ଖୋଲିଲା ରହସ୍ୟ ପୋଲ ଉପରୁ କିଏ ଠେଲିଲା ଭୂମିକା ଦାସ ଙ୍କୁ

rgrjfyujkd

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୀହିର୍ ଦାସ୍ ଙ୍କ ବୋହୁ ଏବଂ ଅଭିନେତା ଅମ୍ଲାନ୍ ଦାସ୍ ଙ୍କ ସ୍ତ୍ରୀ ଭୂମିକା ଙ୍କ ମହାନଦୀ ରେ ପଡିବା ଉପରେ ଆସିଲା ବଡ ଖବର କିଏ ଠେଲି ଥିଲା ତାଙ୍କୁ ମହାନଦୀ କୁ ଖୋଲିଲା ଏହି ରହସ୍ୟ ର ଗୁମର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଜଣେ ଆଗ ଧାଡି ର ଅଭିନେତା ଭାବେ ଲୋକ ପ୍ରିୟତା ହାସଲ କରି ଥିବା ଅଭିନେତା ଅମ୍ଲାନ୍ , ସେ ପ୍ରଥମେ ଫିଲ୍ମ ଟାର୍ଗେଟ୍ ଜରିଆରେ ନିଜର କେରିଅର କୁ ଆରମ୍ଭ କରି ଥିଲେ ସେ ଏହି ଅଭିନୟ କରି ବେସ୍ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି ସେ ବର୍ତମାନ ସମୟ ରେ ବି ନିଜର ଅଭିନୟ କୁ ଜାରି ରଖିଛନ୍ତିsgrfjygkhy

ସେ ନିଜର ବାପା ଙ୍କ ପରି ନିଜର ଅଭିନୟ କୁ ବହୁତ ଭଲ ପାଇ ଥାନ୍ତି ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ଫିଲ୍ମ ଦେଖିବା ପାଇଁ ବାନ୍ଧି ରଖି ଥାଏ । କିନ୍ତୁ ଏକ ଦୁଖଃ ର ଖବର ଅନୁସାରେ ଏହି ଦିନରେ ତାଙ୍କ ପରିବାର ଉପରକୁ ଦୁଖଃ ର ପାହାଡ ମାଡି ଆସିଛି ଓଡ଼ିଆ ଫିଲ୍ମ ଜଗତ ର ସୁପର ହିଟ୍ ହିରୋ ଅମ୍ଲାନ୍ ଙ୍କ ପତ୍ନୀ ଭୂମି୍କା ନଦୀ ରେ ପଡି ଜାଇ ଥିବାର ଖବର ଏବେ ସାରା ଓଡ଼ିଶା ରେ ଚହଳ ପକେଇଛି ସେମିତି ରେ ଅମ୍ଲାନ୍ ଙ୍କ ସ୍ତ୍ରୀ ନଦୀ ରେ ପଡିବା ପରେ ତାଙ୍କୁ ଗୋଟିଏ ଘୋରଇ ଡାକ୍ତର ଖାନା ରେ ଭର୍ତି କରା ଜାଇ ଥିଲା , ଏଠାରେ ବିଶେଷ ସୂତ୍ର ରୁ କୁହା ଜାଇଛି କି ଅମ୍ଲାନ୍ ଙ୍କ ସ୍ତ୍ରୀ ଆତ୍ମହତ୍ୟା କରିବାsvfjmhv,k

ପାଇଁ ନଦୀ କୁ ଡେଇଁ ପଡି ଥିବା ବେଳେ ଘଟଣା ସ୍ଥଳ ରେ ରହି ଥିବା କିଛି ଲୋକ ମାନେ ତାଙ୍କୁ ଦେଖି ଉଧାର କରି ଥିଲେ, ଏହି ବିଷୟ ରେ ଅମ୍ଲାନ୍ ଙ୍କୁ ପଚରା ଜାଇ ଥିଲେ ବି ଅମ୍ଲାନ୍ ଏହି କଥା କୁ ଲୁଚେଇବା ପାଇଁ ଚେଷ୍ଟା କରି ଥିଲେ ସେମିତି ରେ ଏହି ବିଷୟ ରେ ଅଧିକ ବାର୍ତାଳପ ସମୟ ରେ ଅମ୍ଲାନ୍ ଏହି ବିଷୟ ରେ କିଛି ନା କିଛି ଲୁଚେଇ ଥିବାର ଦେଖିବା ପାଇଁ ମିଳି ଥିଲେ ଯେତେ ବେଳେ ତାଙ୍କୁ ପଚରା ଜାଇ ଥିଲା କି କଣ ପାଇଁ ଭୂମିକା ଦାସ୍ ନଦୀ ରେ ପଡିବା ପରେ ପହଁରିବା ପାଇଁ ଚେଷ୍ଟା କରିfdhgju

ନ ଥିଲେ ତେବେ ସେମିତି ବେଳେ ଅମ୍ଲାନ୍ ଏହି କଥା ର ଉତ୍ତର ନ ଦେଇ ମନ୍ତବ୍ଦେବାକୁ ଏଡାଇ ଦେଇଛନ୍ତି । ଏମିତି ରେ ଏହାକୁ ନେଇ ଦର୍ଶକ ମାନଙ୍କ ଆଶଂକା ରହିଛି କି ଏହା ପଛରେ କିଛି ନା କିଛି ରହସ୍ୟ ଲୁଚି ରହିଛି ବୋଲି ତେବେ ଆପଣ ମାନଙ୍କୁ ଏହା ଉପରେ କଣ ଲାଗୁଛି କି କଣ ସତ ରେ ଅମ୍ଲାନ୍ ଏହା ଉପରେ କିଛି ଲୁଚୁଛନ୍ତି କି ତେବେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *