ଝିଅଙ୍କର ୪ଟି ବଡ଼ ଦୁର୍ବଳତା ପୁଅମାନେ ଜାଣି ନାହାନ୍ତି

sdgergtrhyt

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଝିଅ ମାନଙ୍କ ର 4 ଟି ଗୁପ୍ତ ଜିନିଷ ମାନଙ୍କ ବିଷୟ ର କହିବା ଯାହା ପୁଅ ମାନେ କେବେ ବି ଜାଣି ନାହାନ୍ତି ତା ବୋଲି ମାନେ କି ଏହା ହିଁ କେବଳ ପୁଅ ମାନଙ୍କ ପାଇଁ ଏହା ଉଭୟ ପୁଅ ଏବଂ ଝିଅ ମାନଙ୍କ ପାଇଁ ତେବେ ବନ୍ଧୁଗଣ ଏହା ଆପଣ ଙ୍କ ର ଭବିଷ୍ୟତ ର କାମ ରେ ଆସି ପାରେ ତେଣୁ ଆପଣ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ତେବେ ବନ୍ଧୁଗଣ ଆପଣ ଭାବୁଥିବେ ଝିଅ ମାନଙ୍କ ର ଏହି କଥା ଯଦି ପୁଅ ମାନେ ଜାଣି ଯିବେ ତେବେ ସେମାନେ ଅସୁବିଧା ର ସମୁଖୀନ ହୋଇ ପାରନ୍ତି କିନ୍ତୁ ଆପଣdsgfgjghkh

ଏହି କଥା ଜାଣିବା ନିହାତି ଦରକାର କି ଏହି କଥା ପୁଆ ମାନେ ଜାଣିବା ନିହାତି ଜରୁରି କାରଣ କାହିଁକି ନା ଝିଅ ମାନେ ନିଜର ଦୁର୍ବଳତା ନିଜେ ଜାଣିଲେ କଣ ହେବ ନା ସେମାନେ ବିଶ୍ୱାସ ଘାତକ ପୁଅ ମାନଙ୍କୁ କବଳ ରୁ ନିଜକୁ ରକ୍ଷା କରି ପାରିବେ ଆଉ ଗୋଟେ କଥା ହେଉଛି ଆପଣ ମାନେ ଭାବୁଥୁବେ ଆମେ ଏହି କଥା ସବୁ କିପରି ଜାଣୁଛେ ଏହାର ଉତ୍ତର ରେ ମୁଁ ଆପଣ ମାନଙ୍କପ କହିବେ ଯେ ଏହା ଉପରେ ସ୍ଟଡି ରିସୋର୍ଚ୍ଚ ଏବଂ ଏସ୍ପ୍ରିଏନ୍ସ ଇପରେ ଆଧାରିତ ତେବେ ଚାଲନ୍ତୁ ଜାଣିବା ସେହି ବିଷୟ ରେ ପ୍ରଥମ ରେ ଧୌର୍ଯ୍ୟ ଏବଂ ସାହସିକତା ପୁଅ ମାନ ଙ୍କ ତୁଳନା ରେ ଝିଅ ମାନଙ୍କ ର ବହୁତ ଅଧିକ ଥାଏDWWE4TGRYHT

ଝିଅ ଗୋଟେ ଦିନ କଲ୍ କି ମେସେଜ୍ ନ କଲେ ପୁଅ ବ୍ୟସ୍ତ ହୋଇଯାଏ ଏପରି କି ଝିଅ ର ଘର ପର୍ଯ୍ୟନ୍ତ ଚାଲିଯାଏ କାରଣ ପୁଅ ଙ୍କ ର ଧୌର୍ଯ୍ୟ ନ ଥାଏ କିନ୍ତୁ ଝିଅ ମାନେ ସେପରି ନୁହେଁ ସେମାନେ ଯାହାବି ବି କରନ୍ତି ଧୌର୍ଯ୍ୟ ର ସହ କରିଥାନ୍ତି ଧୈର୍ଯ୍ୟ ର ସହ ଅପେକ୍ଷା କରନ୍ତି ଆଉ ଗୋଟେ କଥା ହେଉଛି ପୁଅ ମାନଙ୍କ ଠାରୁ ଝିଅ ମାନେ ଅଧିକ ଭାବ ପ୍ରବଣ ହୋଇଥାନ୍ତି କେତେ ଜଣ ଭାବନ୍ତି ଝିଏ ମାନେ ବୋକି ସେମାନେ ଭାବନ୍ତି ସେମାନେ କିଛି ଜାଣି ପାରନ୍ତି ନାହିଁ କିନ୍ତୁSAFSDHGGFJG

ଆପଣ ଙ୍କ ର ଜାଣିବା ଦରକାର ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଅଧିକ ହୁସିଆର ଓ ଅଧିକ ଭାବ ପ୍ରବଣ ପୁଅ ମାନେ ତାଙ୍କ ଭାବ ପ୍ରବଣତା ର ଫାଇଦା ଉଠାଇ ଝିଅ ସହ ବହୁତ କିଛି କରନ୍ତି ଆଉ ଝିଅ ମାନେ ପୁଅ ମାନଙ୍କ ର ଭାବ ପ୍ରବଣତା ର ସୀକର ହୋଇ ତାଙ୍କର ସବୁ କଥା ରେ ରାଜି ହୋଇ ଯାଇଥାନ୍ତି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *