ରାନୀ ପଣ୍ଡା ଙ୍କ ବିଚ୍ ରାସ୍ତା ରେ ହାଙ୍ଗାମା ଭିଡ଼ିଓ ହେଲା ଭାଇରଲ ।

କୋରନା ପରିସ୍ଥିତି ରେ ଦିର୍ଘ 7 ମାସ ରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଶଣ ଏହି ସମୟରେ ଦୁର୍ଦିନ ରେ ଦିନ କାଟୁଛନ୍ତି ଅନେକ କଳାକାର ତେବେ ବନ୍ଧୁଗଣ ଏହାକୁ ନେଇ ଏହି ଦିନ ରେ ଯାତ୍ରା ଜଗତ ର ରାନୀ ପଣ୍ଡା କଣ କହିଛନ୍ତି ସେହି ବିଷୟ ରେ ଜାଣିବା ତେବେଆପଣ ମାନଙ୍କୁ ଜଣେଇ ଦେବୁ କି ରାନୀ ପଣ୍ଡା ଏବଂ କଳାକାର ସଂଗଠନ ପକ୍ଷ ରୁ ଏହି ବିକ୍ଷ୍ୟପ କରା ଜାଇ ଥିବା ବେଳେ ବର୍ତମାନ ସମୟ ରେ ଯେଉଁ ପରି ପୂର୍ବ କିଛି ମାସ ହେବ କୋରନା ସଂଙ୍କ୍ରମଣ ପରିସ୍ଥିତି ସୃଷ୍ଟି ହୋଇ ଥିଲା ହେଲେ ବର୍ତମାନ ସମୟ ରେ ସରକାର ଯେଉଁ ପରି ଭାବେ ନିଜର ଇଲେକ୍ସନ ପାଇଁ ସବୁ କିଛି ନୂଆ ପଦକ୍ଷେପ ନେଇ ପାରୁଛନ୍ତି ଯେଉଁ ପରି କି ରାଲେ କହିବା

ଦଳ ର ଭୋଟ ମାଗିବା ଦାବୀ ରେ ଲୋକ ମାନେ ଏଣେ ତେଣେ ବୁଲି ବୁଲି ଭୋଟ ମାଗିବା ଏହି ସମୟ ରେ ଏହା ସହିତ ବହୁତ ସ୍ଥାନ ମାନଙ୍କ ରେ ନୃତ୍ୟୁ ବି ପରିବେଶଣ ହେଉ ଥିବାର ଦେଖିବା ପାଇଁ ମିଳିଛି । ତେବେ ଏଠାରେ ଯାତ୍ରା କଳାକାର ସଂଗଠନ ଏବଂ ରାନୀ ପଣ୍ଡା ଙ୍କର ଅଭିଯୋଗ ରହିଛି କି ସରକାର ତାଙ୍କ ଇଲେକ୍ସନ ପାଇଁଏତେ ସବୁ କରି ପାରୁଛନ୍ତି ଯେତେ ବେଳେ ଆମ ଯାତ୍ରା କଳାକାର ମାନେ ଆଜିର 7 ମାସ ହେଲା ବସି ରହିଛନ୍ତି ସେମାନଙ୍କ ପାଇଁ କିଛି କରା ଜାଉ ନାହିଁ କାହିଁକି ।

ସେହି ପରି ପରିସ୍ଥିତି ରେ ରାନୀ ପଣ୍ଡା ନିଜର ପକ୍ଷ ରୁ କହିଛନ୍ତି କି ସେ ଜାହା କୁହନ୍ତି ସବୁ ବେଳେ ଅନ୍ୟ ପଟରେ ସଠିକ୍ ଜାଗା ରେ ବାଜେ ଏବଂ ସେ ଏହି ଠାରେ କହୁଛନ୍ତି ଆମ CM କୁ ସେ ସିଏ ବୋଲି ଭାବନ୍ତି , ସେ ପାଣ୍ଡିଆନ ସାର ଙ୍କୁ ମୋର ଦିଅର ବୋଲି ଭାବେ , ମୋଦି ଙ୍କୁ ଭାବେ ମୋ ଦେଢସୁର , ହେଲେ କଣ କଲ ତୁମେ ମାନେ ଆମ କଳାକାର ମାନଙ୍କ ପାଇଁ କଣ କଲ ତୁମେ ମାନେ , ସେହି ପରି ବେଳେ ଆଶ୍ଚର୍ଯ୍ୟ ର କଥା ହେଲା କଳାକାର ମାନଙ୍କ ଏହି ବିକ୍ଷୋପ ସମୟ ରେ ସୁର ଭାଇନା ସେଠାରେ ରହି ଥିଲେ ଏବଂ ରାନୀ ତାଙ୍କୁ ତାଙ୍କର ଭାଈ ବୋଲି ସମ୍ବୋଦ୍ଧିତ କରି ଥିଲେ ।

ଏହି ସବୁ କୁ ନେଇ ଅନ୍ୟ ପଟରେ ସୁର ଭାଈ ବି ସହମତି ଜତେଇ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି , ସୁର ଭାଈ ଙ୍କ କହିବା କଥା କି ତୁମେ ମେଲୋଡି କୁ ଏଲାଓ କରିଲ ବାଲେଶ୍ୱର ଭୋଟ୍ ପ୍ରଚାର ରେ ଏହାକୁ ଏଲାଓ ହେଉଛି ଯେତେ ବେଳେ ଏହି କଳାକାର ଭାଈ ମାନଙ୍କ ଦାନା ପାଣି ଛଢେଇ କଣ ଲାଭ ମିଳିବ ତୁମ ମାନଙ୍କୁ ତେଣୁ ନିଶ୍ଚିତ ଭାବେ ସରକାର ଙ୍କ ଏକ ନିସ୍ପତି ଜାଣିବା ନେଇ ଆଶା କରିଛନ୍ତି ସୁର ଭାଈ, ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *