ଦେହ ବ୍ୟବସାୟ ସମୟ ରେ କ୍ରାଇମ୍ ବ୍ରାଞ୍ଚ ହାତରେ ଧରା ପଡିଲେ ଏହି 2 ଅଭିନେତ୍ରୀ 2 ଘଣ୍ଟା କୁ ନେଉଥିଲେ 2 ଲକ୍ଷ ।

actress

ବନ୍ଧୁଗଣ ମୁମ୍ବାଇ ର ଏକ ଫାଇବଷ୍ଟାର ହୋଟେଲ ରେ ଦେହ ବ୍ୟବସ୍ୟୟ  ଚାଲିଥିବା ବେଳେ କ୍ରାଇମ୍ ବ୍ରାଞ୍ଚ ହାତରେ ଧରା ପଡିଲେ । ଏହିଥିରେ ଜଣେ ଟପ୍ ମଡେଲ ଏବଂ ଜଣେ ଅଭିନେତ୍ରୀ ଙ୍କୁ ଗିରୋଫ କରାଜାଇଛି । ଉଭୟ ଦୁଇ ଘଣ୍ଟା ରେ 2 ଲକ୍ଷ ଟଙ୍କା ଚାର୍ଜ୍ କରୁଥିଲେ । ଏଠାରେ ଏହି ଅଭିନେତ୍ରୀ ଙ୍କ ଗିରୋଫଦାରୀ କୁ ଦର୍ଶାଇ ନଥିବା ବେଳେ ଏହାକୁ ରେସ୍କ୍ୟୁ ବୋଲି କହିଛନ୍ତି।

ଅନୁସନ୍ଧାନ ଦଳ ଇସା ନାମକ ଏକ ଅଭିନେତ୍ରୀ ଙ୍କୁ ଗିରୋଫ କରିଛନ୍ତି । ତେବେ ଏହି ମାମଲା ରେ ଯିଏ ଏହି ସେ-କ୍ସ ରାକେର୍ଟ ଚଳାଉଥିଲେ ସେ ହେଲେ ଇସା ଖାନ । ଏହି ଦଲ୍ଲାଲ ଙ୍କୁ ବର୍ତମାନ ସମୟ ରେ ପୋଲିସ୍ ଗିରୋଫ କରିଛି ।

two actresses

ଏହି ଘଟଣା ରେ ବରିଷ୍ଟ ଇନ୍ସପେକ୍ଟର ମନୀଷ ଶ୍ରୀଧନକର କହିଛନ୍ତି ଯେ ସେ ଏଠାକୁ ଆସି ନକଲି ଗ୍ରାହାକ ସାଜି କଥା ହୋଇଥିବା ବେଳେ ତାଙ୍କୁ ଟପ୍ ମଡେଲ ଦରକାର  କହି ତାଙ୍କ ଫସେଇଥିଲେ । ପ୍ରଥମେ ଅଭିଯୁକ୍ତ ମହିଳା କିଛି ଫୋଟ ପଠେଇଥିଲେ ଏବଂ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଚୟନ କରିଥିଲେ ।

ଜଣେ ଟପ୍ ମଡେଲ ଯିଏ ଅନେକ ବିଜ୍ଞ୍ୟାପନ ରେ କାମ କରିଛନ୍ତି ସିଏ ଏହି ରାକେର୍ଟ ରେ ସାମିଲ ରହିଥିଲେ। ଏବଂ ଅନ୍ୟ ଜଣେ ହେଲେ ଟିଭି ସିିରିଏଲ ଅଭିନେତ୍ରୀ । ଇସା ଖାନ ପ୍ରତି ଝିଅ ଙ୍କ ପିଛା 2 ଲକ୍ଷ ଟଙ୍କା ଚାର୍ଜ ମଧ୍ୟ କରୁଥିଲେ ଏବଂ ଏହି ଚୁକ୍ତିରେ କେବଳ 2 ଘଣ୍ଟା ପାଇଁ ହିଁ ଦେବାକୁ ରାଜି ହେଉଥିଲେ  ।

ଏବଂ ଏହି କାରବାର ଜୁହୁର ଏକ ଫାଇବ୍ ଷ୍ଟାର ହୋଟେଲ ରେ କରାଜାଉଥିଲା । ତେବେ ଗୁରୁବାର ରାତି ରେ ହୋଟେଲ ବାହାରେ ଏହି କ୍ରାଇମବ୍ରାଞ୍ଚ ଟିମ୍ ପହଁଚି କରି ଏହି ରାକେର୍ଟ କୁ ଧରିବାରେ ସଫଳ ହୋଇଛଥିଲେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *