ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ ସବୁ ର କାରଣ ର ଗୁଣ ଥିବା ବ୍ୟକ୍ତି ଧନୀ ହୋଇ ପାରିବେ ନାହିଁ ଆଚାର୍ଯ୍ୟ ଚାଣକ ତାଙ୍କର ନିତି ଗ୍ରନ୍ଥ ରେ ମନୁଷ୍ୟ ଙ୍କ ପାଇଁ ଅନେକ ନିତି ବିଷୟ ରେ ଉଲ୍ଲେଖ କରିଛନ୍ତି ଏହାକୁ ଅନୁସରଣ କଲେ ମନୁଷ୍ୟ ର ଜୀବନ ସୁଖ ମୟ ହୋଇଥାଏ ଆଚାର୍ଯ୍ୟ ଚାଣକ ତାଙ୍କର ନିତି ଗ୍ରନ୍ଥ ରେ ଏପରି ଲୋକ ମାନଙ୍କ ବିଷୟ ରେ କହିଛନ୍ତି ଯେଉଁ ମାନେ କେବେ ଧନୀ ହୋଇ ପାରନ୍ତି ନାହିଁ ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ ନଂ 1 ଲକ୍ଷ୍ମୀ ମଇଳା ପୋଷାକ ପିନ୍ଧିଥିବା ବ୍ୟକ୍ତି ଙ୍କ ନିକଟ କୁ କେବେ ବି ଯାଇ ନଥାନ୍ତି
ତେଣୁ ଯେଉଁ ମାନେ ସର୍ବଦା ଅପରିଷ୍କାର ଭାବେ ଜୀବନ ଯାପନ କରନ୍ତି ପରିଷ୍କାର ପରିଛନ୍ତା ରଖନ୍ତି ନାହିଁ ସେମାନ ଙ୍କ ଉପରେ ଲକ୍ଷ୍ମୀ ଙ୍କ କୃପା ରହି ନଥାଏ ସେମାନଙ୍କୁ ସମାଜ ପସନ୍ଦ କରେ ନାହିଁ ଏବଂ ସେମାନେ ପ୍ରତ୍ୟେକ କ୍ଷେତ୍ର ରେ ଅପମାନ ର ସମୁଖୀନ ହୁଅନ୍ତି ନଂ 2 ଦାନ୍ତ ସଫା ନ କରୁଥିବା ବ୍ୟକ୍ତି ଙ୍କୁ ଦାରିଦ୍ରତା ର ସାମନା କରିବାକୁ ପଡିବ ମାତା ଲକ୍ଷ୍ମୀ ସେମାନ ହ୍କୁ ପରିତ୍ୟାଗ କରନ୍ତି ଏଥି ସହିତ ଯିେ ନିୟମିତ ଭାବରେ ଦାନ୍ତ ସଫା କରେ ସେହି ବ୍ୟକ୍ତି ଙ୍କ ଉପରେ ମାତା ଲକ୍ଷ୍ମୀ କୃପା ରହିଥାଏ ନଂ 3 ଆଚାର୍ଯ୍ୟ ଚାଣକ ତାଙ୍କର ନିତି ଗ୍ରନ୍ଥ ଅନୁସାରେ ଭୋକ ଅପେକ୍ଷା ଅଧିକ ଖାୁଥିବା ବ୍ୟକ୍ତି କଦାପି ଧନୀ ହୋଇ ପାରିବ ନାହିଁ
ଦାରିଦ୍ରତା ମଣିଷ କୁ ଗରୀବ କରି ଦିେ ଅଧିକ ଖାଦ୍ୟ ଖାଉଥିବା ବ୍ୟକ୍ତି କେବେ ବି ସୁସ୍ଥ ନଥାେ ନଂ 4 ଯେଉଁ ମାନେ ରୁକ୍ଷ ଶବ୍ଦ କୁହନ୍ତି ସେମାନେ କଦାପି ଧନୀ ହୋଇ ପାରିବେ ନାହିଁ ଆଚାର୍ଯ୍ୟ ଚାଣକ ତାଙ୍କର ନିତି ଗ୍ରନ୍ଥ ଅନୁସାରେ ଯେଉଁ କଥା ରେ ଅନ୍ୟ ମାନଙ୍କ ମନ କୁ ଆଘାତ ଦେଉଥିବା ଲୋକ ମାନଙ୍କ ଉପରେ ଲକ୍ଷ୍ମୀ ସନ୍ତୁଷ୍ଟ ନୁହନ୍ତି ଏପରି କି କେହି ସେମାନ ହ୍କ ର ବନ୍ଧୁ ହୁଅନ୍ତି ନାହିଁ ଏପରି ଲୋକ ଙ୍କ ଶତୃ ସଂଖ୍ୟା ଅଧିକ ରହି ଥାଏ ନଂ 5 ଯେଉଁ ମାନେ ଅଧିକ ସମୟ ଶୋଇ ରୁହନ୍ତି ସେମାନେ କଦାପି ଧନୀ ହୋଇ ପାରିବେ ନାହିଁ ଆଚାର୍ଯ୍ୟ ଚାଣକ ତାଙ୍କର ନିତି ଗ୍ରନ୍ଥ ଅନୁସାରେ ସୁର୍ଯ୍ୟଦୟ ରୁ ସୁର୍ଯ୍ୟାସ୍ଥ ମଧ୍ୟ ରେ ଶୋଇ ରହିଥିବା ଲୋକ ମାନଙ୍କ ଉପରେ ମାତା ଲକ୍ଷ୍ମୀ କେବେ ବି ସନ୍ତୁଷ୍ଟ ହୁଅନ୍ତି ନାହିଁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।