ବଡ଼ ଖବର – ପୋଲିସ କରୁଥିଲା କିଛି ଏଭଳି କାମ ଯାହା ଜାଣିଲେ ଆପଣମାନେ ମଧ୍ୟ ରାଗିଯିବେ

ବନ୍ଧୁଗଣ ଭିଡିଓ ଟି ବର୍ତମାନ ସମୟ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ସର୍ବ ସାଧାରଣ ସ୍ଥାନ ରେ ପୋଲିସ୍ କର୍ମି ଯୁବତୀ ଙ୍କ ସହହିତ କରୁ ଥିଲେ ରାସ ଲୀଳା ତେବେ ଆପଣ ମାନେ ଏହି ବିଷୟ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ତଥା ସେହି ଭିଡ଼ିଓ କୁ ଦେଖିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ସେହି ବିଷୟ ରେ ଜାଣି ପାରିବେ । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ବର୍ତମାନ ସମୟ ରେ ଉତ୍ତର ପ୍ରଦେଶ ର ପୋଲିସ୍ କୁ ନେଇ ଏମିତି ଘଟଣା ଏବଂ ଭିଡ଼ିଓ ସାମ୍ନା କୁ ଆସିଛି ଜାହା ଦେଖିଲେ ଆପଣ ମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ ଏବଂ ଆପଣ ମାନେ ବି ନ୍ୟାୟ ନିଶ୍ଚିତ ମାଗିବେ

, ସେମିତି ରେ ଦେଖିବା ପାଇଁ ଗଲେ ଉତ୍ତର ପ୍ରଦେଶ ର ପୋଲିସ୍ ସେମାନଙ୍କ ନାମ ଏବଂ କାର୍ଯ୍ୟ କଳାପ ପାଇଁ ସବୁ ବେଳେ ଚର୍ଚ୍ଚା ରେ ରହି ଥିବା ବେଳେ ଏବେ ସେମାନେ ଏମିତି କାର୍ଯ୍ୟ କରି ଦେଇଛନ୍ତି ଜାହା ଲୋକ ଲୋଚନ ରେ ଭାଇରଲ ହେବାରେ ଲାଗିଛି । ଏବଂ ସେମାନଙ୍କ କାର୍ଯ୍ୟ କଳାପ ଉପରେ ଲୋକ ମାନେ ପ୍ରଶ୍ନ ବାଚୀ ଉଠାଉଛନ୍ତି , ଏବଂ ଏହି ଘଟଣା ଅନୁସାରେ ଉତ୍ତର ପ୍ରଦେଶ ର ପୋଲିସ୍ ଦିନ ଦୁଇ ପହରେ ଜଣେ ଯୁବତୀ ଙ୍କ ସହିତ ରାସ ଲୀଳା କରୁ ଥିବାର ଦେଖିବା ପାଇଁ ମିଳି ଥିଲା

ଏବଂ ଏଠାରେ ସାଧାରଣ ଜନତା ଙ୍କ ପ୍ରଶ୍ନ ରହିଛି ପୋଲିସ୍ ଜଣଙ୍କ ନିଜର ପୋଶାକ ରେ ରହି କରି କେମିତି ଭାବେ ଏମିତି କାମ କରି ପାରୁଛନ୍ତି ବୋଲି ।ଜାହା ଉପରେ ବର୍ତମାନ ସମୟ ରେ ଉତ୍ତର ପ୍ରଦେଶ ପୋଲିସ୍ ତଦନ୍ତ ଆରମ୍ଭ କରିବା ସହିତ ସେହି ପୋଲିସ୍ ଫେରାର୍ ରହି ଥିବା ବେଳେ ତାଙ୍କୁ ଖୋଜି ଥିବାର ଜଣା ପଡିଛି । ଏବଂ ଯୁବତୀ ଜଣଙ୍କ ଏବେ ଏତଲା ଦେଇ ଥିବାର ଜଣା ପଡିଛନ୍ତି ଏବଂ ଭାଇରଲ ହେଉ ଥିବା ଭିଡ଼ଓ ରେ ପୋଲିସ୍ କର୍ମି ଜଣଙ୍କ ତାଙ୍କର କମ୍ପଲେନ୍ ନେବା ପାଇଁ ତାଙ୍କ କାନ୍ଧ ଉପରେ ହାତ ପକେଇବା ସହିତ ତାଙ୍କ ସହିତ ରାସ ଲୀଳା କରୁ ଥିବାର ଦେଖା ଜାଇ ଥିବା ବେଳେ

ଏହାର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି , ବର୍ତମାନ ସମୟ ରେ ଏହି ବିଷୟ ବସ୍ତୁ କୁ ନେଇ ବହୁତ ପରିମାଣ ରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଏଠାରେ ପ୍ରଶ୍ନ ଆଇନ୍ ଉପରେ ବି ଉଠିବାରେ ଲାଗିଛି କି କଣ ପାଇଁ ଏହି ପରି ଆଇନ୍ ର ରକ୍ଷ୍ୟକ ମାନେ ସୁଧୁରୁ ନାହାଁନ୍ତି ତେବେ ଆପଣ ମାନଙ୍କର ଏହାକୁ ନେଇ ମତ କଣ ରହିଛି ଆପଣ ମାନେ କମେଣ୍ଟ କରି ଜଣେଇ ଦିଅନ୍ତୁ ।

Love To Share

Leave a Reply

Your email address will not be published. Required fields are marked *