କାଉ ଓ ପେଚା ଙ୍କ ସଂକେତ ଶୁଭ ନା ଅଶୁଭ ଜଣାନ୍ତୁ ସତ୍ୟ କଥା କଣ ଅଟେ

dgtjyuksw

ଶାସ୍ତ୍ର ଅନୁସାରେ କାଉ ଏବଂ ପେଚା କୁ ଏହି ସବୁ କାର୍ଯ୍ୟ କରୁ ଥିବାର ଦେଖିଲେ ନିଶ୍ଚିତ ଭାବେ ଆପଣ ମାନଙ୍କ ଜିବନ ପ୍ରତି ବହୁତ ବିପଦ ସୃଷ୍ଟି ହୋଇ ଥାଏ । କାଉ ଏବଂ ପେଚା ଙ୍କୁ ଦେଖିବା ବା ସେମାନଙ୍କ ସଂଙ୍କେତ ର ମାନେ କଣ ହୋଇ ଥାଏ ସେହି ବିଷୟ ରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁ ଥିବ  ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆମେ ଆପଣ ମାନଙ୍କୁ ଜଣେଇ ଦେବୁ ହିନ୍ଧୁ ଧର୍ମ ରେ ଶୁଭ ଅଶୁଭ ର ମାନ୍ୟତା କାହିଁ କେତେ କାଳ ରୁ ଚାଲି ଆସିଛି ତେବେ ସେମିତି ବେଳେ କାଉ ଏବଂ ପେଚା ଙ୍କୁ ନେଇ ବି ଶୁଭ ଏବଂ ଅଶୁଭ କଥା ର ସଂଙ୍କେତ ବିଷୟ ରେ ବିଭିନ୍ନ କଥା ରହିଛି ।SAfdh

ଦିନ ର କେତେକ ସ୍ଥାନ ରେ କାଉ ର ଦର୍ଶନ ମିଳୁ ଥିବା ବେଳେ ରାତ୍ରୀ ସମୟ ରେ କେତକ ସ୍ଥାନ ରେ ପେଚାର ଆପଣ ମାନେ ଦର୍ଶନ ପାଇ ଥାନ୍ତି , ପ୍ରଥମେ ଯଦି ଆମେ କାଉ ର କଥା କହିବା ତେବେ କାଉଙ୍କ ଯୋଡି ଯଦି କୈଣସି ଗ୍ରାମ ରେ ବା ସହର ରେ ବସି ବୋବାଉ ଥାନ୍ତି । ତେବେ ସେହି ସ୍ଥାନ ପ୍ରତି ବହୁତ ବିପଦ ଆସି ଥାଏ ।ଯଦି କେବେ କୈଣସି ଲୋକ ଙ୍କ ଉପରେ କାଉ ବସି ଜାଇ ଥାଏ , ତେବେ ତାଙ୍କର ଧନ ବା ସମ୍ମାନ ହାନୀ ହେବାର ଆଶଂକା ରହି ଥାଏ ସେହି ପରି ଭାବେ କୈଣସି କାଉ ଗୋଟିଏ ଘର ଉପରେ ବସି ବୋବାଇଲେ ତେବେ ସେହି ଘର ର ମାଲିକ ଉପରେ ବହୁତ ପରିମାଣ ରେ ପ୍ରଭାବ ପଡି ଥାଏ ।gryjuykluhk

ଯଦି କେବେ ସ୍ତ୍ରୀ ଲୋକ ମାନଙ୍କ ମୁଣ୍ଡ ଉପରେ କାଉ ବସି ଥାଏ , ତେବେ ତାଙ୍କ ସ୍ୱାମୀ ଙ୍କ ଗମ୍ଭୀର ସମସ୍ୟା ର ସାମ୍ନା କରିବା ପାଇଁ ପଡେ । କେବେ ଯଦି ଯାତ୍ରା ରେ ଯିବା ବେଳେ ଆପଣ ମାନଙ୍କ ସାମ୍ନା ରେ କାଉ ଆସି ବସି ରାବ ଦିଏ ତେବେ ଯାତ୍ରା ଶୁଭ ହୋଇ ଥାଏ , ଏହା ପରେ ଯଦି ଆମେ ପେଚା ର କଥା କହିବା ତେବେ ଯଦି କେବେ ପେଚା କାହାର ଘର ଉପରେ ସବୁ ବେଳେ ବସୁ ଥାଏ ।

ତେବେ ସେହି ଘର ଉପରେ ବହୁତ ସଂଙ୍କଟ ମାଡି ଆସି ଥାଏ  ସେହି ପରି ଭାବେ ଦକ୍ଷିଣ ଆଫ୍ରିକା ରେ ପେଚା ଙ୍କ ସ୍ୱର ର କୁ ମୃତ୍ୟୁ ର ଶବ୍ଦ ବୋଲି କୁହା ଯାଏ , ଯଦି କେବେ ଘର ଉପରେ ପେଚା ବସି ରାବିବାର ଦେଖିବା ପାଇଁ ମିଳେ  ତେବେ ସେମିତି ବେଳେ ସେହି ଘର ର ମୂଖ୍ୟ ଙ୍କ ମୃତ୍ୟୁ ହେବାର ରହି ଥାଏ ,ଯଦି ଆପଣ ମାନଙ୍କ ଘରେ ପ୍ରତିଦିନ କବାଟ ପାଖରେ ବୋବାଉ ଥାଏ ।cgygjhgk

ତେବେ ଆପଣ ମାନଙ୍କୁ କହି ଦେବୁ କି ଆପଣ ମାନଙ୍କ ଘରେ ଚୋରୀ ଡକାୟତୀ ର ଆଶଂକା ରହି ଥାଏ , ଯଦି କେବେ ଆପଣ ମାନେ ଯିବା ସମୟ ରେ ଡାହାଣ ପଟରୁ ପେଚା କୁ ଉଡି ଯିବାର ଦେଖନ୍ତି ତେବେ ତାହା ବହୁତ ଅଶୁଭ ହୋଇ ଥାଏ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *