ଝିଅ ମାନଙ୍କର ଏହି ଜାଗାରେ ଥିଲେ ( କଳାଯାଇ ) ସୌଭାଗ୍ୟବତୀ ହୋଇଥାନ୍ତି ।

ghfjuhgkhjl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣତଃ ନାରୀ ମାନଙ୍କର ବାମ ଅଙ୍ଗ ରେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗ କଳା ଯାଇ ବା ତିଳ ଥିଲେ ଏହା ସେମାନ ଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ନାରୀ ମାନଙ୍କର କେଉଁ ଅଙ୍ଗ ରେ କଳା ଯାଇ ବା ତିଳ ରହିଲେ ସେହି ନାରୀ ସୁଗୁଣା , ସୁଶୀଳା , ଧନ ଶାଳୀ ହୋଇଥାଏ । ନାରୀ ମାନଙ୍କର ନାଭି ତଳେ ବା ନାଭି ପାଖ ରେ କଳା ଯାଇ ବା ତିଳ ରହିଥିଲେ ସେମାନେ ଭୁଗ ବିଳା, ର ଜୀବନ ବିତାଇଥାନ୍ତି । ସେମାନ ଙ୍କୁ ଭଲ ଘର , ଟଙ୍କା ଏବଂ ଉତ୍ତମ ପତି ମିଳିଥାଏ ଏବଂ ସେମାନଙ୍କର ବୈବାହିକ ଜୀବନ ଆନନ୍ଦ ରେ କଟିଥାଏ । ସେହିପରି କୈଣସି ନାରୀ ର ପଠି ରେ କଳା ଯାଇ ବା ତିଳ ଚିହ୍ନ ଥିଲେ ସେମାନେ ରୋମାଣ୍ଟିକ ପ୍ରକୃତି ର ହୋଇଥାନ୍ତି ।vfdbhfn

ସେମାନେ ଧନ ଲାଭ ପ୍ରଚୁର କରିଥାନ୍ତି । ସେମାନେ ଭୋଗ ବିଳାସ ର ଯୀବନ ବିତାଇବାକୁ ପସନ୍ଦ କରିଥାନ୍ତି , ସେଥି ପାଇଁ ସେମାନେ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ସେହି ପରି ମଥା ରେ କଳା ଯାଇ ବା ତିଳ ଚିହ୍ନ ରହିଥିଲେ , ସେହି ନାରି ମାନେ ଧନି ପୁରୁଷ ଙ୍କୁ ବିବାହ କରିଥାନ୍ତି । ସେମାନେ ବହୁତ ଭଲ ରେ ରହିଥାନ୍ତି ସେମାନ ଭଗବାନ ବିଶ୍ୟାସୀ ହୋଇଥାନ୍ତି । ସେହିପରି ହାତ ର ଆଙ୍ଗୁଳି ଅର୍ଥାତ ତର୍ଜନୀ ଆଙ୍ଗୁଳି ବା ବିଷି ଆଙ୍ଗୁଳି ରେ କଳା ଯାଇ ବା ତିଳ ଥିଲେ , ସେହି ନାରୀ ମାନେ ଧନବାନ ହୋଇଥାନ୍ତି ଏବଂ କିଛି ଲୋକ ମାନଙ୍କ ଦ୍ୟାରା ହୋଇରାଣ ହୋଇଥାନ୍ତି । ସେହି ପରି ଅନାମିକା ବା ପରି ଆଙ୍ଗୁଳୀ ରେ କଳା ଯାଇ ବା ତିଳ ଥିଲେ , ସେହି ନାରୀ ଧନ , ଯଶ ଏବଂ ସମସ୍ତ ସୁଖ ଏବଂ ଉଚ୍ଚ ପଦପୀ ମଧ୍ୟ ପାଇଥାଏ ।jkulh

ସେହିପରି ମଧ୍ୟମ ଆଙ୍ଗୁଳି ରେ କଳା ଯାଇ ବା ତିଳ ଥିଲେ , ସେହି ନାରୀ ମାନେ ଶାନ୍ତ ସଭାବ ର ହୋଇଥାନ୍ତି । ସେହିପରି କନିଷ୍ଟା ଆଙ୍ଗୁଳି ରେ କଳା ଯାଇ ବା ତିଳ ଥିଲେ , ସେହି ନାରୀ ମାନଙ୍କୁ ସମସ୍ତ ପ୍ରକାର ର ଯଶ ମିଳିଥାଏ । ହାତର ପାପୁଲି ରେ କଳା ଯାଇ ବା ତିଳ ଥିଲେ , ସେହି ନାରୀ ମାନେ ବହୁତ ଭାଗ୍ୟ ଶାଳୀ ହୋଇଥାନ୍ତି । ସେମାନ ଙ୍କ ଜୀବନ ରେ କିଛି ବି ଅଭାବ ହୋଇ ନଥାଏ । ଗଳା ବା ବେକ ରେ କଳା ଯାଇ ବା ତିଳ ଥିଲେ , ସେହି ନାରୀ ମାନେ ବହୁତ ଉତ୍ତମ ସଭାବ ର ହୋଇଥାନ୍ତି । ନାରୀ ମାନଙ୍କର ଅଣ୍ଟା ରେ କଳା ଯାଇ ବା ତିଳ ଥିଲେ , ସେମାନେ ବହୁତ ଉଚ୍ଚ ପଦବୀ ରେ ପହଞ୍ଚି ପାରନ୍ତି ।fdbfhnmhj

ଏହି ପ୍ରକାର ର ନାରୀ ମାନେ ବହୁତ ଭୋଗ ବିଳାସୀ ହୋଇଥାନ୍ତି । ସେହି ପରି ନାରୀ ମାନଙ୍କର ଜଙ୍ଘ ରେ କଳା ଯାଇ ବା ତିଳ ଥିଲେ , ସେହି ନାରୀ ମାନେ ପୁରୁଷ ମାନଙ୍କୁ ସୋମହନ କରିଥାନ୍ତି । ପୁରୁଷ ମାନଙ୍କୁ ତାଙ୍କର ଇଷାରା ରେ ନଚାଇଥାନ୍ତି । ବାହୁ ବା ହାତ ରେ ତିଳ ଚିହ୍ନ ଥିଲେ , ବହୁତ ଶୁଭ ହୋଇଥାଏ । କୈଣସି ନାରୀ ର ଓଠ ତଳ କୁ କଳା ଯାଇ ବା ତିଳ ଥିଲେ , ସର୍ବଦା ଧନ ର ଲାଭ ହୋଇଥାଏ । ଗାଲ ରେ କଳା ଯାଇ ବା ତିଳ ଥିଲେ , ବହୁତ ଶଭ ହୋଇଥାଏ । ବିବାହ ପରେ ବି ସେମାନେ ବହୁତ ଖୁସି ରେ ରହିଥାନ୍ତି ।vdfbdghbnfh

ସେହିପରି ଲଲାଟ ବା ମଥା ରେ କଳା ଯାଇ ବା ତିଳ ଥିଲେ , ରାଜ ଯୋଗ ହୋଇଥାଏ ବା ସେହି ନାରୀ ଅଧିକ ଭାଗ୍ୟଶାଳୀ ହୋଇଥାଏ । ନାରୀ ମାନଙ୍କ ଛାତୀ ରେ କଳା ଯାଇ ବା ତିଳ ଥିଲେ , ଏହି ପରି ନାରୀ ମାନେ ସଦା ସର୍ବଦା ଖୁସୀ ରେ ରହି ଥାନ୍ତି । ଏମାନ ଙ୍କୁ ସମସ୍ତ ପ୍ରକାର ର ସୁଖ ମିଳିଥାଏ । ନାରୀ ମାନଙ୍କ ଓଠ ଉପର ରେ କଳା ଯାଇ ବା ତିଳ ଥିଲେ , ଏମାନ ଙ୍କୁ ବହୁତ ସମ୍ମାନ ମିଳିଥାଏ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *