ଯୁବତୀଙ୍କୁ କମେଣ୍ଟ କରିବା ପଡିଲା ମହଙ୍ଗା ଦେଖନ୍ତୁ ଭିଡ଼ିଓ ଜାଣିପାରିବେ ଖବର

tyryu ja ka

ବନ୍ଧୁଗଣ ଯୁବତୀ ଙ୍କୁ କମେଣ୍ଟ କରିବା ପଡିଲା ମହଙ୍ଗା ଏବଂ ସେଷ ରେ ରାସ୍ତା ରେ ଯୁବକ ଙ୍କୁ ଲୋକ ମାନେ ଏମିତି ଏକ କାମ କରିଲେ ଜାହା ଆପଣ ମାନେ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ ତେବେ ବନ୍ଧୁଗଣ ଆପଣ ମାନେ ସଂମ୍ପର୍ଣ୍ଣ ଭିଡ଼ିଓ କୁ ତଳେ ଦେଖନ୍ତୁ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇ ଯିବେ , ସେମିତି ରେ ବନ୍ଧୁଗଣ ଆପଣ ମାନେ ଏହି କଥା କୁ ନିଶ୍ଚିତ ଭାବେ ଜାଣି ଥିବେ ଆଜିର ଦିନ ରେ ରଙ୍ଗ ଟିକିଏ ଦେଖେଇବା ପାଇଁ ଝିଅ ମାନଙ୍କୁ ପୁଅ ମାନେ କମେଣ୍ଟ ମାରି ଥାନ୍ତି , ଏବଂ ସେମାନେ ଗାଳି ଗୁଳଜ ମଧ୍ୟ କରି ଥାନ୍ତି ଏବଂ ଏହା ନିଶ୍ଚିତ ଭାବେ ବହୁତ ବଡ ଲଜ୍ୟାଜନକ ଘଟଣା ଅଟେyhdyj

କିନ୍ତୁ ଏହି କଥା ଟି ସବୁ ସମୟ ରେ ସମାନ ନଥାଏ ଯେମିତି କି ଆପଣ ମାନେ ଜାଣନ୍ତୁ ଚୋର ଘରେ କେବେ ବି ଅନ୍ଧାର ନ ଥାଏ , ଏବଂ ସେହି ପରି ବେଳେ ଏହି ଦିନ ରେ ଯୁବତୀ ମାନଙ୍କ ହାବୁଡ ରେ ପଡିଛନ୍ତି ଏପପରି ଜଣେ ଯୁବକ ଜାହାଙ୍କୁ କମେଣ୍ଟ କରିବା ପରେ ଗୋଡ ଧରି କ୍ଷେମା ମାଗିବା ପାଇଁ ପଡିଛି। ଏବଂ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଜାହା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ,ତେବେ ଏହି ଘଟଣା ଟି ହେଲା ମହବା ସହର କପୁଆଲ୍ଲୀ କ୍ଷେତ୍ର ର ଅଟେ ଏଠାରେ ଭାଇରଲ ହେଉ ଥିବାftyutj

ଭିଡ଼ିଓ ରୁ ଆପଣ ମାନେ ଦେଖି ପାରୁ ଥିବେ ଯୁବକ ମାନେ କେଉଁ ପରି ଭାବେ ଯୁବତୀ ମାନଙ୍କ ଆଗରେ ହାତ ଯୋଡୁଛନ୍ତି , ତେବେ ବନ୍ଧୁଗଣ ଘଟଣା ଅନୁସାରେ ମହମ ସହର ରେ ଏହି ରାସ୍ତା ରେ ତିନି ଜଣ ଯୁବତୀ କଲେଜ୍ ରୁ ଫରୁ ଥିଲେ ଏବଂ ପରେ ପରେ ସେମାନଙ୍କୁ କିଛି ଯୁବକ ମାନେ କମେଣ୍ଟ ମାରିବା ସହିତ ଛେଡଖାନୀ ବି କରି ଥିଲେ ଏବଂ ପରେ ସେମାନଙ୍କୁ ଉଚିତ୍ ଜବାବ୍ ଦେବା ପାଇଁ ଏହି ଯୁବତୀ ମାନେ ସେମାନଙ୍କୁ ଅଟକାଇ ଥିଲେ ଏବଂ କଣ କହିଲ ବୋଲି ପଚାରି ଥିଲେ ଏବଂ ସେମାନେ ଏହି କଥା କହି ଯୁବତୀ ମାନେ ସେହି ଯୁବକ ଙ୍କୁ ମନ ଇଚ୍ଛା ଗାଳି ଦେବା ସହିତ ସେମାନେ ରୋମିଓ ସ୍କୁଆର୍ଡ କୁ ସୂଚନା ଦେଇygfyjj

ଦେଇ ଥିଲେ ଏମିତି ସମୟ ରେ ରାସ୍ତା ରେ ଏମିତି ସବ ଗୋଣ୍ଡ ଗୋଳ ଦେଖି ଲୋକ ମାନେ ବହୁତ ପରିମାଣ ରେ ଭିଡ ଜଣେଇ ଥିଲେ ଏବଂ ପରେ ସେହି ଯୁବକ ମାନେ ଯୁବତୀ ମାନଙ୍କୁ ଏମିତି ଭାବେ କମେଣ୍ଟ ମାରି ଥିବାରୁ ସେମାନେ କ୍ଷେମା ମାଗି ଥିବାର ଦେଖିବା ପାଇଁ ମିଳି ଥିଲେ ତେବେ ବର୍ତମାନ ସମୟ ରେ ଏହା ସୋସିଆଲ ମିଡ଼ିଆ ରେ ବର୍ତମାନସମୟ ରେ ଭାଇରଲ ହେବାରେ ଲାଗିଛି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *