ବଡ଼ ଖବର – ମହିଳା କମ୍ପାନୀ ରେ କରୁଥିଲେ ଏଭଳି କାମ, ସବୁ ଲୋକ ଚିନ୍ତାରେ ପଡିଗଲେ

ପୁରୁଣା କୋଣ୍ଡମ୍ କୁ ଧୋଇ ଚାଲି ଥିଲା ନୂଆ କୋଣ୍ଡମ୍ ପ୍ରସ୍ତୁତି ଦରା ପଡିଲେ ମହିଳା ମାନେ , ଏହି ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢିବେ ଏହି ବିଷୟ ରେ ସଂମ୍ପର୍କ ରେ ଜାଣିବା ପାଇଁ ଆପଣ ମାନେ ଆମର ପୋଷ୍ଟ କୁ ଆପଣ ମାନେ ଗୋଟିଏ ଲାଇକ୍ କରି ଦେବେ । ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଡାଲି ଚାଉଳ ଏବଂ ଅନ୍ୟାନ ଖାଦ୍ୟ ସାମଗ୍ରୀ ରେ ଭେଜାଲ ହେଉ ଥିବାର ଆପଣ ମାନେ ନିଶ୍ଚିତ ଭାବେ ସୁଣି ଥିବେ ହେଲେ ଏଠାରେ କିଛି ଅଲଗା ପ୍ରକାରର ଭେଜାଲ ଦେଖିବା ପାଇଁ ମିଳିଛି ଜାହାକୁ ସୁଣି ଆପଣ ମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ , କାରଣ କେବେ କଣ ଆପଣ ମାନେ କୋଣ୍ଡମ୍ ଭେଜାଲ ବିଷୟ ରେ ସୁଣିଛନ୍ତି ।

ଆଜିର ସମୟ ରେ ନକଲି କଣ୍ଡମ୍ ବି ବଜାର ରେ ପ୍ରସ୍ତୁତି ଆରମ୍ଭ ହେଲାଣୀ ଆଜ୍ଞ୍ୟା ପୁରୁଣା କୋଣ୍ଡମ୍ କୁ ଧୋଇ କରି ନୂଆ ପ୍ରସ୍ତୁତି ହେଉଛି କୋଣ୍ଡମ୍ , ବେଳେ ବେଳେ ଏହି କାର୍ଯ୍ୟ କୁ ନିଜର ବ୍ୟୟବସାୟ ରୂପେ ବ୍ୟବହାର କରି ଥାନ୍ତି , ଏବଂ ସେମାନେ ଏହି ମାଧ୍ୟମ ରେ ବହୁତ ରୋଜଗାର କରନ୍ତି ଜାହା ବିଷୟ ଆପଣ ମାନେ ଭାବି ପାରିବେ ନାହିଁ । ଏମିତି ରେ ଏହି ଘଟଣା ଟି ଆଜ୍ଞ୍ୟା ଭିୟତନାମ୍ ର ବିନ୍ଦ୍ ନାମ୍ ସହର ରେ ଏମିତି ଘଟଣା ଦେଖିବା ପାଇଁ ମିଳିଛି ଏବଂ ଏହି ଦିନ ରେ ସେଠାରେ ଗୋଟିଏ ମହିଳା ଙ୍କୁ ଏହି ଅଭିଯୋଗ ରେ ଆରେଷ୍ଟ କରା ଜାଇଛି କି

ସେ ଏହି ଦିନ ରେ ନିଜ ଘରେ ନକଲି କୋଣ୍ଡମ୍ ପ୍ରସ୍ତୁତି ରେ ଲାଗି ପଡି ଥିଲା ଏବଂ ଏହାକୁ ବଜାର ରେ ସେଲିଂ ବି କରୁ ଥିଲା ଏମିତି ରେ ଗୋଟିଏ ନୁହେଁ ବରଂ ବର୍ତମାନ ସମୟ ରେ ସେ 3 ଲକ୍ଷ 57 ହଜାର କୋଣ୍ଡମ୍ ବଜାର ରେ ସେଲିଂ କରି ସାରିଛନ୍ତି ବୋଲି ସୂଚନା ରହିଛି ଏମିତିରେ ତାଙ୍କର ପଛ ରେ ଆହୁରି ବି କିଛି ମହିଳା ମାନେ ରହିଛନ୍ତି ଯେଉଁ ମାନଙ୍କ କାମ ଏହି ପୁରୁଣା କୋଣ୍ଡମ୍ କୁ ସଂଗ୍ରହ କରିବା ଏବଂ ପରେ ସେହି ସବୁ କୁ ପୂନର୍ବାର ବ୍ୟବହାର କରିବା ପାଇଁ ଯୋଗ୍ୟ କରିବା ଏମିତି ରେ ଏହି ଦିନ ରେ ଏହାକୁ ନେଇ ପୋଲିସ ସଂନ୍ଧେହ ଜାରି କରି ଏମାନଙ୍କ ଗୋଡାଉନ୍ ଉପରେ ସର୍ଚ୍ଚ କରି ଜାଣି ପାରି ଥିଲା କି

ଏମିତି ସବୁ କାଣ୍ଡ ଭିତରେ ହେଉଛି ବୋଲି, ସେମିତି ରେ ବର୍ତମାନ ସମୟ ରେ ବନ୍ଧୁଗଣ ମହିଳା ଙ୍କୁ ପୋଲିସ୍ ଗିରୋଫ କରି ଥିବା ବେଳେ ଏମିତି ଘୃନ ନିୟ କାମ କରିବା ଏବଂ ଏହି ସବୁ ଚିନ୍ତା ଧାରା ଏହି ମହିଳା ଙ୍କ ମନ କୁ କେମିତି ଆସିଲା  ସେହି ବିଷୟ ରେ କେବଳ ସେ ହିଁ କହି ପାରିବେ , ଏଏହି ନେଇ ବର୍ତମାନ ସମୟ ରେ ପୋଲିସ୍ ତାଙ୍କୁ ପଚାରା ଉଚୁରା କରି ଥିବାର ଜଣା ପଡିଛି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *