ପ୍ରତିଦିନ ଖାଇବାକୁ ଦେଉଥିଲା ଏହି କୁକୁର କୁ କିନ୍ତୁ ଦିନେ କୁକୁର ଏପରି କଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

tr6tyhty

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ସବୁ ଦିନ ଦେଉ ଥିଲା କୁକର କୁ ଖାଇବା ପାଇଁ ଯୁବତୀ ଏବଂ ବନ୍ଧୁଗଣ ଗୋଟିଏ ଦିନ ଯୁବତୀ ଙ୍କ ସହ କୁକୁର ଏମିତି କାମ କରିଲା ଜାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ତେବେ ଆପଣ ମାନେ ବାସ୍ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ , ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବାକୁ ଚାହିଁବୁ କି ରାଜସ୍ଥାନ ରେ ଜଣେ କୁକୁର ଜଣେ ଯୁବତୀ ଙ୍କୁ ଉଦ୍ଧାର କରିଛିjkhk

ଜଣେ ବ୍ୟକ୍ତି ଖରାପ ଉଦ୍ଧେଶ୍ୟ ରେ ଜଣେ ଯୁବତୀ ଙ୍କ ଘରକୁ ପସି ଆସି ଥିବା ବେଳେ ଏମିତି ସମୟ ରେ ସେହି ବ୍ୟକ୍ତି ଜଣଙ୍କ ଯେତେ ବେଳେ ଯୁବତୀ ଙ୍କ ସହିତ ଅସଦା ଚରଣ କାର୍ଯ୍ୟ କରି ଥିଲେ ତେବେ ସେହି ସମୟରେ କୁକୁର ସେହି ବ୍ୟକ୍ତି ଙ୍କୁ ଆକ୍ରମଣ କରି ଥିଲା । ଏବଂ ଉକ୍ତ ଆରୋପୀ ସେଠାରୁ ସେହି ସମୟ ରେ ଦୈଡି ପଳେଇ ଜାଇ ଥିଲେ , ତେବେ ବନ୍ଧୁଗଣ ଘଟଣା ଟି ଏମିତି ହୋଇ ଥିଲା ରବିବାର ଦିନ ଜଣେ ଯୁବତୀ ନିଜର ରୁମ୍ ରେ ଆରାମ୍ କରୁ ଥିଲେ ଏବଂ ସେହି ପରି କ୍ଷେତ୍ର ରେ ହଠାତ୍ ମାତ୍ରେ ଜଣେ ବ୍ୟକ୍ତି ସେହି ଯୁବତୀ ଙ୍କ ଘରକୁ ପସି ଜାଇ ଅସଦା ଚରଣ କରିବାରେ ଲାଗି ଥିଲେ ,yryuut7uj

ଏବଂ ସେହି ସମୟ ରେ ବାହାରେ ଶୋଇ ଥିବା ଏକ ବୁଲା କୁକୁର ଉକ୍ତ ଆରୋପୀ ଙ୍କୁ କାମୁଡି ଗୋ଼ଡାଇ ଥିଲା , ଆରୋପୀ ଜଣଙ୍କ କୁକୁର ଉପରକୁ ଛୁରୀ ରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରି ଥିବା ବେଳେ ସେହି ସ୍ଥାନ ରୁ ଆରୋପୀ ଜଣଙ୍କ ଖସି ପଳେଇ ଆସି ଥିଲେ । ଏବଂ ଏଠାରେ କୁକୁର ଜଣଙ୍କ ଯୁବତୀ ଙ୍କ ଇଜ୍ଜତ୍ କୁ ବଞ୍ଚେଇ ଥିଲା , ତେବେ ବର୍ତମାନ ସମୟ ରେ ଆପଣ ମାନେ ହିଁ କୁହଁନ୍ତୁ କି ଏହି ଯୁବତୀ ଜଣଙ୍କ ଗଳୀ ରହୁ ଥିବା କୁକୁରdsthytj

ଙ୍କୁ ପ୍ରତ୍ୟେକ ଦିନ ଖାଇବା ପାଇଁ ଦିଅନ୍ତି ,ଏବଂ ସେ ଜାହାକି ବର୍ତମାନ ସମୟ ରେ ତାଙ୍କର ଇଜ୍ଜତ୍ କୁ ବଞ୍ଚେଇଛି , ତେବେ ନିଶ୍ଚିତ ଭାବେ ଆଜିର ଦୁନିଆଁ ରେ କୁକୁର ମଧ୍ୟ ଏମିତି କିଛି କାମ କରି ପାରେ ଜାହା ଆପଣ ମାନଙ୍କ ଆଗରେ ଏକ ବଡ ଉଦାହରଣ ଅଟେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ଏବଂ ଆମକୁ ଉପରେ ଫ୍ଲୋଲ କରି ଦିଅନ୍ତୁ ଏମିତି ଖବର ପାଇଁ ।

Love To Share

Leave a Reply

Your email address will not be published. Required fields are marked *