ମହିଳା ମାନଙ୍କର ଏହି 10 ଟି ଗୁପ୍ତ କଥା ( ପୁରୁଷମାନେ ) ନିଶ୍ଚୟ ଜାଣିବା ଦରକାର ଏବେ ଜାଣି ରଖନ୍ତୁ

ଆମେ ଆଜି କହିବୁ ଚାଣକ୍ୟ ମହିଳା ମାନଙ୍କୁ ନେଇ କେଉଁ ସବୁ ଗୁପ୍ତ କଥା କହିଛନ୍ତି , ଆଚାର୍ଯ୍ୟ ଚାଣକ୍ୟ ବହୁତ ଭଲ ରାଜନୈତିଜ୍ଞ୍ୟ ଥିବା ବେଳେ ସେ ସବୁ ସମୟ ରେ ଯେଉଂ ସବୁ କଥା କହୁ ଥିଲେ ସେହି କଥା ର କେହି ଯଦି ପାଳନ କରୁ ଥିଲା ତେବେ ସେ କେବେ ବି ଦୁଖଃ ରେ ରହୁ ନ ଥିଲା । ସେମିତି ରେ ସେହି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା କୁହା ଜାଇ ଥିବା ମହିଳା ଙ୍କ ବିଷୟ ରେ କିଛି କଥା ଆପଣ ମାନଙ୍କୁ କହିବୁ , ପ୍ରଥମେ ପ୍ରାୟ ତ ପାରିବାରିକ କଳି ଝଗଡା ରେ ବିଶେଷ କରି ନାରୀ ମାନଙ୍କର ହିଁ ହାତ ରହି ଥାଏ ହେଲେ ପୁରୁଷ ଙ୍କୁ ଚିନ୍ତା ଭାବନା ରହି ଥାଏ ଏହା କଣ ପାଇଁ ଏମିତି ଝଗଡା ହୋଇ ଥାଏ ।

ଦୁଇ ରେ ତାକୁ ହିଁ ପ୍ରକୃତ ସ୍ତ୍ରୀ କୁହା ଯିବ ଯିଏ ଖାଇବା ସମୟ ରେ ମାଆ ପରି କାର୍ଯ୍ୟ ରେ ମନ୍ତ୍ରୀ ପରି ସ୍ୱଭାବ ରେ ଦାସୀ ପରି ଆଚାରଣ କରି ଥାଏ , ହତ୍ୟା ବିଭିଷିକା କେବଳ ନାରୀ ପାଇଁ ହିଁ କରା ଯାଏ । ନାରୀ ର ସୈନ୍ଦର୍ଯ୍ୟ ଶାରୀରିକ ଗଠନ ପୁରୁଷ ଙ୍କୁ ଆକର୍ଶିତ କରେ ଏହି କାରଣ ପାଇଁ ପୁରୁଷ ଗୋଟିଏ ନାରୀ ପାଖରେ ରହୁ ଥିଲେ ବି ଅନ୍ୟ ନାରୀ ଉପରେ ଆଲୋକ ପାତ କରେ ,ଏହି ଦୁନିଆଁ ର ସବୁଠୁ ଆକର୍ଶକ ଜିନିଷ କଣ ଏହାର ଉତ୍ତର ହେଲା ନାରୀ ର ଯୈବନ ଏବଂ ସନ୍ଦର୍ଯ୍ୟ ଅଟେ ।

ସବୁ ସମୟ ରେ ମଣିଷ କୁ ନାରୀ ଏବଂ ଧନ ପ୍ରତି ସାବଧାନ ରହିବା ଉଚିତ୍ ଏମାନେ କେବେ କେବେ ମୱୁଶ୍ୟ କୁ ଧୋକା ଦେଇ ଥାନ୍ତି , ସେହି ପରି ନାରୀ ଯେତେ ବୟସ୍କ ହେଲେ ବି ସେ ସବୁ ସମୟ ରେ ନିଜକୁ ଯୈବନ ଏବଂ କନ୍ୟା ଭଳି ଭାବେ ଏବଂ ସେହି କାରଣ ରୁ ସେମାନେ ସୈନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତି ସେହି କାରଣ ରୁ ପୁରୁଷ ତା ପଛରେ ଗୋଡାଇ ଚାଲେ ବିଭିନ୍ନ ସମୟ ମାନଙ୍କ ରେ ପୁରୁଷ ମାନେ ଲାଳସା ର ଅଗ୍ରସର ତଥା ନାରୀ ମାନଙ୍କ ପ୍ରତି ସେମାନଙ୍କ ମନ ରେ ରହି ଥିବା ।

ଲୋଭ ର ବଶବର୍ତି ହୋଇ ସେମାନେ ନାରୀ ମାନଙ୍କ ପାଇଁ ଏମିତି କାମ କରି ଦେଇ ଥାନ୍ତି ଜାହା ଫଳ ରେ ସେମାନଙ୍କୁ ପରେ ପସ୍ତେଇବା ପାଇଁ ପଡେ ଏମିତି ରେ ଆପଣ ମାନେ କେବେ ଯଦି ନାରୀ ମାନଙ୍କ ସୈନ୍ଦର୍ଯ୍ୟ ରେ ବଶିଭୂତ ହୋଇ ଜାଇ ଥାନ୍ତି ତେବେ ଆପଣ ମାନଙ୍କୁ ସେମାନଙ୍କ କବଳ ରୁ କେହି ବି ରଖ୍ୟା କରି ପାରିବେ ନାହିଁ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁସାରେ କେବେ ବି ପୁରୁଷ ମାନଙ୍କୁ ନାରୀ , ନଖ , ନଦୀ, ହିଂଶ୍ର ପଶୁ ।

ଏବଂ ନିଆଁ କୁ ବିଶ୍ୱାସ କରିବା କଥା ନୁହେଁଁ ବରଂ ସେମାନଙ୍କୁ ଆୟତ ରେ ରଖିବା ହିଁ ଆମ ମାନଙ୍କ ପାଇଁ ସଠିକ୍ ନିସ୍ପତି ଶାବ୍ୟସ୍ଥ ହୋଇ ଥାଏ ତେବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଏହି ବିଷୟ ରେ ଜଣା ପଡି ଜାଇ ଥିବ, ଆପଣ ମାନଙ୍କୁ ଆମର ପୋଷ୍ଟ ଭଲ ଲାଗିଲେ ସେୟାର ନିଶ୍ଟିତ କରିବା ସହିତ ଆପଣ ମାନେ ଏହି ପରି ପୋଷ୍ଟ କୁ ପ୍ରତି ଦିନ ପଢିବା ପାଇଁ ଆମକୁ  ଉପରେ ଫ୍ଲୋଲ କରିବା ପାଇଁ ଭୁଲିବେ ନାହିଁ ।

Love To Share

Leave a Reply

Your email address will not be published. Required fields are marked *