ଧରା ପଡିଲା ଆଦିତ୍ୟ ଦାଶଙ୍କ ହତ୍ୟାକାରୀ ଆଦିତ୍ୟଙ୍କ ପରିବାର ଆଜି ବହୁତ ଖୁସି

adityana

ଧରା ପ଼ଡିଲା ଆଦିତ୍ୟ ଦାସ୍ ଙ୍କ ହତ୍ୟା କାରୀ ଦୋଶୀ ଙ୍କୁ ମିଳିବ ଫାସୀ ଦଣ୍ଡ , ତେବେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ ଏବଂ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ଭଲ ପାଉ ଥିଲେ ତେବେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ ରେ ତାଙ୍କୁ ଭଲ ପାଇବା ଦେବେ । ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ରେ ସବୁ ସତ୍ୟତା ଧରା ପଡି ଜାଇଛି ,ଏହି ଦିନ ରେ ହତ୍ୟାକାରୀ ଙ୍କୁ ଫାସୀ ଦଣ୍ଡ ଦିଆ ଯିବ ବୋଲି ଜଣା ପଡିଛି ।tdrh

ଏମିତି କିଛି ଟେଗ୍ ଲାଇନ୍ ସହିତ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏମିତି କିଛି ଖବର ଘୂରି ବୁଲୁ ଥିବାର ଦେଖିବା ପାଇଁ ମିଳିଛି , ଜାହା ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ର ଖେଳ ସେଷ ହେଲା ଦୋଶୀ ଧରା ପଡିଲା ବୋଲି ଆଲୋଚନା ହେଉଛି । ଏବଂ ହାଇକୋର୍ଟ ନିର୍ଦେଶ ଅନୁସାରେ ଦୋଶୀ ଙ୍କୁ ଫାସୀ ଦିଆ ଯିବ କି ନାହିଁ ସେହି ବିଷୟ ରେ ବି ଆପଣ ମାନଙ୍କୁ ଏଠାରେ ଜଣେଇ ଦେବାକୁ ଚାହିଁବୁ , ବିଗତ କିଛି ଦିନ ହେବ ଲୁଚକାଳୀ ଖେଳିବା ପରେ ବିଗତ 3 ମାସ ପରେ ଧରା ପଡି ଜାଇଛି ବୋଲି ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛିrtutdj

ହେଲେ ଏହା ଆପଣ ମାନଙ୍କୁ ଜଣେଇ ଦେବୁ କି ସଂମ୍ପର୍ଣ୍ଣ ମିଥ୍ୟା ଖବର ଅଟେ ମାନବ ପ୍ରେମୀ ଆଦିତଚ୍ୟ ଦାସ୍ ଙ୍କ ହତ୍ୟା କାରୀ ଏବେ ଯାଏ ଧରା ପଡିି ନାହିଁ । ଏବଂ ଏହାକୁ ନେଇ ହାଇକୋର୍ଟ ବି କହିଛି କି ଯେତେ ବେଳେ ହତ୍ୟାକାରୀ ଧରା ପଡିବ ତେବେ ଫାସୀ ଦଣ୍ଡ ଦିଆ ଯିବ ବୋଲି ଘୋଷଣା କରିଛନ୍ତି ହାଇକୋର୍ଟ ସେମିତି ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗି ଥିବା କଥା ବିଷୟ ରେ । ଏହା ଆପଣ ମାନଙ୍କୁ ଜଣେଇ ଦେବୁ କି ସଂମ୍ପର୍ଣ୍ଣ ମିଥ୍ୟା ଖବର ଅଟେ ମାନବ ପ୍ରେମୀ ଆଦିତଚ୍ୟ ଦାସ୍ ଙ୍କ ହତ୍ୟା କାରୀ ଏବେ ଯାଏ ଧରା ପଡିି ନାହିଁ , ଏହି ସବୁ ପରେ ପରେ ନିଆଁ ପରି ବର୍ତମାନ ମାନ ସମୟରେydyjm

ଏହି ଖବର ଭାଇରଲ ହେବାରେ ଲାଗିଛି କି ଆଦିତ୍ୟ ଦାସ୍ ଙ୍କୁ ମୃତ୍ୟୁ କୁ ଠେଲୀ ଦେଇ ଥିବା ପ୍ରକୃତ ଆଶାମୀ ବର୍ତମାନ ସମୟ ରେ ଧରା ପଡି ଜାଇଛି ବୋଲି , ହେଲେ ଏଠାରେ ସଂମ୍ପର୍ଣ୍ଣ ସତ୍ୟ କଥା ଅଟେ କି ବର୍ତମାନ ସମୟ ରେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ  ପ୍ରକୃତ ଦୋଷୀ ଆମ ମାନଙ୍କ ସାମ୍ନା ରେ ବି ଲୁଚି ରହିଛି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *