ବିନା ଲେଗିନ୍ସ୍ ରେ ସ୍କୁଲ୍ ରୁ ଫେରିଲେ ଝିଅ ଆଉ ପରେ ପରିବାର ଲୋକ ଜାହା କରିଲେ

hgfkgsdesf

ଏକ ଇଂରାଜୀ ସ୍କୁଲ ର ଜୁନିୟର୍ ସେକ୍ସନ୍ ର ପିଲା ମାନଙ୍କୁ ନିଜର ତଳ ପୋଶାକ ଉହ୍ଲେଇବା ପାଇଁ କୁହା ଜାଇ ଥିଲା । ତେବେ ଏହି ବିଷୟ ରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଘଟଣା ବିଷୟ ରେ କଣ ପାଇଁ ସେମାନଙ୍କୁ କରିବା ପାଇଁ କୁହା ଜାଇ ଥିଲା  ତେବେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଗଲେ ସ୍କୁଲ ର ଇୟୁନିଫର୍ମ ସହିତ ଏହି ପୋଷୀକ ମିଶୁ ନ ଥିବା ବେଳେ ଝିଅ ମାନଙ୍କୁ ଏପରି କୁହା ଜାଇ ଥିବାର ଦେଖିବା ପାଇଁ ମିଳିଛି ଏହି ଘଟଣା ଟି ପଶ୍ଚିମବଙ୍ଗ ର ଗୋଲପୁର ଠାରେ ହୋଇଛି , ଏପରି ଗୋଟିଏ ଘଟଣା ଘଟିବା ପରେ ସ୍କୁଲ ଆଗରେ ଅଭିଭାବକ ମାନେ ଆନ୍ଦୋଳନ କରି ଥିଲେ ।hfkhasw

ତେବେ ସେମାନଙ୍କ କହିବା କଥା ଅନୁସାରେ 5 ରୁ ବର୍ଷ ର ପିଲା ମାନଙ୍କୁ ଘର ର ଲୋକ ମାନେ ଜାଣି ସୁଣି ସ୍କୁଲ ଡ୍ରେସ୍ ସହିତ ଲେଗିଙ୍ଗ୍ସ୍ ପିନ୍ଧି ଥିଲେ ତେବେ ସେହି ପରି କ୍ଷେତ୍ର ରେ ସେମାନଙ୍କ କହିବା କଥା କି ପିଲା ମାନେ ଏପରି ପିନ୍ଧିବାର କାରଣ ହେଲା ଏହି ସ୍ଥାନ ରେ ପ୍ରବଳ ମାତ୍ରା ରେ ଶୀତ ଅନୁଭୂତ ହେବା, ହେଲେ ସେମିତି କ୍ଷେତ୍ର ରେ ସ୍କୁଲ ର ଅଭିଭାବକ ମାନେ ଏହାକୁ ନ ବୁଝି ପିଲା ମାନଙ୍କ ଏହି ଲେଗିଙ୍ଗ୍ସ କୁ ବାହାର କରିବା ପାଇଁ କହି ଥିବା ହେତୁ ପିଲା ମାନଙ୍କ ଗାର୍ଡିଆନ୍ ମାନେ ସେହି ସ୍କୁଲ ସାମ୍ନା ରେ ବହୁତ ପରିମାଣ ରେ ଆନ୍ଧୋଳନ କରିଛନ୍ତି ।ghjyddf

ଏପରି ପକ୍ଷ ରେ ପ୍ରିନ୍ସ ପାଲ୍ ଏହି ବିଷୟ ରେ ନିଜର ବ୍ୟକ୍ତବ ରଖି କହି ଥିଲେ କି ଏହି ଡ୍ରେସ୍ ସହିତ ସ୍କୁଲ ଡ୍ରେସ୍ ମିଶୁ ନାହିଁ ଷ ତେବେ ସେମିତି ବେଳେ ଆମେ ମାନେ ଏପରି ଭାବେ ପିଲା ମାନଙ୍କୁ କେବଳ ସ୍କୁଲ ଆୱାର ମଧ୍ୟ ରେ ଏହି ଡ୍ରେସ୍ କୁ ନ ପିନ୍ଧିବା ପାଇଁ କହି ଥିଲୁ ତେବେ ସେମିତି ବେଳେ ଏହି କଥା ରେ ମନି ନଥିଲେ ତେବେ ଯୋର ସୋର ରେ ଆନ୍ଧୋଳନ କୁ ତିବ୍ର କରିବା ପରେ ପୋଲିସ୍ ଏହି ସ୍ଥାନ ରେ ପହଁଚି ଥିଲା ଏବଂ ଏହି ଭଲି କ୍ଷେତ୍ର ରେ ଝିଅ ର ଏମିତି ଅବସ୍ଥା ପାଇଁhjkghks

ସ୍ଥାନୀୟ ଲୋକ ମାନଙ୍କ ଏମିତି ବିକ୍ଷ୍ୟପ ରେ ପୋଲିସ୍ ବହୁତ ବୁଝା ସୁଝା କରିବା ପରେ ବି ସ୍ଥାନୀୟ ଲୋକ ମାନେ ସ୍କୁଲ ର କତୃପକ୍ଷ୍ୟ ଙ୍କ ଏମିତି କାମ କୁ ନେଇ ସଂମ୍ପର୍ଣ୍ଣ ନିନ୍ଧା କରି ଛନ୍ତି ତେବେ ବନ୍ଧୁଗଣ ଆପଣ ମାନଙ୍କର ଏମିତି ଘଟଣା କୁ କଣ ମତ ରହିଛି ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ବର୍ତମାନ ସମୟରେ ଘଟଣା ଟିକିଏ ଥମି ଥିବାର ସୂଚନା ମିଳିଛି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *