ଭୋ ଭୋ ହୋଇ କାନ୍ଦିଲେ ପରିବାର ଲୋକ । ମୀହିର ଦାସ ଭେଣ୍ଟିଲେଟର ରେ ଏମିତି ଅବସ୍ଥାରେ …।

Untitled-1

ବନ୍ଧୁଗଣ ବରିଷ୍ଟ ଅଭିନେତା ମୀହିର ଦାସ ଗୁରୁତ୍ୱର ଅସୁସ୍ଥ କଟକ ର ଏକ ଘୋରଇ ହସ୍ପିଟାଲ ରେ ଚାଲିଛି ମୀହିର ଦାସ ଙ୍କ ଚିକିତ୍ସା ସେ ଏବେ ଭେଣ୍ଟିଲେଟର ସୋପର୍ଟ ରେ ରହିଛନ୍ତି । କିଡ୍ନୀ ରୋଗରେ ପୀଡିତ ରହିଥିବା ମୀହିର ଦାସ ଙ୍କ ଡାଇଲେସିସଷ୍ଟ କରାଜାଉଛି । କିଛି ଦିନ ତଳେ ହୃଦଘାତ ର ଶୀକାର ହୋଇ ସେ ରିକର୍ଭ ହୋଇଥିଲେ । ହେଲେ ଏବେବି ସେ ସଂମ୍ପର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ବର୍ତମାନ ସମୟ ରେ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ପାଇଁ ଲାଗିପଡିଛନ୍ତି ।mihir

କିଡ୍ନୀ ରୋଗରେ ପୀଡିତ ଥିବା ମୀହିର ଦାସ ଗତ ତିନି ଦିନ ତଳେ ଗୁରୁତ୍ୱର ଅସୁସ୍ଥତା ଅନୁଭବ କରିଥିଲେ । ଏବଂ ପରେ କଟକ ସ୍ଥିତ ଅସ୍ୱନୀ ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଜାଇଥିଲା । ତାଙ୍କୁ ଏବେ ICU ବେଡ୍ ରଖି ଚିକିତ୍ସିତ କରାଜାଉଛି । ଯଦିଓ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥର ରହିଛି ହେଲେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୈଣସି ସୁଧାର ଆସିନାହିଁ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତମାନ ସମୟ ରେ ଗୁରୁତ୍ୱ ର ହୋଇଛି ।

ତେବେ ଏହାକୁ ନେଇ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନେତା ଏବଂ ଅଭିନେତ୍ରୀ ମାନେ ବେଶ ଦୁଖଃ ପ୍ରକାଶ କରିଛନ୍ତି । ତେବେ ଗତ କାଲି ଏହି ଖବର ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ସବୁଠୀ ଦୁଖଃର ଲହରୀ ଖେଳିଜାଇଛି । ଅଚାନକ ଏମିତି ବଡ ଖବର ସୁଣିବା ପରେ ସମସ୍ତେ ଭାଙ୍ଗି ପଡିଛନ୍ତି । ମୀହିର ଦାସ । ସେ ପାଖା ପାଖି 30 ବର୍ଷ ଧରି ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରିଛନ୍ତି ।mihir das

ମୀହିର ଦାସ ପ୍ରାୟ 350 ରୁ ଅଧିକ ଫିଲ୍ମ ରେ ଅଭିନୟ କରିଆସିଛନ୍ତି । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣେଇ ଦେବୁ କି ଗତ 7 ତାରିଖ ଦିନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଟ ଅଭିନେତା ମୀହିର ଦାସ ଗୁରୁତ୍ୱର ଅବସ୍ଥା ରେ କଟକ ଅସ୍ୱନୀ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *