ଝିଅ ଆପଣଙ୍କୁ ପସନ୍ଦ କରୁଥିଲେ ଦେଇଥାଏ ୧୩ଟି ସଂକେତ,

khldgdgjghk

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବେଳେ ବେଳେ ଆପଣ ମାନଙ୍କ ର ମନ ରେ ଚିନ୍ତା ର କାରଣ ଏହା ହୋଇଥାଏ କି ଆପଣ ଙ୍କୁ ସେହି ଝିଅ ଟି ଭଲ ପାଉଛି କି ନାହିଁ ଏପଣ ଏହି କଥା ରେ ଅନୁମାନ କରନ୍ତି କିନ୍ତୁ ଏହା ଭାବି ଭାବି ଶେଷ ରେ ସେହି ଝିଅଟି ଆଉ କାହର ହୋଇଯାଇଥାଏ କିନ୍ତୁ ଆପଣ ତାକୁ ଆପଣ ଙ୍କ ର ପ୍ରେମ ର ପ୍ରତିହାର କରି ପାରନ୍ତି ନାହିଁ ଯାହା ଫଳ ରେ ଝିଅଟି ଆଉ କାହା ସହ ବିବାହ ବନ୍ଧନ୍ ରେ ବାନ୍ଧି ହୋଇ ଯାଇଥାଏ ଆଉ ଯଦି ଆପଣ କେବେ ବି ଆପଣ ଙ୍କ ମନରେ ସାହାସ ଯୁଟାଇ ତାକୁ ଆପଣ ଙ୍କ ର ପ୍ରେମ ର ପ୍ରତିହାର କରି ଦିଅନ୍ତି ପରେ ତାହା ଏଭଳି ପରିସ୍ଥିତି ସୃଷ୍ଟି ଆପଣ ଙ୍କ ପାଇଂ କରି ଦେଇଥାଏ କି ଆପଣ ମୁଣ୍ଡ ସମସ୍ତ ଙ୍କ ର ଆଗ ରେ ଲାଜ ରେ ନୁଇଁ ଯାଇ ଥାଏ ।dgdfjghkj

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏମିତି ଜିନିଷ କହିବାକୁ ଯାଉଛୁ ଯେ ଯାହା ଆପଣ ସେହି ଝିଅ ଠାରେ ଦେଖିବାକୁ ପାଉଥିଲେ ଆପଣ ବୁଝି ଯାଆନ୍ତୁ କି ସେହି ଝିଅ ବି ଆପଣ ଙ୍କୁ ପସନ୍ଦ କରୁଛି ବୋଲି ତେବେ ଆସନ୍ତୁ ଜାଣିବା ଝିଅ ଙ୍କୁ ପ୍ରେମ ହେଲେ ସେ କେଉଁ ସଂଙ୍କେତ ଦିଅନ୍ତି ପ୍ରଥମ ସଂଙ୍କେତ ସେ ଯଦି କାହା ସହ କଥା ହେଉଥାଏ ତେବେ ସେ ଆପଣ ଙ୍କୁ ଦେଖିବା ମାତ୍ରେ ତା ସହ କଥା ହେବା ବନ୍ଦ କରି ଦେଇ ଆପଣ ଙ୍କ ଆଡକୁ ଅନେଇବା ଆରମ୍ଭ କରିଦେବ ଏବଂ ଆପଣ ଙ୍କ ପାଖ କୁ ଚାଲି ଆସୁଛି ଆପଣ ଙ୍କ ସହ କଥା ହେଲେ ବୋର ହେଉନି ଆପଣ ଙ୍କ ସହ ସେ କଥା ହେବା ପାଇଁ ଯେ କୈମସି ମୁହୁର୍ତ ରେ ।fghjftjefred

ସେ ଆପଣ ଙ୍କୁ ସୋସିଆଲ ମିଡିଆ ରେ ହେଉ ଅବା ମେସଜ ରେ ହେଉ ସେ ଆପଣ ଙ୍କୁ ମେସେଜ କରୁଛି ଝିଅ ପାଖ ରେ ଏମିତି ସଂଙ୍କେତ ଦେଖୁଥିଲେ ଆପଣ ବୁଝି ଯାଆନ୍ତୁ କି ସେହି ଝିଅ ଆପଣ ଙ୍କୁ ଭଲ ପାଉଛି ଦ୍ୱିତୀୟ ରେ ଆପଣ ସାଙ୍ଗ ମାନଙ୍କ ସହ ଅଛନ୍ତି ଆପଣ ଙ୍କର କଥା କେହି ନ ହସିଲେ ବି ଜଣେ ଝିଅ ହସି ହସି ଆପଣ ଙ୍କ ସହ ନଜର ମିଳାଉଛି ଯେତେ ଖରାପ ଜୋକ ମାରିଲେ ବି ଝିଅ ହସୁଛି ଆପଣ ।

ଙ୍କ ର ସବୁ କଥା ତାକୁ ଭଲ ଲାଗୁଛି ଆପଣ ଙ୍କ ବିରୋଧ ରେ କେହି କିଛି କହିଲେ ଆପଣ ଙ୍କ ର ସପୋର୍ଟ ନେଇ ତା ସହ ଯୁକ୍ତି କରୁଛି ଝିଅ ପାଖ ରେ ଏମିତି କିଛି ସଂଙ୍କେତ ଦେଖୁଛନ୍ତି ତ ତେବେ ସେହି ଝିଅ ଆପଣ ଙ୍କୁ ପସନ୍ଦ କରୁଛି ତୃତୀୟ ରେ ଯେଉଁ ଝିଅ ଆପଣ ଙ୍କୁ ପସନ୍ଦ କରେ ଆପଣ ଙ୍କ ର ନଜର ପଡିବା ଜାଗା ରେ ସେ ଆସି ଛିଡା ହୁଏ ସେ ସବୁବେଳେ ଚାହେଁ କି ଆପଣ ଙ୍କର ।dshgfjghjhgk

ନଜର ତା ଉପରେ ସବୁବେଳେ ପଡୁ କିନ୍ତୁ ସେ ଆପଣ ଙ୍କ ର ନଜର ସହ ନଜର ମିଳାଇବା କୁ ଡରେ ଆପଣ ଙ୍କ ଆଖିରେ ଆଖି ମିଶି ଗଲେ ତୁରନ୍ତ ନଜର ହଟାଇ କିମ୍ବା ତଳ କୁ ଆଖି କରି ଦିଏ କିନ୍ତୁ ଆପଣ ଙ୍କ ର ଅଜାଣ ନ୍ତ ରେ ଆପଣ ଙ୍କୁ ସେ ବାରମ୍ବାର ଚାହେଁ ଝିଅ ଆପଣ ଙ୍କୁ ପସନ୍ଦ କରୁଛି ବୋଲି ଏ ହେଉଛି ଗୋଟେଏ ବଡ ସଂଙ୍କେତ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *