ସ୍ୱାମୀ ଘରେ ନ ଥିବା ସମୟରେ ପ୍ରେମିକକୁ ଡାକି ମହିଳା କରୁଥିଲେ ଏପରି କାମ ଧରା ପଡ଼ିବା ପରେ

ryggyjyil

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାମୀ ଘରେ ରହି ନ ଥିବା ସମୟ ରେ ପ୍ରେମିକ ଙ୍କୁ ଡାକି ମହିଳା କରୁ ଥିଲେ ଏହି କାମ ଜାହାକୁ ଆପଣ ମାନଙ୍କୁ ଜାଣିବା ନିହାତି ଆବଶ୍ୟକ ଧରା ପଡିବା ପରେ କଣ ହେଲା ସେମାନଙ୍କ ଅବସ୍ଥା ତେବେ ସାମ୍ନା କୁ ଆସିଲା ଏହି ବଡ ଖବର ବିବାହିତା ମହିଳା ଜାଣି ସୁଧା ସେ ପ୍ରେମ କରି ଥିଲେ ଏବଂ ପରେ ଜାହା ହେଲା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ଏଠାରେ ବିବାହିତ ମହିଳା ରାତି ଅଧ ରେ ଚଳେଇ ଥିଲେ ରାସଲୀଳା ଏବଂ ପରେ ହଠାତ୍ ସସୁର ଦେଖି ଦେଲେVvgzdnj

ଏମାନଙ୍କ ସଂମ୍ପର୍କ ଅନଲାଇନ୍ ରୁ ଗଢି ଉଠି ଥିବା ବେଳେ ଅନୈତିକ ସଂମ୍ପର୍କ ସ୍ଥାପନା ପାଇଁ ମହିଳା ଙ୍କ ଘରେ ପହଁଚି ଥିଲା ଯୁବକ ହେଲେ ପରେ ସବୁ ଖୋଲିଗଲା ସେମାନଙ୍କ ରାଜ ତେବେ ଏମିତି କିଛି ଘଟଣା ଏହି ଦିନ ରେ ଅନୁଗୁଳ ଜିଲ୍ଲା ଟାପଢୋଲୀ ଅଞ୍ଚଳରେ ଯେଉଁ ଠାରେ ପର ପ୍ରିୟା ପ୍ରିତି ମହଙ୍ଗା ପଡିଛି ଏବଂ ଏଠାରେ ଅଧ ରାତି ରେ ସୁସୁର ଙ୍କ ହାତ ରେ ଧରା ପଡିଛନ୍ତି ବୋହୁ ଏବଂ ପରେ ପରେ ଏହି ଦୁଇ ପ୍ରେମୀ ଯୁଗଳ ଙ୍କୁ ନିର୍ଧୁମ୍ ଛେଚି ଥିଲେ ଗ୍ରାମ ଲୋକ ବର୍ତମାନ ସମୟ ରେ ଏହି ଘଟଣା ଟି ସାରା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ହୋଇ ରହିଛି ।hrfjuuky

ତେବେ ଏହି ମହିଳା ଙ୍କ ସ୍ୱାମୀ ବାହାରେ ରହୁ ଥିବା ବେଳେ ତାଙ୍କର ଗୋଟିଏ ତିନି ବର୍ଷ ର ପୁଅ ବି ରହିଛି , ଏବଂ ଏଠାରେ ସ୍ୱାମୀ ଙ୍କ ଅନୁପସ୍ତିତି ପାଇଁ ମହିଳା ଜଣଙ୍କ ଫେସବୁକ ରେ ଜଣଙ୍କ ସହିତ ପ୍ରେମ ସଂମ୍ପର୍କ ଚଲେଇ ଥିଲେ , ଏମିତି ରେ ମହିଳା ଙ୍କ କହିବା କଥା ଅନୁସାରେ ଏମିତି ଏହା ପୂର୍ବରୁ ତିନି ଥର ସେହି ଯୁବକ ଜଣଙ୍କ ତାଙ୍କ ଘରକୁ ଆସି ଖସି ମଧ୍ୟ ଜାଇ ଥିଲେ ହେଲେ ଚତୁର୍ଥ ଥର ଆଉ ବର୍ତି ଜାଇ ପାରି ନ ଥିଲେ ସେହି ଯୁବକ ଜଣଙ୍କ ଏବଂ ସସୁର ଙ୍କ ହାତ ରେ ବିଳମ୍ବିତ ରାତ୍ରୀରେ ଗୋଟିଏ ଘରେ ରହି ଥିବାର ଦେଖି ସସୁର ତାଲା ବନ୍ଦ କରି ଦେଇ ଥିଲେdhcgkycl

ଗ୍ରାମ ର ଲୋକ ମାନଙ୍କୁ ଡାକି ଥିଲେ ଏବଂ ପରେ ସେମାନେ ଧରା ପଡି ଜାଇ ଥିଲେ ଏବଂ ପରେ ସେହି ଦୁହିଁଙ୍କୁ ସସୁର ଙ୍କ ସମେତ ସଂମ୍ପର୍ଣ୍ଣ ଗ୍ରାମ ଲୋକ ମାନେ ପଟିବା ସହିତ ପଚାରିବାରୁ ସେମାନଙ୍କ ଚୋରା ପୀରତି ବିଷୟ ରେ ଜଣା ପଡି ଥିଲା ତେବେ ଏମିତି କିଛି ବନ୍ଧୁଗଣ ବର୍ତମାନ ସମୟ ରେ ଖବର ରହିଛି ଜାହା ବହୁତ ପରିମାଣ ରେ ଭାଇରଲ ହେଉଛି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *