Chanakya Neeti | ଗଙ୍ଗା ଠାରୁ ବି ଅଧିକ ପବିତ୍ର ଏହି ନାମର ଝିଅ,ଯେଉଁ ଘରକୁ ବାହା ହୋଇଯାନ୍ତି ସେଠି ଧନର ବର୍ଷା ହୁଏ

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଜ୍ୟୋତିଷ ଶାସ୍ତ୍ର ର ବହୁତ ମହତ୍ୱ ରହିଛି ବୋଲି ହିନ୍ଧୁ ଧର୍ମ ରେ ଶାସ୍ତ୍ର କୁ ଅନେକ ଲୋକ ମାନେ ବିଶ୍ୱାସ କରନ୍ତି ଶାସ୍ତ୍ର ରେ ଲେଖା ରହି ଥିବା ସମସ୍ତ କାର୍ଯ୍ୟ ସତ ହୋଇ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରୁ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଥାଏ । ତେବେ ବନ୍ଧୁଗଣ ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ଯାଇଥିବା ସମସ୍ତ କାର୍ଯ୍ୟ ସତ ହୋଇଥାଏ ଏବଂ ଏଠାରେ ଅନେକ ଉପକାରୀ ଜିନିଷ ବିଷୟ ରେ ଲେଖା ରହିଥାଏ । ଏବଂ ଏହି ଶାସ୍ତ୍ର ଅନୁସାରେ ଆମେ ମାନେ ଆମର ସ୍ୱଭାବ ବିଷୟରେ ମଧ୍ୟ ଜାଣି ପାରିବା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ମାନଙ୍କ ନାମର ବହୁତ ମହତ୍ୱ ରହିଛି ମନୁଶ୍ୟ ପ୍ରତ୍ୟେକ କାମ ରେ ନିଜର ନାମ ଏବଂ କାମ ଦ୍ୱାରା ପରିତିତ ଅଟେ । ତେବେ ଶାସ୍ତ୍ର ଅନୁସାରେ କେଉଁ ନାମର ମହିଳା ମାନେ ବହୁତ ପବିତ୍ର ହୋଇଥାନ୍ତି , ସେମାନଙ୍କ ବିଷୟ ରେ ଆସନ୍ତୁ ଜାଣି ନେବା ।

girls

ପ୍ରଥମେ ରହିଛନ୍ତି P ନାମ ଥିବା ଝିଅ । ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ ସେମାନେ ସଂମ୍ପର୍କ କୁ ବାନ୍ଧି ରଖିବା ରେ ସମର୍ଥନ ହୋଇ ଥାନ୍ତି । ଏହି ଝିଅ ମାନେ ପ୍ରତେକ ମଣିଷ ର ଭାବନା କୁ ବହୁତ ଭଲ ଭାବେ ବୁଝି ପାରନ୍ତି , ଏବଂ ଏମାନେ କେବେ କାହାକୁ ଦୁଖଃ ଦିଅନ୍ତି ନାହିଁ  ।

ଏହା ପରେ ରରହିଛି S ନାମ ଥିବା ଝିଅ । ଯେଉଁ ଝିଅ ମାନଙ୍କର ନାମ S ରୁ ଆରମ୍ଭ ହୋଇ ଥାଏ ସେମାନେ ବି ମଧ୍ୟ ବହୁତ ପବିତ୍ର ହୋଇ ଥାନ୍ତି ,ଏମାନେ ବହୁତ ଲାଜକୂଳା ବି ହୋଇ ଥାନ୍ତି ହେଲେ ସେମାନେ ନିଜର ପରିବାର ମାନ ସମ୍ମାନ କୁ ବହୁତ ଜଗି ଥାନ୍ତି ।

ଏହା ପରେ M ନାମ ଥିବା ଝିଅ । ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହୋଇ ଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି । ଏମାନଙ୍କର ସ୍ୱଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇ ଥାଏ ଏବଂ ଏହି ନାମ ଥିବା ଝିଅ ମାନେ ବହୁତ ଜୋର ରେ କଥା କହିବା ପାଇଁ ପସନ୍ଦ କରନ୍ତି ।

girls2

ଏହା ପରେ ରହିଛି D ନାମ ଥିବା ଝିଅ । ଏହି D ନାମ ଥିବା ଝିଅ ମାନେ ବି ବହୁତ ଶାନ୍ତସ୍ୱଭାବ ର ହୋଇ ଥାନ୍ତି । ଏମାନେ ନିଜର ଜୀବନ ସାଥି ଙ୍କର ବହୁତ ବିଶ୍ୱସ୍ଥ ହୋଇ ଥାନ୍ତି ଏମାନେ କୈଣସି ବି ପରିସ୍ଥିତି ରେ ନିଜର ଜିବନ ସାଥି ଙ୍କ ସାଥି ଛାଡନ୍ତି ନାହିଁ ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ବହୁତ ଭଲ ହୋଇଥାଏ ।

ସେଷ ରେ ରହିଛି K ନାମ ଥିବା ଝିଅ । K ନାମରୁ ଆରମ୍ଭ ହୋଇ ଥିବା ଝିଅ ମାନେ ବହୁତ ତେଜ୍ୱ ସ୍ୱଭାବ ର ହୋଇ ଥାନ୍ତି ଏମାନେ ନିଜ ପରିବାର ଏବଂ ଜୀବନ ସାଥି ଙ୍କର ଧ୍ୟନ ବହୁତ ଭଲ ଭାବେ ରଖିଥାନ୍ତି ଏବଂ ଏମାନେ କେବେ କୌଣସି ଭୁଲ କାମ କରି ନ ଥାନ୍ତି ଯେଉଁଥି ପାଇଁ ସେମାନଙ୍କୁ ପସ୍ତେଇବା ପାଇଁ ପଡିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *