ଏହି ଗାଁ ଯେଉଁଠି ସାପର ବରଣମାଳାରେ ହୁଏ ବାହାଘର ଭାଇରଲ ହେଲା ବାହାଘର ଭିଡ଼ିଓ

ଆମ ଦେଶ ରେ ବାହାଘର କୁ ନେଇ ବିଭିନ୍ନ ରିତି ରିବାଜ ମାନ ରହିଛି । ଆଜିର ସମୟ ରେ ଲୋକ ମାନେ ନିଜ ବାହାଘର କୁ ସବୁ ଦିନ ପାଇଁ ମନେ ରଖିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ରିତି ରିବାଜ କୁ ମାନ୍ୟତା ଭାବେ କରିବା ପାଇଁ ଚାହିଁ ଥାନ୍ତି । ଜାହା ହେଲେ ବି ଥର ଟିଏ ବାହାଘର ସେହି ଗୋଟିଏ ଦିନ କୁ ମନେ ରଖିବା ପାଇଁ ସେମାନେ କିଛି ବି କରି ପାରିବେ । ତଥା ବହୁତ ସ୍ଥାନ ମାନଙ୍କ ରେ ଦେଖିବା ପାଇଁ ମିଳି ଥାଏ କି ବହୁତ ଲୋକ ମାନେ ପାର୍ଟି ଆଦି କରିବାରେ ଲାଗି ଥାନ୍ତି । ଲୋକ ମାନେ ଆଜିର ସମୟ ରେ ବାହାଘର ପୂର୍ବ ରୁ ପ୍ରିୱେଡିଂ କରାଉଛନ୍ତି ।

ଏହା ସହିତ ସେମାନେ କକଟେଲ୍ ପାର୍ଟି ମେହେନ୍ଦି  ଆଦି ବହୁତ କିଛି । ବହୁତ ସମୟ ରେ ଆପଣ ମାନେ ଚର୍ଚ୍ଚା ରେ ଦେଖିବା ପାଇ ଥାନ୍ତି ସେମିତି ରେ ଆଜିର ସମୟ ରେ ଲୋକ ମାନେ ନିଜ ମନ ପସନ୍ଦ ର ସାଜସଜ୍ୟ ରେ ବିବାହ କରୁ ଥିବାର ଦେଖିବା ପାଇଁ ମିଳୁଛନ୍ତି । ତେବେ ସେମିତି ବେଳେ ଏହି ନିକଟ ରେ ଏମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଜାହା ଆପଣ ମାନେ ଦେଖିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ର ରୂପ ଦେବେ ତେବେ ଏଠାରେ ଦେଖିବା ପାଇଁ ମିଳିଛି କି ବର ମାଳ ଦୁଇଟି ସାପ ଅଟେ ନିକଟ ରେ ଏମିତି ଗୋଟିଏ ଭିଡ଼ିଓ ଭାଇରଲ ହୋଇଛି ।

ଆପଣ ମାନେ ଜାଣି ଥିବେ ରିତି ନିତି ହିସାବ ରେ ବର ଏବଂ କନ୍ୟା ଦୁହେଁ ଦୁହିଁଙ୍କୁ ବର ମାଳା ପିନ୍ଧେଇ ଥାନ୍ତି ହେଲେ ଏହା ଯଦି ସାପ ର ହୋଇ ଥିବ ତେବେ । ସେମିତି ରେ ଏଠାରେ ସଂମ୍ପର୍ଣ୍ଣ ରିତି ନିତି ରେ ବିବାହ ହେବାରେ ସେମାନେ ବର ମାଳା ସ୍ଥାନ ରେ ସାପ କୁ ଯିଏ ଜାହା ବେକ ରେ ପକେିବା ପାଇଁ ଲାଗୁଛନ୍ତି ,ତେବେ ଏମିତି ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ,ଏହି ବିବାର ର ଗୋଟିଏ ପ୍ରପକାରର ରିଜି ନିତି ଏବଂ ଏମାନଙ୍କ ପରମ୍ପରା ବୋଲି ଜଣା ପଡ଼ିଛି ,

ସେମିତି ରେ ବନ୍ଧୁଗଣ ଆମ ଭାରତ ରେ ବହୁତ ସମୟ ରେ ବିଭିନ୍ନ ପ୍ରକାରର ଏମିତି ସବୁ ପରମ୍ପାରା ଦେଖିବା ପାଇଁ ମିଳୁ ଥିବା ବେଳେ ଏହି ପରମ୍ପରା ସେହି ମାନଙ୍କ ମଧ୍ୟ ରୁ ଗୋଟିଏ ଅଟେ ଯେଉଁ ଠାରେ କେବଳ ସାପ ର ବ୍ୟବହାର କରା ଜାଇ ଥାଏ ବରଣ ମାଳା ବଦଳ ରେ କହି ଦେବାକୁ ଚାହିଁବୁ କି ବର୍ତମାନ ସମୟ ରେ ଏହା ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *