ବଡ ହୋଟେଲର ଏମିତି କିଛି କଥା,ଯାହା ସାଧାରଣ ଲୋକଙ୍କୁ ନଥିବ ଜଣା

hotel

ବନ୍ଧୁଗଣ କଣ ଆପଣ ମାନେ କେବେ ବି ଭାବିଛନ୍ତି ଆପଣ ମାନେ ବ୍ୟବହାର କରୁ ଥିବା ହୋଟେଲ୍ ଆପଣ ମାନଙ୍କ ପାଇଁ କେତେ ସୁରକ୍ଷିତ । ମାନେ ଆମେ କହିବା କଥା କି ଆପଣ ମାନେ ଯେଉଁ ହୋଟେଲ୍ ରେ ରହୁଛନ୍ତି ଆପଣ ମାନଙ୍କୁ ସବୁ ସମୟ ରେ କିଛି ବିଷୟରେ ଧ୍ୟନ ଦେବା ଦରକାର ନଚେତ୍ ଆପଣ ମାନଙ୍କୁ ବହୁତ ରୋଗ ର ସାମ୍ନା କରିବା ପାଇଁ ପଡି ପାରେ । ସେମିତି ରେ ଆପଣ ମାନେ ଯଦି ସକାଳ ବେଳା ହୋଟେଲ୍ ବୁକ୍ କରୁଛନ୍ତି ତେବେ ସେ ରୁମ୍ ଥାଇ ବି ଆପଣଙ୍କୁ ମନା କରିବେ କି ରୁମ୍ ନାହିଁ । ଏବଂ ତା ସହିତ ଅଧିକ ରେଟ୍ ବି ସେମାନେ କହିବେ । ତେଣୁ ଠିକ୍ ଅପରାଣ୍ନ ସମୟ ରେ ରୁମ୍ ବୁକ୍ କରିଲେ ଆପଣ ମାନଙ୍କୁ ସୁବିଧା ହେବ ଏବଂ ସସ୍ତା ରେ ମିଳିବ ।

ସେହି ପରି ରୁମ୍ ମଧ୍ୟ ରେ କହିବା ପାଇଁ ଗଲେ ସେଠାରେ ବେଡ୍ ଗୁଡିକ ଏତେଟା ବି ସଫା ନ ଥାଏ । ବାହାର କୁ ହୋଟେଲ୍ ବେସ୍ ଚକାଚକ୍ ଦେଖା ଜାଉ ଥିଲେ ମଧ୍ୟ ଭିତର ଟା ସେତେ ପରିସ୍କାର ନୁହେଁ। ଏମିତି ରେ ଆପଣ ମାନେ ରୁମ୍ ର ବେଡସିଟ୍ ବଦଳେଇବା ପାଇଁ କହିଲେ ସେମାନେ କଣ କରିବେ ନା ସେମାନେ ଷ୍ଟକ୍ ରୁମ୍ ରୁ ବା ଅନ୍ୟ ରୁମ୍ ରୁ ଆଣି ବିଛେଇ ଦେବେ ।

hotel

ସେମିତି ରେ ଆପଣ ମାନେ ଭାବୁ ଥିବେ ଏହି ହୋଟେଲ୍ ର କପଡା କେତେ ସଫା ହେଲେ ଥରେ ଭାବିଲେ ଆପଣ ରହିବା ପୂର୍ବ ରୁ ସେହି ହୋଟେଲ୍ ରେ କେତେ ଜଣ ରହି ଥିବେ । ସେମାନଙ୍କର କିଛି ରୋଗ ଥାଏ ଏବଂ ଆପଣ ମାନଙ୍କୁ ବ୍ୟାପେ ତେବେ କଥା ସରିଲା । ତେଣୁ ରହିବା ପୂ୍ର୍ବ ରୁ ଏହି ଦିଗ ପ୍ରତି ସଚେତନ ରହିବା ଦରକାର ।

ସେହି ପରି ଆପଣ ଯଦି ହୋଟେଲ ରେ କାଚ ଗ୍ଲାସ୍ ରେ ପାଣି ପିଉଛନ୍ତି ତେବେ ସତର୍କ ରୁହନ୍ତୁ କାରଣ ହୋଟେଲ୍ ମାନଙ୍କରେ କାଚ ଗ୍ଲାସ୍ ଧୁଅନ୍ତି ନାହିଁ । ଏହା ଏକ ପ୍ରକାରର ବାସ୍ନା ସେଣ୍ଟ ପକେଇ କରି କେବଳ ଟିସୁ ପେପର ରେ ପୋଛି ଦିଅନ୍ତୁ ତେଣୁ ଆପଣ ମାନେ ପିଇବା ସମୟ ରେ ଟିକିଏ ସତର୍କ ରୁହନ୍ତୁ ।

ଅବଶ୍ୟ ପ୍ଲାଷ୍ଟିକ୍ ବୋତଲ ରେ ପାଣି ପିଇିବା ଠିକ୍ କଥା ନୁେହଁ ହେଲେ ତେବେ ବି ଆପଣ ମାନେ ସାଥିରେ ବୋତଲ ରେ ପାଣି ନେଇ ଜାଆନ୍ତୁ ଭାବି ନିଅନ୍ତୁ ଆପଣ ନୂଆ ନୂଆ ବିବାହ କରିଛନ୍ତି ଏବଂ ହୋଟେଲ ରେ ଅବସସ୍ଥାନ କରୁଛନ୍ତି ଏବଂ ସେହି ସମୟ ରେ ଆପଣ ମାନେ ଏହା ପ୍ରତି ନିଶ୍ଚିତ ଭାବେ ଧ୍ୟନ ଦିଅନ୍ତୁ ।

hotel room

ଏହି ୟେମିତି ଆପଣ ମାନଙ୍କ ବ୍ୟକ୍ତି ଗତ ସମମୟ ରେ ଆପଣ ଖୁସୀ ଥିଲେ ମଧ୍ୟ କେଉଁଠୀ ନା କେଉଁଠୀ କ୍ୟମେରା ଲାଗି ଥାଇ ପାରେ । ଏବଂ ଆପଣ ମାନଙ୍କ ପ୍ରାଇଭେଟ୍ ଭିଡ଼ିଓ ହୋଟେଲ ବାଲା MMS ବନେଇ ଦେବେ ସେଥିପାଇଁ ହୋଟେଲ୍ ରେ ରହିବା ସମୟ ରେ ଟିକିଏ ସତର୍କ ହୋଇ ରୁହନ୍ତୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *