ଦୁଖଃଦ ଖବର ଆସିଲା ବଲିଉଡ ରୁ ସଞୟ ଦତ୍ତ ଙ୍କୁ ହେଲା ଏହି ବଡ ରୋଗ ଅବସ୍ଥା ହେଲା ସଚ୍ଚୋନିୟ

sanyata ja

ବର୍ତମାନ ସମୟ ରେ ବଲିଉଡ ରୁ ଆସିଲା ଦୁଖଃଦ ଖବର କ୍ୟନସର ର ତୃତୀୟ ଷ୍ଟେଜ୍ ରେ ଅଭିନେତା ସଞୟ ଦତ୍ତ । ବଲିଉଡ ପାଇଁ 2020 ବର୍ଷ ଟି ହେଲା ସବୁଠୁ କଳା ବର୍ଷ ଅଭିନେତା ସଞୟ ଦତ୍ତ ବର୍ତମାନ ସମୟ ରେ ସଞୟ ଦତ୍ତ ସଂମ୍ପର୍ଣ୍ଣ ଅସୁସ୍ଥ ହୋଇ ପଡିଛନ୍ତି, ସଞୟ ଦତ୍ତ ଙ୍କୁ ଫୁସଫୁସ କର୍କଟ ବା କ୍ୟନସର ହୋଇ ଥିବା ବେଳେ ତାଙ୍କର ଏହି ରୋଗ ତୃତୀୟ ପର୍ଯ୍ୟାୟ ରେ ରହିଛି ବୋଲି ଜଣା ପଡିଛି । ଏବଂ ଏହି ସମୟ ରେ ମିଳି ଥିବା ସୂଚନା ଅନୁସାରେ ଏହି ଗମ୍ଭୀର ରୋଗ ର ଚିକିତ୍ସା ପାଇଁ ସେ ବିଦେଶ ଯିବେ, ସେ ଆମେରିକା କିମ୍ବା ସିଙ୍ଘାପୋର ଜାଇ ପାରନ୍ତିghhtyuiyi

ତେବେ ଏହି ବିଷୟ ରେ ଗତ କାଲି ସଞୟ ଦତ୍ତ ନିଜେ ଟୁଇଟ୍ କରି ନିଜର ପ୍ରଶଂଶକ ଙ୍କୁ ବ୍ୟସ୍ତ ନ ହେବା ପାଇଁ କହି ଥିଲେ , ଏବଂ ସ୍ୱାସ୍ଥ୍ୟ ଅସୁସ୍ଥତା ରହି ଥିବା ନେଇ ଖବର ଦେଇ ଥିଲେ ,ଏବଂ ଏହା ପରେ ପରେ ପ୍ରଶଂଶକ ଙ୍କ ଚିନ୍ତା ବଢି ଜାଇ ଥିଲା। ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସଞୟ ଦତ୍ତ ଙ୍କ ଏହି କ୍ୟନସର ରୋଗ ବିଷୟ ରେ ସୁଣି ତାଙ୍କର ଫେନ୍ ବା ପ୍ରଶଂସକ ମାନେ ସଂମ୍ପର୍ଣ୍ଣ ଭାବେ ଚକିତ ହୋଇ ପଡିଛନ୍ତି । ସେହି ପରି ସମାଜିକ ଗଣ ମାଧ୍ୟମ ରେ ତାଙ୍କର ଆରୋଗ୍ୟ କାମନା ବି କରିଛନ୍ତି । ତେବେ 61 ବର୍ଷ ର ସଞୟ ଦତ୍ତ ଗତ 8 ତାରିଖ ରେ ସ୍ୱାସ କ୍ରିୟା ରେ ସମସ୍ୟା ଯୋଗୁଁ ଲୀନା ବତୀ ହସ୍ପିଟାଲ ରେ ଭର୍ତି ହୋଇ ଥିଲେ ।grtjhtujk

ସେଠାରେ ତାଙ୍କର କୋରନା ଟେଷ୍ଟ ହୋଇ ଥିଲା କୋରନା ରିପୋର୍ଟ ନେଗେଟିଭ ଆସିବା ପରେ ସେ ଡାକ୍ତର ଖାନା ରୁ ଡିସ୍ଚାର୍ଜ ହୋଇ ଥିଲେ। ଏବଂ ଗତ କାଲି ରାତି ରେ ହିଁ ଜଣା ପଡି ଥିଲା କି ସଞୟ ଦତ୍ତ ଫୁସଫୁସ କର୍କଟ ର ଶୀକାର ହୋଇଛନ୍ତି, ଏବଂ ଏହି ସୂଚନା ପାଇବା ମାତ୍ରେ ବଲିଉଡ ର ଅମିତାଭ୍ ବଚ୍ଚନ , ଅଭିସେକ୍ ବଚ୍ଚନ ଏବଂ ସଲମାନ ଙ୍କ ପରି ଅଭିନେତା ମାନେ ଫୋନ୍ କରି ଥିଲେ ହେଲେ ଏହି ସମୟ ରେ ସେ କାହା ସହିତ ବି କଥା ହୋଇନyuyisa

ଥିବା ଜଣା ପଡିଛି ସେହି ପରି ଭାବେ ମିଳି ଥିବା ସୂଚନା ଅନୁସାରେ ବର୍ତମାନ ସମୟ ରେ ସଞୟ ଦତ୍ତ ଙ୍କ ପତ୍ନୀ ଏବଂ ତାଙ୍କର ଦୁଇଟି ପିଲା ସହିତ ଦୁହେଁ ଦୁବାଇ ରେ ଜାଇ ପହଁଚି ଥିବା ବେଳେ ବର୍ତମାନ ସମୟ ରେ ସଞୟ ଦତ୍ତ ଙ୍କ ଶରୀର ବହୁତ ନାଜୁକ ରହି ଥିବାର  ଜଣା ପଡିଛି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *