ଭିଡିଓ : ରାସ୍ତା ରେ ଚାଲୁଥିବା ଝିଅ କୁ ହେଲା ପ୍ରଥମ ପିରିୟଡର୍ସ , ତା ପରେ ସେ ଝିଅ ଜଣକ ଏମିତି କିଛି କରିଥିଲେ ଯାହା ଦେଖି ପୁରା ଦୁନିଆ ମନେ ରଖିବ ।

aadsgtrh

ପ୍ରେତ୍ୟକ ଝିଅ ହେଉ ଅବା ପୁଅ ହେଉ ସେମାନଙ୍କ ଜୀବନ ରେ ବହୁତ ପରିବର୍ତ୍ତନ ଆସିଥାଏ ଏଥି ମଧ୍ୟ ରୁ ପରିବର୍ତ୍ତନ ଏମିତି ବି ହୋଇଥାଏ । କିନ୍ତୁ ଯଦି ଝିଅ ପିଲା ମାନଙ୍କ ବିଷୟ ରେ କହିବା ତେବେ ଏମାନଙ୍କ ର ଜୀବନ ଶୈଳୀ ରେ ଏକ ଖାସ ପରିବର୍ତ୍ତନ ଆସିଥାଏ ଯାହାକୁ ପିରିୟଡର୍ସ କହନ୍ତି । ଏହା ସମସ୍ତ ଝିଅ ପିଲା ମାନଙ୍କ ସହ ହୋଇଥାଏ ଏବଂ ଏହା ସଂପୁର୍ଣ୍ଣ ପ୍ରାକୃତିକ ହୋଇଥାଏ ଏହାକୁ ବନ୍ଦ କରି ହୁଏ ନାହିଁ । ଏହା ବହୁତ ଥର ଦେଖିବାକୁ ମିଳେ କି ଯେବେ ପ୍ରଥମ ଥର ପିରିୟଡର୍ସ ହୋଇଥାଏ , ସେତେବେଳେ ସେମାନେ ବହୁତ ସମସ୍ୟା ରେ ଦେଖା ଦେଇଥାନ୍ତି । ସମସ୍ତ ଙ୍କ ଠାରେ ଏହା ଯେତେବେଳେ ପ୍ରଥମ ଥର ପାଇଁ ହୋଇଥାଏ ସେତେବେଳେ ସେମାନେ ବହୁତ ଅସୁବିଧା ର ସମୁଖୀନ ହୋଇଥାନ୍ତି ।gvrtnhnjuhgkhh

ପିରିୟଡର୍ସ ବିଷୟରେ ବହୁତ କଥା ଶୁଣିବାକୁ ମିଳିଥାଏ , ସମସ୍ତ ମହିଳା ମାନଙ୍କ ଠାରେ ମାସର ଆରମ୍ଭ ରେ ଏହି ଅସୁବିଧା ଆରମ୍ଭ ହେବା ଏକ ବହୁତ ବଡ କଥା ହୋଇଥାଏ ଏବଂ ସେମାନଙ୍କୁ ଯଦି ଏହାର ଆଗରୁ ସୁଚନା ମିଳି ପାରିଥାନ୍ତା ତେବେ ସେମାନେ ଏହା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତେ, ମନେ ରଖନ୍ତୁ ପ୍ରଥମ ପିରିୟଡର୍ସ ମହିଳା ମାନଙ୍କ ର ଭାବିବା ଠାରୁ ବି ଅଧିକ ହୋଇଥାଏ ତେଣୁ ଧ୍ୟାନ ଦିଅନ୍ତୁ କେବଳ ପିରିୟଡର୍ସ ର ସମସ୍ୟା କୁହନ୍ତୁ ନାହିଁ । ଏହା କୁହନ୍ତୁ କି ଏହା ସେମାନ ଙ୍କୁ ଝିଅ ରୁ ମହିଳା ବନାଇ ଥାଏ ।agfjgku

ସେମାନଙ୍କର ପ୍ରଥମ ପିରିୟଡର୍ସ ହେବାରେ ପ୍ରତ୍ଯେକ ସେମାନେ ଅଲଗା ଅଲଗା ପ୍ରତିକ୍ରିୟା ଦେଖାଇଥାନ୍ତି । ସେହି ପ୍ରତିକ୍ରିୟା ଆରାମଦାୟକ ହେଉ ଅବା ଉତ୍ସାହ ହେଉ ଅବା ଡର ରୁପ ରେ ହେଉ , ଡିପ୍ରେସନ ରୂପ ହେଉ ଅବା ଆତ୍ମା ଗ୍ଲାନି ରୁପ ରେ ଦେଖିବାକୁ , ମିଳି ଥାଏ ,ଏବେ ଏହି ପ୍ରତିକ୍ରିୟା ଯାହା ବି ହେଉ ଏହା ହେବାର ପ୍ରଥମ ରୁ ଜଣା ପଡିଥିଲେ ଏହି ବିଷୟ ରେ ପୁରା ପ୍ରସ୍ତୁତ ହୋଇ ସେମାନ ଙ୍କୁ ଏହି ବିଷୟ ରେ ଭଲ ସେ ବୁଝାଇ ପାରନ୍ତି । ଏହି ପ୍ରଥମ ପିରିୟଡର୍ସ କୁ ନେଇ ଏବେ ସୋସିଆଲ, ମିଡିଆରେ ଏବେ ବହୁତ ଭାଇରାଲ ହେଉଛି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *