କନ୍ୟାର ମା’ କୁ ଭଗେଇ ନେଲା ବରର ବାପା ଘଟଣା ଟି ଜାଣିଲେ ମୁଣ୍ଡ ରେ ହାତ ଦେବେ

ବହୁତ ସମୟ ରେ ଆପଣ ମାନେ ଦେଖିବା ପାଇଁ ପାଇ ଥାନ୍ତି କେଉଁ ଠାରେ ଝିଅ ମାନେ ବେଦୀ ରୁ ଉଠି ପଳେଇ ଜାଇ ଯାଏ ତ ଆଉ କେବେ ବେଳେ ଘରୁ ପଳେଇ ଥାଏ । ତେବେ ସେମିତି କ୍ଷେତ୍ର ରେ ସେମାନେ ନିଜର ପ୍ରକୃତ ଭଲ ପାଇବା ପାଇଁ କରି ଥାନ୍ତି ହେଲେ କଣ ଆପଣ ମାନେ କେବେ ସୁଣିଛନ୍ତି କି ନିଜର ପୁଅ କୁ ବିବାହ କରିବା ପାଇଁ ଜାଇ ସମୁଦୁଣୀ କୁ ଟେକି ନେଇ ପଳେିବା । ଆପଣ ମାନେ ସାଳୀ ଏବଂ ଭେଣେଇ ଙ୍କ ରୋମାନ୍ସ ବିଷୟ ରେ ସୁଣି ଥିଲେ ବା ଦିଅର ଏବଂ ଭାଉଜ ଙ୍କ ରୋମାନ୍ସ ବିଷୟ ରେ ଆପଣ ମାନେ ସୁଣି ଥିଲେ ହେଲେ

ଏଠାରେ ସମୁଦୀ ଏବଂ ସମୁଦୁଣୀ ଙ୍କ ରୋମାନ୍ସ ଚାଲିଛି ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,ଏଠାରେ ପୁଅ ର ବି କିଛି ଭୁଲ ନାହିଁ ,ଆଉ ଝିଅ ର ବି କିଛି ଭୁଲ ଦେଖିବା ପାଇଁ ମିଳି ନାହିଁ । ହେଲେ ନିଜର ପୁଅ କୁ ବିବାହ କରିବା ପାଇଁ ଜାଇ ସମୁଦୁଣୀ କୁ ଟେକି ନେଇ ପଳେଇଛନ୍ତି । ଘଟଣା ହେଉଛି, ସୁରଟ ର ଏହି ଘଟଣା ଟି ବର୍ତମାନ ସମୟରେ ବହୁତ ଚର୍ଚ୍ତ3ା ରେ ରହିଛି ଏବଂ ଏମାନଙ୍କ ସମୁଦୀ ଙ୍କ ବୟସ 48 ବର୍ଷ ଏଓବଂ ସମୁଦୁଣୀ ଙ୍କ ବୟସ 45 ବର୍ଷ ହୋଇ ଥିବା ବେଳେ ଏମାନେ ପିଲା ଦିନ ରୁ ଗୋଟିଏ ସ୍କୁଲ ରେ ପଢୁ ଥିଲେ ତେବେ ସେମିତି କ୍ଷେତ୍ର ରେ ଏମାନଙ୍କ ପ୍ରେମ ସଂମ୍ପର୍ଣ୍ଣ

ଏବେ ଜାଗ୍ରତ ହୋଇଛି ବୋଲି ସ୍ଥାନୀୟ ଲୋକ ମାନଙ୍କର ଜାହା କହିବା କଥା । ବର୍ତମାନ ସମୟ ରେ ପେପର ଏବଂ ନ୍ୟୁଜ୍ ରେ ମଧ୍ୟ ଏହାର ବିବରଣୀ ବାହାରିଛି । ତେବେ ଆପଣ ମାନେ ଏଠାରେ ଦେଖନ୍ତୁ କି ନିଜ ଘରେ ମାଆ ଝିଅ କୁ ବିଦା କରିବା ବଦଳ ରେ ନିଜେ ହିଁ ଫରାର୍ ହୋଇ ଯିବ ତେବେ କଣ ହେବ, ଏହି ଘଟଣା ପରେ ଘଟଣା ପୋଲିସ୍ ଆଡକୁ ଜାଇ ଥିଲା ଏବଂ ଏହା ପରେ ଏବେ ପୋଲିସ୍ ଏମାନଙ୍କୁ ଖୋଜା ଖୋଜି କରୁଛି ବୋଲି ଜଣା ପଡ଼ିଛି, ସେମିତି ବେଳେ ଏହି ଘଟଣା ଟି ଦେଖିବା ଦୁହିଁଙ୍କ ପରିବାର ଲୋକ ମାନେ ବର୍ତମାନ ସମୟ ରେ ଆଶ୍ଚର୍ଯ୍ୟ

କର ପରିସ୍ଥିତି ସୃଷ୍ଟି ହୋଇଛି ଏବଂଂ ଏହି ପରି ସ୍ଥଳ ରେ  ବର୍ତମାନ ସମୟ ରେ କେଉଁ ପରି ଭାବେ ଏହି ନୂଆ ଦମ୍ପତୀ ହେବାକୁ ଥିବା ଯୁବକ ଯୁବତୀ ମାନେ ବିବାହ କରିବେ ସେହି ବିଷୟ ଉପରେ ବି ଏବେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି , ତେବେ ଆପଣ ମାନଙ୍କର ଏହାର ଉପରେ କଣ ମତା ମତ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *