ସ୍ତ୍ରୀକୁ ସନ୍ତୁଷ୍ଟ ନକରିପାରିବାରୁ ସ୍ୱାମୀର ଗୁପ୍ତାଙ୍ଗ କଟିଲେ ସ୍ତ୍ରୀ ଆସିଲା ବଡ଼ ଖବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ ସ୍ତ୍ରୀ କାଟି ଦେଲା ସ୍ୱାମୀ ଙ୍କ ଅଙ୍ଗ ତେବେ ବନ୍ଧୁଗଣ ଏହି ଦିନ ରେ ଏମିତି ଗୋଟିଏ ଆସିଛିି ଜାହା ଆପଣ ମାନେ ସୁଣିଲେ ବି ନିଶ୍ଚିତ ଭାବେ ଟିକିଏ ଆଶ୍ଟର୍ଯ୍ୟ ଲାଗିବ ତେବେ କଣ ରହିଛି ସଂମ୍ପର୍ଣ୍ଣ ବନ୍ଧୁଗଣ ଆମେ ମାନେ ଜାଣି ରଖିବା ତାହା ପୂର୍ବ ରୁ ଆପଣ ମାନଙ୍କୁ କହି ରଖୁଛୁ କି ଆପଣ ମାନେ ଯଦି ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର ଜାଣିବା ପାଇଁ ଚାହାଁନ୍ତି ତେବେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ଯୈନାଙ୍ଗ କାଟିଲେ ସ୍ତ୍ରୀ କଣ ଏହି ଘଟଣା ର ସତ୍ୟାସତ ରହିଛି ,

ତେବେ ବନ୍ଧୁଗଣ ଏହି ଘଟଣା ଟି ସଂମ୍ପର୍ଣ୍ଣ ସତ୍ୟ ଅଟେ ଏବଂ ଏଠାରେ ସ୍ତ୍ରୀ ସ୍ୱାମୀ ଙ୍କ ର ଯୈନାଙ୍ଗ କାଟିବା ପରେ ସ୍ୱାମୀ ଙ୍କର ମୃତ୍ୟୁ ଘଟିଛି , ଏବଂ ଜାହା ବର୍ତମାନ ସମୟ ରେ ଚାଞ୍ଚଲ୍ୟ କର ହୋଇଛି , ତେବେ ଏଠାରେ ବନ୍ଧୁଗଣ ନିଜର ସ୍ୱାମୀ ଙ୍କ ଠାରୁ ସନ୍ତୁଷ୍ଟ ହୋଇ ନ ପାରି ଏମିତି କିଛି କରି ଥିବାର ଜଣା ପଡିଛି । ଏବଂ ଏହି ଘଟଣା ଏବେ ସ୍ୱାମୀ ସ୍ତ୍ରୀ ଙ୍କ ବନ୍ଧନ କୁ ଭାଙ୍ଗି ଦେଇଛି , ଯେଉଁ ଠାରେ ପତ୍ନୀ 14 ବର୍ଷ ପରେ ନିଜର ପ୍ରଥମ ପତି ଙ୍କୁ ଛାଡି ପୂର୍ଣ୍ଣ ବିବାହ କରି ଥିଲେ ,

ଏବଂ ପରେ ଦ୍ୱତୀୟ ସ୍ୱାମୀ ଙ୍କ ଠାରୁ ବି ସେ ସନ୍ତୁଷ୍ଟ ହୋଇ ନ ପାରି ଦ୍ୱତୀୟ ସ୍ୱାମୀ ଙ୍କ ଯୈନାଙ୍ଗ କୁ ଏହି ଦିନ ରେ କାଟି ଦେଇଛନ୍ତି । ଫଳରେ ସ୍ୱାମୀ ଙ୍କ ମୃତ୍ୟୁ ହୋଇ ଥିବା ପୋଲିସ୍ ପକ୍ଷ୍ୟ ରୁ ବି ମିଳି ଥିବା ସୂଚନା ଅନୁସାରେ ମୃତ୍ୟୁ ହୋଇ ଥିବା ଯୁବକ ଙ୍କ ନାମ ହେଲା ବଲବେନ୍ଦ୍ରର କୁମାର ଯିଏ କି ଅକ୍ଟୋବର 13 ରେ ନିଜର ଶୋଇବା ଘରେ ଶୋଇ ଥିଲେ ହଠାତ୍ ତାଙ୍କର ସ୍ତ୍ରୀ ଆସି ତାଙ୍କର ସ୍ୱାମୀ ଙ୍କ ଅଙ୍ଗ କୁ ଛୁରୀ ରେ କାଟି ଦେଇ ଥିଲେ , ତେବେ ସେମିତି ବେଳେ ପୋଲିସ୍ ର କହିବା କଥା ଅନୁସାରେ

ବଲବେନ୍ଦ୍ରର କୁମାର ନିଜର ଡୟେରୀ ରେ ଲେଖି ଥିଲେ କି ପୂର୍ବ ରୁ ନିଜ ସ୍ତ୍ରୀ ର ଗୋଟିଏ ଅଳଙ୍କାର ଦୋକାନୀ ଙ୍କ ସହିତ ସଂମ୍ପର୍କ ରହି ଥିଲା , ଏବଂ ବିବାହ ପରେ ନିଜ ସ୍ୱାମୀ ଙ୍କ ଠାରୁ ସେ ଅସନ୍ତୁଷ୍ଟ ହେବା ପରେ ପରେ ନିଜର ସ୍ୱାମୀ ଙ୍କ ଅଙ୍ଗ କୁ କାଟି ଦେଇ ଥିଲେ । ପୋଲିସ୍ ବର୍ତମାନ ସମୟ ରେ ବଲବେନ୍ଦ୍ରର କୁମାର ଙ୍କ ପତ୍ନୀ ଙ୍କୁ ଆରେଷ୍ଟ କରିବା ସହିତ ପଚାରିବା ପରେ ଜଣା ପଡିଛି ବଲବେନ୍ଦ୍ରର କୁମାର ଙ୍କ ପତ୍ନୀ ଅଳଙ୍କାର ଦୋକାନ ରେ କାମ କରୁ ଥିଲେ

ଏବଂ ସେହି ସମୟ ରେ ସେହି ଦୋକାନ ର ମାଲିକ ସହିତ ସଂମ୍ପର୍କ ଚାଲୁ ଥିଲା ଏବଂ ଏମିତି ନେଇ ପତ୍ନୀ ଙ୍କୁ ଯେତେ ବେଳେ ରୋକିବା ପାଇଁ ଚେଷ୍ଟା କରି ଥିଲେ ବଲବେନ୍ଦ୍ରର କୁମାର ତେବେ ସେମିତି କ୍ଷେତ୍ର ରେ ପତ୍ନୀ ବଲବେନ୍ଦ୍ରର କୁମାର ଙ୍କ ଯୈନାଙ୍ଗ କାଟି ନିଜର ରାଗ ସୁଝେଇ ଦେଇଛି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *