ବଡ଼ ଖବର ଆଦିତ୍ୟ ଦାସଙ୍କୁ ନ୍ୟାୟ ମିଳିବା ପାଇଁ ବିଦ୍ୟାଶ୍ରୀ ଅସଲ ରୂପ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ମାନବ ପ୍ରେମୀ ଆଦିତ୍ୟ ଦାସ୍ କହିଲେ ଏବେ ଦେଖ ମୋର ଅସଲ ରୂପ ତେବେ କଣ ରହିଛି ତାଙ୍କର ଅସଲ ରୂପ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ ତାହା ପୂର୍ବ ରୁ ଆପଣ ମାନେ ଆମର ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାହା ଫଳ ରେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ଜାଣି ପାରିବେ । ଆପଣ ମାନେ ସମସ୍ତେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ଜାଣି ଥିବେ ବର୍ତମାନ ସମୟ ରେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ହେବାର ତିନି ମାସ ହୋଇ ଗଲାଣୀ କିନ୍ତୁ ବର୍ତମାନ ସମୟ ରେ ତାଙ୍କୁ କୈଣସି ବି ନ୍ୟାୟ ମିଳି ନାହିଁ , ଏବଂ ଆପଣ ମାନେ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଙ୍କୁ ବି ଜାଣି ଥିବେ ।

ଏବଂ ଏହି ଦିନ ରେ ବିଦ୍ୟାଶ୍ରୀ ଙ୍କ କିଛି ଟିକଟକ୍ ଭିଡ଼ିଓ ଭାଇରଲ ହେଉ ଥିବା ବେଳେ ତତାଙ୍କର କିଛି ପୁରୁଣା ଭିଡ଼ିଓ ମାନ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉ ଥିବା ବେଳେ ସେହି ଭିଡ଼ିଓ ରେ କେଉଁ ଥିରେ ଚଣ୍ଡୀ ରୋଲ କରୁ ଥିବା ବେଳେ ଶାଶୁ ରୋଲ କେଉଁ ଥିରେ ଦେଖିବା ପାଇଁ ମିଳୁଛି ଏବଂ ସେମିତି କ୍ଷେତ୍ର ରେ ଲୋକ ମାନେ ଏହାକୁ ନେଇ ବହୁତ ପରିହାସ ତାଙ୍କୁ କରୁ ଥିବା ର ଦେଖିବା ପାଇଁ ମିଳିଛନ୍ତି କି ଇୟୁଜର ମାନଙ୍କ କହିବା ଅନୁସାରେ

ଯିଏ ନିଜ ସ୍ୱାମୀ ଙ୍କ ପାଇଁ ନ୍ୟୟ ଆବେଦନ କରି କିଛି ବି ନ୍ୟୟ ପାଇ ପାରିଲା ନାହିଁ ସେ ବର୍ତମାନ ସମୟ ରେ ଏମିତି ହିଁ ଭିଡ଼ିଓ କରି ସୋସିଆଲ ମିଡିଆ ରେ ପୋଷ୍ଟ କରୁଛନ୍ତି ବୋଲି ହେଲେ ଆମେ ଏଠାରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଏହି ସବୁ ଭିଡ଼ିଓ ବହୁତ ପୁରୁଣା ହୋଇ ଥିବା ସହିତ ବିଦ୍ୟାଶ୍ରୀ ଏହି ସବୁ ଭିଡ଼ିଓ ନିଜର ଟିକ୍ ଟିକ୍ ରେ ଆଗାମୀ ସମୟ ରେ ପୋଷ୍ଟ କରି ଥିିବା ବେଳେ

ବର୍ତମାନ ସମୟ ରେ ଏହା ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି , ତେବେ ଆପଣ ମାନେ ବିଦ୍ୟାଶ୍ରୀ ଙ୍କ ବିଷୟ ରେ ଜାହା ଭାବୁଛନ୍ତି ତାହା ମୋଟେ ବି ସତ୍ୟ ନୁହେଁ ଏବଂ ଆପଣ ମାନଙ୍କୁ ଏମିତି ବିଦ୍ୟାଶ୍ରୀ ଙ୍କ ଉପରେ ଅଭିଯୋଗ କରିବା କଥା ନୁହେଁ , ସେମିତି ରେ ବର୍ତମାନ ସମୟ ରେ ବି ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ କୁ ନେଇ ସଂମ୍ପର୍ଣ୍ଣ ସସ୍ ପେନ୍ସ ରହି ଥିବା ବେଳେ

ଏହାକୁ ଅଧିକ ଜଟିଳ କରିବାରେ କିଛି ରାଜନୈତିକ ଲୋକ ମାନଙ୍କର ହିଁ ହାତ ରହିଛି , ଏବଂ ଯେଉଁଥି ପାଇଁ ବର୍ତମାନ ସମୟ ରେ ଏମିତି କିଛି ଭିଡ଼ିଓ ସବୁ କୁ ସୋସିଆଲ ମିଡିଆ ରେ ଭାଇରଲ କରା ଜାଉଛି , ତେବେ ଏହାକୁ ନେଇ ଆପଣ ମାନଙ୍କର କଣ ରାୟ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *