ପୁଣି ଆସିଲା ବଡ଼ ଖବର ଜେଲ୍ ଜିବେ ଅନୁଭବ ଓ ତାଙ୍କ ବାପା କେଲେ ଏମିତି ଜଘନ୍ୟ କାଣ୍ଡ

reytkjuhl

ପ୍ରକୃତ ରେ ମେଟ୍ରିକ୍ ଫେଲ୍ ରୁ ବିଜୁ ବାବୁ ହୋଇ ଥିବା ଅନୁଭବ ମହାନ୍ତି  ଯେ +2 ଫେଲ୍ ହୋଇ ଥି୍ଲେ ତାହା ଆପଣ ମାନେ ଜାଣି ନ ଥିବେ  ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଖବର କହିବା ପାଇଁ ଆସିଛୁ ଜାହା ଏହି ଦିନ ରେ ଅନୁଭବ ମହାନ୍ଚତି ଙ୍କ ପ୍ରତି ଅଡୁଆ ସୃଷ୍ଟି କରିଛି ଏହା ସହିତ ସେ ଏବଂ ତାଙ୍କର ବାପା ମାନେ ଅନୁଭବ ମହାନ୍ତି ଙ୍କ ବାପା ବି ଜେଲ୍ ଜାଇ ପାରନ୍ତି ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ ସେହିଥି ପାପଣ ମାନେ ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ. ତେବେ ଫିଲ୍ମ ମେଟ୍ରିକ୍ ଫେଲ୍ ରେ କାମ କରି ଥିବା ଅନୁଭବ ମହାନ୍ତି ପ୍ରକୃତ ରେ +2 ଫେଲ୍ ବୋଲି ଏବେ ଚର୍ଚ୍ଚା ହେଉଛିି ।rfdhtjk

ତେବେ +2 ଫେଲ୍ ହୋଇ +3 ପାସ୍ ସାର୍ଟିଫିକେଟ୍ ଦେଇ ଜାଲିଆତି କରି ଥିବା ଅଭିଯୋଗ ଆସିଛି  ପୁଣି ହୋଇଛନ୍ତି ହଟ ହଟା କିଛି ଦିନ ତଳେ ପତ୍ନୀ ବର୍ଷାଘୋରଇ ହିଂସା ର ଅଭିଯୋଗ ରେ ପିଡିତ ହୋଇ ଥିବା ଅନୁଭବ ମହାନ୍ତି । ପୁଣି ନିଜର ଯୋଗ୍ୟତା କୁ ନେଇ ଛନ୍ଦି ହୋଇ ପଡିିଛନନ୍ତି ମହାଟ୍ ଇଞିନିୟରିଂ କଲେଜ୍ କୁ ପାଠ ପଢି ଥିବା ଅନୁଭବ ଦାବୀ କରନ୍ତି , ସେହି ପରି +3 କନ୍ଦର ପୁର କଲେଜ୍ କୁ ପାସ୍ କରି ଥିବା ଦାବୀ କରନ୍ତି । ହେଲେ ପ୍ରକୃତ ରେ ଅନୂୁଭବ ହେଲେ +2 ଫେଲ୍ ବୋଲି ପୂର୍ବ ରୁ ଅଭିଯୋଗ ଆଣି ଥିଲେ ପ୍ରଦେଶ କଂଗ୍ରେସ୍ ଏହାର ପ୍ରମାଣ ବି ଏହି ଦିନ ରେ ମିଳିଛି ,grdyjytylt

ଏକ ଆର୍ ଟି ଆଇ ଫାଇଲ୍ ଅନୁସାରେ ଅନୁଭବ କଟକ ରେ +2 ବିଜ୍ଞ୍ୟାନ ଫେଲ୍ ହେବାର ଖବର ରହିଛି ସେହି ପରି ବେଳେ ଏହାକୁ ନେଇ କଂଗ୍ରେସ୍ ର ମୂଖ ପାତ୍ର ଏବଂ ସାମ୍ବାଦୀକ ସମ୍ବୀଳନୀ ରେ ଅନୁଭବ ନିଜର ଶିକ୍ଷା ଗତ ଯୋଗ୍ୟତା କୁ ନେଇ ମମିଥ୍ୟା ତଥ୍ୟ ଦେଇଛନ୍ତି ବୋଲି ସେହି ପରି ଅନୁଭବ ମହନ୍ତି ଙ୍କ ବାପା ବି ଜାଲିଆତି କରି ଥିବା ର ଖବର ରହିଛି । ଏବଂ ତାଙ୍କର ବାପା ଙ୍କ ନାମ ରେ ବରିଷ୍ଟ ସାମ୍ବାଦିକ ନବିନ୍ ଦାସ୍ ଖୋଲାସା କରିଛନ୍ତି କି ଅନୁଭବ ଙ୍କ ବାରା ସେହି କନ୍ଦର ପୁର କଲେଜ୍ ର ପ୍ରିନ୍ସପାଲ ଥିଲେ। ଏପରି କି ସେ ଜାଲି ସେ ଜାଲି ସାର୍ଟି ଫିକେଟ୍ ଦେଇ ଥିବାର ଖବର ରହିଛି ,hdtjkss

ଏକ ଅଭିଯୋଗ ଆସିଛି ସେ କନ୍ଦର ପୁର କଲେଜ୍ ର ପ୍ରିନ୍ସପାଲ ଥିଲେ ଏବଂ ଏବେ ଏହାକୁ ନେଇ କ୍ଲାରିଫି କେସନ ହୋଇଛି କି କୈଣସି ବି ରିଫ୍ରେସ୍ କୋର୍ସ ସେହି ସମୟରେ ଇସୁ ହୋଇ ନାହିଁ ତେବେ ଏହି ଭଦ୍ର ବ୍ୟକ୍ତି କେମିତି ସେଠୁ ଡିଗ୍ରୀ ହାସଲ କରିଲେ ଏବଂ ବିନା +2 ପାସ୍ ସାର୍ଟିଫିକେଚ ରେ ତେବେ ଏହି ସଂମ୍ପର୍କ ରେ ଆପଣ ମାନଙ୍କ ମତ କଣ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *