ଓଡ଼ିଆ ହିରୋ ରାଜେଶ ଓ ହିରୋଇନ ଶ୍ରଦ୍ଧା ଙ୍କ ବାହାଘର ଭିଡ଼ିଓ ହେଲେ ଭାଇରଲ

ଅଭିନେତା ରାଜେଶ ଏବଂ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ବିବାହ ଭିଡ଼ିଓ ତେବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା କି କେଉଁଠି ବିବାହ ହୋଇ ଥିଲା ଏବଂ କେମିତି ହୋଇ ଥିଲା ଏମାନଙ୍କ ବିବାହ ହେଲେ ଆପଣ ମାନେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପୂର୍ବ ରୁ ଆପଣ ମାନେ ନିଶ୍ଚିତ ଭାବେ ଆମର ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ । ତେବେ ଆପଣ ମାନେ ଏହି ଯୋଡି କୁ ବି ପସନ୍ଦ କରୁ ଥିଲେ ଆପଣ ମାନେ ନିଶ୍ଚିୟ ଭାବେ ନିଜର ସାଙ୍ଗ ମାନଙ୍କ ସହିତ ସେୟାର ମଧ୍ୟ କରିବେnmhilpk mhik

ସେମିତି ରେ ଏହି ଦିନ ରେ ଲକଡାଉନ୍ ଚାଲି ଥିବା ସମୟ ରେ ଘରୁ କେହି ବି ବାହାର କୁ ବାହାରି ପାରୁ ନ ଥିଲେ ବର୍ତମାନ ସମୟ ରେ ନିଜର ଯତ୍ନ ଏବଂ ନିଜର ପରିବାର ଯତ୍ନ ନେବାକୁ ସରକାର ଘୋଷଣା କରି ଥିଲେ । ସେମିତି ରେ ବେଳେ ଏହି ଦିନ ରେ ଅଭିନେତ୍ରୀ ଶ୍ରଦ୍ଧା ଏବଂ ରାଜେସ୍ ଙ୍କ ନିର୍ବନ୍ଧ ସେଷ ହୋଇ ଥିବା ବେଳେ ଏମାନେ ବର୍ତମାନ ସମୟ ରେ ମିଶି କରି ରହୁଛନ୍ତି , ଅଭିନେତ୍ରୀ ଶ୍ରଦ୍ଧା ଏବଂ ରାଜେସ୍ ଙ୍କ ନିର୍ବନ୍ଧ ସେଷ ହୋଇ ଥିବା ବେଳେ ସେମାନଙ୍କ ବିବାହ ଏପ୍ରିଲ ମାସ ରେ ହୋଇ ଥାନ୍ତା ଏବଂ ସେମାନଙ୍କ ବିବାହ କେବଲ ଲକଡାଉନ୍ ପାଇଁ ଅଟକି ଜାଇ ଥିଲା ଏବଂ ସେମାନେ ବିବାହ କରି ପାରି ନ ଥିଲେ ।ioiuopi;

ହେଲେ ବର୍ତମାନ ସମୟ ରେ ସେମାନଙ୍କ ବିବାହ ର ଏବଂ ସେମାନେ ମିଶି ରହୁ ଥିବାର ବହୁତ ଗୁଡିଏ ଫୋଟ ଏବଂ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ତେବେ ଏହାକୁ ନେଇ ଦର୍ଶକ ମାନେ ଭାବୁଛନ୍ତି ସେମାନେ ଏହି ଦିନ ରେ ଲୁଚି କରି ବିବାହ କରି ନେଇଛନ୍ତି ବୋଲି ହେଲେ ଏଠାରେ ଆମେ ଆପଣ ମାନଙ୍କୁ ସୂଚନା ଦେବୁ କି ସେମାନେ ବିବାହ କରି ନାହାଁନ୍ତି ବରଂ ସେମାନେ ଏହି ବିଷୟ ରେ କହିଛନ୍ତି କି ଆଗାମୀ ସମୟ ରେ ସେମାନେ ବିବାହ କରିବା ପାଇଁ ଯାଉ ଥିବା ବେଳେ ସେମାନେ ଏହି ଦିନ ରେ ସଂମ୍ପର୍କoptyryu

ରେ ରହିଛନ୍ତି ବୋଲି ସେମାନେ ନିଜେ ନିଜର ଫେନ୍ସ ମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମ ରେ କହି ଥିବା ବେଳେ ଏହି ଦିନ ରେ ସେମାନେ ବହୁତ ପରିମାଣ ରେ ସୋସିଆଲ ମିଡିଆ ରେ ଅକ୍ଟିଭ୍ ରହୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି , ତଥା କିଛି ଦିନ ଆଗକୁ ଏମାନେ ନିଜର ନିର୍ବଦ୍ଧ ର କିଛି ଫୋଟ ପୋଷ୍ଟ କରି ଥିବା ବେଳେ ସେହି ସବୁ ଫୋଟ କୁ ବହୁତ ପରିମାଣ ରେ ଇୟୁଜର ମାନଙ୍କ ତରଫ ରୁ ଭଲ ରେସପନ୍ସ ମିଳି ଥିଲା ତେବେ ଆପଣ ମାନେ ଶ୍ରଦ୍ଦା ଏବଂ ରାଜେଶ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ,

Love To Share

Leave a Reply

Your email address will not be published. Required fields are marked *