ବଡ଼ ଖବର – ପୁରୁଣା ମୁଦ୍ରା କିମ୍ବା ନୋଟ ଥିଲେ ଆପଣଙ୍କ ମିଳିବ ୫ ଲକ୍ଷ ଟଙ୍କା , କେମିତି ପାଇବେ ଜଲ୍ଦି ଦେଖନ୍ତୁ !!

ବନ୍ଧୁଗଣ ପୁରୁଣା ନୋର୍ଟ ବା ମୂଦ୍ରା ରହି ଥିଲେ ଆପଣ ମାନଙ୍କୁ ମିଳିବ 5 ଲକ୍ଷ ଟଙ୍କା । ତେବେ କେମିତି ମିଳିବ ଜାଣନ୍ତୁ ଏବଂ ଏହା ପାଇଁ ଆପଣ ମାନଙ୍କୁ କଣ କରିବା ପାଇଁ ପଡିବ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପୂର୍ବ ରୁ ଆପଣ ମାନେ ନିଶ୍ଟିତ ଭାବେ ଆମ ପୋଷ୍ଟ କୁ ଶେଷ ଯାଏ ପଢ଼ି ନିଅନ୍ତୁ । ତେବେ ଆପଣ ମାନଙ୍କ ପାଖରେ ଯଦି ଗୋଟିଏ 50 ଟଙ୍କା ର ପୁରୁଣା ନୋର୍ଟ ରହିଛି ତେବେ ତେବେ ଆପଣ ମାନେ ବିକ୍ରୀ କରିଲେ ଆପଣ ମାନଙ୍କୁ 20 ହଜାର ଟଙ୍କା ମିଳିବ ।

ସେହି ପରି ଆପଣ ମାନଙ୍କ ପାଖରେ ଯଦି 10 ପଇସା ର କୟେନ୍ ରହି ଥିବ ତେବେ ଆପଣ ମାନଙ୍କୁ ଏହି 10 ପଇସା କୟେନ୍ ଏବଂ 25 ପଇସା କୟେନ୍ ପାଇଁ 70 ହଜାର ଟଙ୍କା ମିଳିବ ।

10 paisa

ସେହି ପରି ବନ୍ଧୁଗଣ ଆପଣ ମାନଙ୍କ ପାଖରେ 1 ଟଙ୍କିଆ ନୋର୍ଟ ରହି ଥିବ ପୁରୁଣା ଯେଉଁ ଥିରେ ଅଶୋକ ସ୍ତମ୍ଭ ର ଆକୃତି ରହି ଥିବ ତେବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ 80 ହଜାର ଟଙ୍କା ମିଳି ଯିବ । ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଏକ ଟଙ୍କିଆ ନୋର୍ଟ ର ରଙ୍ଗ ସଂମ୍ପର୍ଣ୍ଣ ଲାଲ୍ ରଙ୍ଗ ର ହୋଇ ଥିବା ଆବଶ୍ୟକ ଅଟେ ।

ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଏହି ପରି ମୂଦ୍ରା ଏବଂ ନୋର୍ଟ କୁ ବହୁତ ପରିମାଣ ରେ ଖୋଜୁ ଥିବା ବେଳେ ଯଦି ଆପଣ ମାନଙ୍କ ପାଖରେ ରହିଛି ତେବେ ଆପଣ ମାନେ ବି ୱର୍ଲ ଇକୋନୋମି ର ଅଫିସିଆଲ ୱେବସାଇଟ୍ କୁ ଜାଇ ସେଠାରେ ଆପଣ ମାନେ ସେଲ୍ କରି ବହୁତ ଗୁଡିଏ ଟଙ୍କା ଆୟ କରି ପାରିବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *