ବ଼ଡଖବର ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟ ରେ ଛାଡପତ୍ର ସେଷ ରେ ହୋଇଗଲା

grshsfghgh

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ର ସବୁଠୁ ବଡ ଖବର । ଆପଣ ଜାଣି ହୋଇଯିବେ ଚକିତ । ଅନୁଭବ ଏବଂ ବର୍ଷା ଙ୍କ ର ଛାଡପତ୍ର । କୋର୍ଟ ରେ ହେଲା ଅନୁଭବ ଓ ବର୍ଷା ଙ୍କ ର ଶୁଣାଣି ହେଲା । କୋର୍ଟ ରେ କମ ଶୁଣାଣି ନହେଲା ଆସନ୍ତୁ ସେ ବିଷୟ ରେ ଜାଣି ନେବା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଓଡିଆ ଜଗତ ର ଲୋକପ୍ରିୟ ଅଭିନେତା ଅନୁଭବ ଏବଂ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ଙ୍କୁ । ଏବେ ସେମାନେ ଦୁହେଁ ଦୁହିଁ ଙ୍କ ଠାରୁ ଅଲଗା ହେବା କୁ ଯାଉଛନ୍ତି । ଅନୁଭବ ଏବଂ ବର୍ଷା ଙ୍କ ମଝି ରେ ଥିବା ବିବାଦ ଯୋଗୁଁ ଏବେ ସେମାନେ ଅଲଗା ହେବାକୁ ଯାଉଛନ୍ତି ଏବଂ ଏ ନେଇ କୋର୍ଟ ତରଫ ରୁ ମଧ୍ୟ ଶୁଣାଣି ଶୁଣା ଯାଇଛି ।dgredhygjuhyj

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଲୋକ ପ୍ରିୟ ଓଡିଆ ଜଗତ ର ଅନୁଭବ ଏବଂ ବର୍ଷା ଙ୍କୁ ସେମାନେ ଦିହେଁ ଦୁହିଁ ଙ୍କ ସହ ଏହି ଓଡିଆ ଜଗତ ରେ ଦେଖା ହୋଇଥିଲା ଏବଂ ସେହି ଠାରୁ ସେମାନ ଙ୍କ ର ମଧ୍ୟ ରେ ଭଲ ପାଇବା ଆରମ୍ଭ ହୋଇଥିଲା । ଓଡିଆ ଜଗତ ରେ ଅନୁଭବ ଏବଂ ବର୍ଷା ଙ୍କୁ ଭଲ ପାଇବା ର ଶୁଆ ଶାରୀ ବୋଲି ଲୋକ ମାନେ କହୁଥିଲେ । ଓଡିଆ ଜଗତ କୁ ଭଲ ପାଉଥିବା ସମସ୍ତ ଲୋକ ବା ଦର୍ଶକ ମାନେ ମଧ୍ୟ ଅନୁଭବ ଏବଂ ବର୍ଷା ଙ୍କ ର ଯୋଡି କୁ ବହୁତ ବେଶ ପସନ୍ଦ କରୁଥିଲେ ।rgsethtj

କେନ୍ଦ୍ରାପଡା ର ସାଂସଦ ତଥା ଲୋକ ପ୍ରିୟ ଅଭିନେତା ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟ ରେ ଥିବା ପାରିବାରିକ ବିବାଦ କୁ ଦୂର କରିବା ପାଇଁ କୋର୍ଟ ତାଙ୍କୁ କିଛି ଦିନ ପାଖାରେ ରହିବାକୁ ଆଦେଶ ଦେଇଥିଲେ । କିନ୍ତୁ ତାଙ୍କ ମଧ୍ୟ ରେ ଥିବା ପାରିବାରିକ ବିବାଦ ଶାନ୍ତ ନ ହୋଇ ବଢିବାରେ ଲାଗିଛି । ତାଙ୍କ ମଧ୍ୟ ରେ ଥିବା ଦୂର ତାକୁ ଯେତେ କମେଇବା କୁ ଲୋକ ମାନେ ଚାହୁଁ ଥିଲେ ମଧ୍ୟ ସେମାନେ ଦୂରତା ବଢାଇବାକୁ ଚାହୁଁଛନ୍ତି । ସୁପ୍ରିମ କୋର୍ଟ ର ନିର୍ଦ୍ଦେଶ ଅନୂୁସାରେ କେନ୍ଦ୍ର ର ମଧ୍ୟସ୍ଥ ପୁଜା ନନ୍ଦ ଙ୍କ ଉପସ୍ଥିତି ରେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟ ରେ ଭିଡିଓ କଲ୍ ର କନଫେରନ୍ସ ଚାଲିଥିଲା ।gdfrhcfhjhgk

ପୂର୍ବ ରୁ ଅନୁଭବ ବର୍ଷା ଙ୍କୁ ମାନସିକ ଯନ୍ତ୍ରଣା ଦଉଥିବା ର ଅଭିଯୋଗ ଆଣିଛନ୍ତି ବର୍ଷା । ଅନୁଭବ ବି ଏହାର ଜବାବ ରେ ଛାଡ ପତ୍ର ର ମାମଲା କର ଛାଡ ପତ୍ର ରୁଜୁ କରିଥିଲେ । ତେବେ ପୁଜା ନନ୍ଦ ଙ୍କ ଉପସ୍ଥିତି ରେ ହୋଇଥିବା ଏହି ଭିଡିଓ କଲ୍ ର କନଫେରନ୍ସ ର କୈଣସି ସମାଧାନ ର ବାଟ ବାହାରି ପାରି ନଥିଲା ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *