ଟଙ୍କା ପାଇଁ କାହା ସହିତ ବି ହୋଟ୍ ସିନ୍ ଦେଇ ପାରନ୍ତି ଏହି ହିରୋଇନ୍ ଦୁଇ ନମ୍ବର ତ ସବୁ ଖୋଲି ଦେଲା

ବନ୍ଧୁଗଣ ବଲିଉଡ ରେ 40 ବର୍ଷ ର ହିରୋ ସହିତ 20 ବର୍ଷ ର ଅଭିନେତ୍ରୀ ରହିବା ଫାଇନାଲ ଅଟେ । ଲୋକ ମାନଙ୍କୁ ସେମାନଙ୍କ ଯୋଡି ବଡ ପରଦା ରେ ବହୁତ ପସନ୍ଦ ବି ଆସେ । ସେହି ପରି ଭାବେ କିଛି ଯୋଡି ଲୋକ ମାନଙ୍କୁ ଏତେ ଆପତି ଜନକ ଲାଗିଲା କି ସେମାନେ ଏହାର ବହୁତ ପରିମାଣ ରେ ଆଲୋଚନା କରି ଥିଲେ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି ଜୁନିଅର ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯେଉଁ ମାନେ ବହୁତ ସିନିୟର୍ ଅଭିନେତା ଙ୍କ ସହିତ କାମ କରିଛନ୍ତି । ଏବଂ ଯେବେ ଏହାକୁ ସିନେମା ଘର ରେ ଦେଖା ଜାଇ ଥିଲା ହେଲେ ଲୋକ ମାନଙ୍କୁ ଏହା ସେମାନଙ୍କୁ ମୋଟେ ବି ପସନ୍ଦ ଆସି ନ ଥିଲା ।

ପ୍ରଥମେ ଆମେ ନଜଦୁରିନ୍ ସାହା ଙ୍କ ବିଷୟ ରେ କହିବା । ତେବେ ଫିଲ୍ମ ବେଗମ୍ ରେ ସେ 29 ବର୍ଷ ର ମିଷ୍ଟି ଙ୍କ ସହିତ ଇଣ୍ଟିମେଣ୍ଟ ହୋଇ ଥିବାର ଦେଖିବା ପାଇଁ ମିଳି ଥିଲେ ସେହି ସମୟ ତାଙ୍କର ବୟସ 67 ରହି ଥିଲା। ଏହା ପୂର୍ବ ରୁ ସେ ଡର୍ଟି ପିକ୍ଚର୍ର ରେ ସେ 28 ବର୍ଷ ର ଛୋଟ ଅଭିନେତ୍ରୀ ବିଦ୍ୟାବାଲାନ୍ ଙ୍କ ସହିତ ଅଭିନୟ କରି ଥିଲେ । ଏବଂ ବୋର୍ଡ ସିନ୍ ବି ଦେଇଛନ୍ତ,  ଜାହା ପାଇଁ ତାଙ୍କୁ ଫେନ୍ସ ବହୁତ ଟ୍ରୋଲ କରି ଥିଲେ , ସେହି ପରି ଗୁଲସନ୍ ଗ୍ରୋବର୍ ଙ୍କ କଥା କଗିବା ତେବେ ସେ ବି ସେହି ବୁମ୍ ଫିଲ୍ମ ରେ କ୍ରଟ୍ରୀନା କୈଫ୍ ଙ୍କ ସହିତ ବୋର୍ଡ ସିନ୍ ଦେଇ ଥିବା ବେଳେ ସେ ସୋସିଆଲ ମିଡ଼ିଆ ରେ କହି ଥିଲେ ।

ଏହା ପୂର୍ବ ରୁ ସେ ବହୁତ ଥର ପ୍ରାକ୍ଟିସ୍ ବି କରିଛନ୍ତି ତେବେ ତାଙ୍କୁ ସେହି ସମୟରେ ବହୁତ ଟ୍ରୋଲ ହେବାକୁ ପଡି ଥିଲା । ସେହି ପରି ଦୁଇ ରେ ନାମ ଆସୁଛି ଅମିତାଭ୍ ବଚ୍ଚନ୍ ଙ୍କର । ବନ୍ଧୁଗଣ ଆପଣ ମାନଙ୍କୁ କହି ଦେବୁ କି ଫିଲ୍ମ ନିଜବ୍ ରେ ଅମିତାଭ୍ ବଚ୍ଚନ୍ 19 ବର୍ଷ ର ଝିଅ ଜିଆ ଖାନ୍ ଙ୍କ ସହିତ ରୋମାନ୍ସ କରି ଥିଲେ । ସେତେ ବେଳେ ଅମିତାଭ୍ ବଚ୍ଚନ୍ ଙ୍କ ବୟସ 64 ବର୍ଷ ଥିଲା ।

ସେହି ପରି ବନ୍ଧୁଗଣ ଏହା ପୂର୍ବ ରୁ ବୁମ୍ ରେ ବି ବହୁତ କମ୍ ବୟସ ର ଅଭିନେତ୍ରୀ ମାନଙ୍କ ସହିତ ବୋଲ୍ଡ ସିନ୍ ଦେଇ ଥିଲେ  ସେହି ପରି ବେଳେ ଆମେ ମାନେ ଯଦି ଏମିତି କିଛି କଳା କାର ମାନଙ୍କ ବିଷୟ ରେ କହିବା ତେବେ ଯେଉଁ ମାନେ ବଲିଉଡ ରେ ନିଜର ନାମ ବର୍ତମାନ ସମୟରେ ବହୁତ ଭଲ ଭାବେ କମେଇ ସାରିଛନ୍ତି ହେଲେ ବି ସେମାନେ ଏମିତି ସବୁ କାର୍ଯ୍ୟ କରିବାରେ ମୋଟେ ବି ଆଜିର ଦିନ ରେ ସଂଙ୍କୋଚ କରୁ ନାହାଁନ୍ତି ।

ଏହା କେବଳ ଅର୍ଥ ପାଇଁ ହୋଇ ଥାଏ ଯେଉଁ ଠାରେ ଟଙ୍କା ମିଳିଲେ  ସେହି ଠାରେ ବୁଢା କଣ ମୃତ୍ୟୁ ସଯ୍ୟା ରେ ପଡି ଥିବା ଲୋକ ମାନଙ୍କ ସହିତ ଆଜିର ଦିନ ର ହିରୋଇନ୍ ମାନେ ରୋମାନ୍ସ ସିନ୍ ଦେବାକୁ ପ୍ରସ୍ତୁତ ହୋଇ ଜାଉଛନ୍ତି , ତେବେ ବନ୍ଧୁଗଣ ଆମର ଏହି ସୂଚନା କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ଏବଂ ଆପଣ ମାନେ ନିଶ୍ଚିତ ଭାବେ ଆମକୁ ଉପରେ ଫୋଲ କରି ଦେବେ ଏହି ପରି ପୋଷ୍ଟ ପାଇଁ ଆମକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ ।

Love To Share

Leave a Reply

Your email address will not be published. Required fields are marked *