ଝିଅର କେଉଁ ଅଙ୍ଗକୁ ଛୁଇଁଲେ ତାକୁ ଅଧିକ ମଜା ଆସେ

hgjhuukiouhr

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି ଆପଣ ଆପଣ ଙ୍କ ର ପାର୍ଟନର କେଉଁ ଅଙ୍ଗକୁ ଛୁଇଲେ ସେ ବେଶି ଆପଣ ଙ୍କ ଉପରେ ଖୁସି ହେବ କିନ୍ତୁ ଆପଣ ମନେ ରଖନ୍ତୁ କି ଆପଣ ଏହି କାମ ଲୋକ ବହୁଳ ଜାଗା ମାନଙ୍କ ରେ କରନ୍ତୁ ନାହିଁ ଯଦି ଆପଣ ସ୍ୱାମୀ ସ୍ତ୍ରୀ ହୋଇଥାନ୍ତୁ କି ପ୍ରେମିକ ପ୍ରେମିକା ହୁଅନ୍ତୁ ତଥାପି ଆପଣ ଆମର ଭାରତ ର ସଂସ୍କୃତି ଓ ପରମ୍ପରା କୁ ସମାନ ଦେଇ ଆପଣ ବଡ ଲୋକ ଙ୍କ ଆଗରେ କିମ୍ବା ଛୋଟ ଛୋଟ ପିଲା ମାନଙ୍କ ଆଗରେ ଏପରି କାମ କରନ୍ତୁ ନାହିଁ । ଆପଣ ଏହାକୁ ଆପଣ ଙ୍କର ଘର ର ଏକ ରୁମ ଭିତ ରେ କରନ୍ତୁ ଆଉ ଆପଣ ମନେ ରଖନ୍ତୁ ଆପଣ ଙ୍କ ର ପାର୍ଟନର ଯଦି ଆପଣ ଙ୍କୁ କିଛି ଇସାରା ରେ ଏସବୁ କୁ କରିବାfhfgjguujkhi

ପାଇଁ ମନା କରୁଥାଏ କି ତାକୁ ଏହି ସବୁ କାମ ପାଇଁ ଆଦୁ ପସନ୍ଦ ଆସୁ ନଥାଏ ତେବେ ଆପଣ ଏହାକୁ କରନ୍ତୁ ନାହିଁ ଆମେ ଆପଣ ମାନଙ୍କୁ ଐଏସବୁ କରିବାକୁ କହିଲୁ ମାନେ ନୁହଁ କି ଆପଣ ଆପଣ ଙ୍କ ର ପାର୍ଟନର ଙ୍କ ସହ ତାହା ଜବରଦସ୍ତି କରିବେ । ତେଣୁ ଆପଣ ଏସବୁ ହଠାତ ନ କରି ଆପଣ ଏ ସବୁ ଧିରେ ଧିରେ କରନ୍ତୁ ଏବଂ ତାକୁ ବୁଝିବା କୁ ଚେଷ୍ଟା କରନ୍ତୁ ଯଦି ଆପଣ ଙ୍କ ର ସଂମ୍ପର୍କ ନୁଆ କରି ଆରମ୍ଭ ହୋଇଥାଏ ତେବେ ଆପଣ ତାକୁ ଏ ବିଷୟ ରେ କୁହନ୍ତୁ ତାକୁ ପଚାରନ୍ତୁ ତା ସହ ଆପଣ କଣ କଲେ ତାକୁ ଭଲ ଲାଗିବ ଯଦି ଆପଣ ଙ୍କ ର ପାର୍ଟନର ଏସବୁ କିଛି କହୁ ନଥାଏ ତେବେ ଆପଣdsgbdhngh

ତାକୁ ଇସାରା ରେ ଜଣାନ୍ତୁ ଆପଣ ପ୍ରଥମେ ତାର ମୁଣ୍ଡ ର ବାଳ କୁ ଆଙ୍ଗୁଳି ରେ ଧିରେ ଧିରେ ଆଉଁସନ୍ତୁ ଆଉ ସେ ଯଦି କିଛି ନ କହି ଆଖି ବନ୍ଦ କରି ମୁରୁକି ହସି ଥାଏ , ତେବେ ଆପଣ ବୁଝି ଯାଆନ୍ତୁ କି ତାର ଏସବୁ ପାଇଁ ଇଚ୍ଛା ଅଛି କିନ୍ତୁ ସେ ଆପଣ ଙ୍କ ଆଗ ରେ ପ୍ରକାଶ କରି ପାରୁ ନାହିଁ । ସାଧାରଣତଃ ଝିଅ ମାନେ ଲାଜ କୁଳା ସଭାବ ର ହୋଇଥାନ୍ତି ସେମାନେ ସବୁ କଥା କୁ ଖୋଲା ଖୋଲି ଭାବେ କହି ପାରନ୍ତି ନାହିଁ , ତେଣୁ ଆପଣ ତାକୁ ସବୁ କଥା ଖୋଲାwegrthyjyu

ଖୋଲି ଭାବେ କହିବା ପାଇଁ ସୁଯୋଗ ଦିଅନ୍ତୁ । ତେବେ ଆସନ୍ତୁ ଜାଣି ନେବା ଝିଅ ମାନଙ୍କ ର ଅଙ୍ଗ ବିଷୟ ରେ ଆପଣ ତାର ବେକ କାନ ର ତଳ ଭାଗ ଏବଂ ପିଠି ର ଉପର ଭାଗ ଅର୍ଥାତ ବେକ ର ତଳ ଭାଗ ଏବଂ ତାର ହାତ ଏବଂ ତାର ହାତ ର ପାପୁଲି କୁ ଜୋର ରେ ଧରନ୍ତି ତ ଝିଅକୁ ବେଶି ଭଲ ଲାଗିଥାଏ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *