ମହିଳାଙ୍କ ତଣ୍ଟି ରେ ହେଉଥିଲା ଦରଜ କିନ୍ତୁ ଡାକ୍ତର ବାବୁ ଖୋଲିଦେଲେ ପ୍ୟାଣ୍ଟ ଚେନ ତାପରେ କଣ ହେଲା ଦେଖନ୍ତୁ

ha ja jaasyhd

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମହିଳା ଙ୍କ ତଣ୍ଟି ରେ ହେଉ ଥିବା କଷ୍ଟ ହେଲେ ଡାକ୍ତର ବାବୁ ଖୋଲି ଦେଲେ ପ୍ୟଣ୍ଟ ର ଚେନ୍ ଏବଂ ତା ପରେ ଏମିତି ଗୋଟିଏ ଘଟଣା ଆସିଛି ଜାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଟର୍ଯ୍ୟ ହୋଇ ଯିବେ , ତେବେ ବନ୍ଧୁଗଣ ଆପଣ ମାନେ ସଂମ୍ପର୍ଣ୍ଣ ଘଟଣା ବିଷୟ ରେ ଜାଣିବା ପୂର୍ବ ରୁ ନିଶ୍ଚିତ ଭାବେ ଆମର ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଉତ୍ତର ପ୍ରଦେଶ ର ଗୋରଖ ପୁର ର ଏକtruytujl

ଲଜ୍ୟା ଜନକ ଘଟଣା ଘଟି ଥିବାର ଦେଖିବା ପାଇଁ ମିଳିଛି , ତେବେ ବନ୍ଧୁଗଣ ଘଟଣା ଅନୁସାରେ ଏଠାରେ ଜଣେ ଡାକ୍ତର ମହିଳା ରୋଗୀ ଙ୍କୁ ଡାକି ପ୍ୟଣ୍ଟ ର ଚେନ୍ ଖସେଇ ଅଶ୍ଲିଳ ବ୍ୟବହାର କରିଲେ , ଏବଂ ସେ ଗଳା ର ଟକ୍ସିନ୍ ଚିକିତ୍ସା କରିବା ପାଇଁ ଜାଇ ଥିଲେ ଏବଂ ଡାକ୍ତର କହିଛନ୍ତି କି ଆପଣ ଯଦି ଶାରୀରିକ ସଂମ୍ପର୍କ ରଖିବେ ତେବେ ଆପଣଙ୍କ ଗଳା ଭଲ ହୋଇ ଯିବ ବୋଲି ଏମିତି କିଛି କହିଛନ୍ତି । ଏବଂ ସେ ମହିଳା ଜଣଙ୍କ ଡାକି କେମିତି ଏହି ସବୁ କରା ଯାଏ ସିଖେଇ ଦେବେ ବୋଲି କହିଛନ୍ତି hyjuio

ଜାହାଫଳ ରେ ବର୍ତମାନ ସମୟ ରେ ମହିଳା ଜଣଙ୍କ ଡାକ୍ତର ବାବୁ ଙ୍କ ଅପରି ଅଶ୍ଲିଳ ବ୍ୟବହାର ପାଇଁ ଥାନା ରେ ଆଫାୟାର ଦେଇଛନ୍ତି , ଦେବି ଆର୍ ରେ ରହୁ ଥିବା ଏହି ମହିଳା ଜଣଙ୍କ 15 ଅକ୍ଟୋବର ସଂନ୍ଧ୍ୟା ରେ ତାଙ୍କର ସଶୁର ଏବଂ ନଣନ୍ଦ ଙ୍କ ସହିତ ସେହି ଅଞ୍ଚଳ ରେ ରହି ଥିବା ଏକ ଡାକ୍ତର ଖାନା କୁ ନିଜର ଗଳା ଭଲ କରିବା ପାଇଁ ଜାଇ ଥିଲେ , ତେବେ ନିଜର ନମ୍ବର ଅନୁସାରେ ସେ ଜାଇ ଡାକ୍ତର ଙ୍କ ପାଖରେ ପହଁଚି ନିଜର ସମସ୍ୟା ବିଷୟ ରେ କହି ଥିଲେ ,

ଏବଂ ପରେ ଡାକ୍ତର ପ୍ରଥମେ ନିଜର ସ୍ୱାମୀ ଙ୍କ ସଂମ୍ପର୍କ ରଖିବା ବିଷୟ ରେ କହି ଥିଲେ ଏବଂ ପରେ ଡାକ୍ତର ତାଙ୍କୁ ଅଶ୍ଲିତା ଦେଖେଇ କରି କହି ଥିଲେ ଆପଣ ଯଦି ସେହି ସବୁ ବିଷୟ ରେ ଜାଣନ୍ତି ନାହିଁ ତେବେ ଆସନ୍ତୁ ମୁଁ ସିଖେଇ ଦେବି ଏବଂ ପରେ ଆପଣଙ୍କ ଗଳା ଭଲ ହୋଇ ଯିବ । ତେବେ ପୀଡିତା ଙ୍କ ଅଭିଯୋଗ ରେ ବର୍ତମାନ ମାନ ସମୟ ରେ ପୋଲିସ୍ ଏହା ଉପରେ ବର୍ତମାନ ଏକ୍ସନ୍ ନେଇ ଥିବା ବେଳେ ଡାକ୍ତରhujyuoop

ଙ୍କୁ ଆରେଷ୍ଟ କରି ଥିବାର ଜଣା ପଡିଛି , ତେବେ ଆପଣ ଦେଖି ପାରୁ ଥିବେ ଆଜିର ଦିନ ରେ ଡାକ୍ତର ମାନେ ବି ଏପରି ବ୍ୟବହାର କରନ୍ତୁ ତେବେ ଆପଣ ମାନେ ବି ଟିକିଏ ସାବଧାନ ରହୁ ଥିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *