାନ୍ଧି ରଖିବା ରେ ସମର୍ଥନ ହୋଇ ଥାନ୍ତି । ଏହି ଝିଅ ମାନେ ପ୍ରତେକ ମଣିଷ ର ଭାବନା କୁ ବହୁତ ଭଲ ଭାବେ ବୁଝି ପାରନ୍ତି । ଏମାନେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ । ହୋଇ ପାରେ ସେମାନେ ଛୋଟ ହୁଅନ୍ତୁୁ ବା ବଡ଼ ହୁଅନ୍ତୁ ।

girls

ଏହା ପରେ ରରହିଛି S ନାମ ଥିବା ଝିଅ ମାନେ । ଯେଉଁ ଝିଅ ମାନଙ୍କର ନାମ S ରୁ ଆରମ୍ଭ ହୋଇ ଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ହୋଇ ଥାନ୍ତି । ଏମାନେ ବହୁତ ଲାଜକୂଳା ବି ହୋଇଥାନ୍ତି ହେଲେ ସେମାନେ ନିଜର ପରିବାର ର ମାନ ସମ୍ମାନ କୁ ବହୁତ ଜଗି ଥାନ୍ତି ।

ଏହା ପରେ M ନାମ ଥିବା ଝିଅ ମାନେ । ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହୋଇ ଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି । ଏମାନଙ୍କର ସ୍ୱଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇ ଥାଏ । ଏହି ନାମ ଥିବା ଝିଅ ମାନେ ବହୁତ ଜୋର ରେ କଥା କହିବା ପାଇଁ ପସନ୍ଦ କରନ୍ତି ।

girls2

ଏହା ପରେ ରହିଛି D ନାମ ଥିବା ଝିଅ ମାନେ । ଏହି D ନାମ ଥିବା ଝିଅ ମାନେ ବି ବହୁତ ଶାନ୍ତସ୍ୱଭାବ ର ହୋଇ ଥାନ୍ତି । ଏମାନେ ନିଜର ଜିବନ ସାଥି ଙ୍କ ବହୁତ ବିଶ୍ୱସ୍ଥ ହୋଇ ଥାନ୍ତି । ଏମାନେ କୈଣସି ବି ପରିସ୍ଥିତି ରେ ନିଜର ଜିବନ ସାଥି ଙ୍କ ସାଥି ଛାଡନ୍ତି ନାହିଁ ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ସ୍ୱଭାବ ର ହୋଇ ଥାଏ ।

ଏହାପରେ ସେଷ ରେ ରହିଛି K ନାମ ଥିବା ଝିଅ ମାନେ । ଏହି K ନାମ ଥିବା ଝିଅ ମାନେ ବହୁତ ତେଜ୍ୱ ସ୍ୱଭାବ ର ହୋଇ ଥାନ୍ତି ଏମାନେ ନିଜ ପରିବାର ଏବଂ ଜିବନ ସାଥି ଙ୍କ ଧ୍ୟନ ବହୁତ ଭଲ ଭାବରେ ରଖି ଥାନ୍ତି । ଏମାନେ କେବେ ଭୁଲ କାମ କରି ନ ଥାନ୍ତି ଯେଉଁଥି ପାଇଁ ଏମାନଙ୍କୁ ପସ୍ତେଇବା ପାଇଁ ପଡିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *