ବଡ଼ ଖବର ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ ଏହି ସବୁ ଜିଲ୍ଲା କୁ ପ୍ରବଳ ବର୍ଷା ସମ୍ଭାବନା

ବନ୍ଧୁଗଣ ଏବେ ଏବେ ପାଣି ପାଗ ପକ୍ଷ ରୁ କିଛି ନୂଆ ରିପୋର୍ଟ ଜାରି ହୋଇଛି, ଆପଣ ମାନେ ଜାଣି ଥିବେ ଏହି ଦୁଇ ଦିନ ତଳେ ଏକ ଲଘୁଚାପ ର ପ୍ରଭାବ ଜାଇଛି । ସେହି ପରି ଆଜି ଏକ ଘୂର୍ଣିଂ ବଳୟ ଯୋଗୁଁ 10 ଜିଲ୍ଲା କୁ ୟୋଲ ୱାର୍ଣିଂ ଜାରୀ ହେବା ସହିତ ପ୍ରବଳ ମାତ୍ରା ରେ ବର୍ଷା ହେବାର ରହିବା ସହିତ ଘଡ ଘଡି ର ସୂଚନା ରହିଛି , ତେବେ କଣ ରହିଛି ଆଞ୍ଚଳିକ ପାଣି ପାଗ ପକ୍ଷ ରୁ ସୂଚନା ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ , ଆଗାମୀ 24 ଘଣ୍ଟା ମଧ୍ୟ ରେ ଉତ୍ତର ଓଡ଼ିଶା ର କିଛି ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣି ପାଗ ବିଭାଗ , ଏହିଥି ପାଇଁ 13 ଜିଲ୍ଲା କୁ ୟୋଲ ୱାର୍ଣିଂ ଜାରୀ କରିଛି । ପାଣି ପାଗ ର ସୂଚନା ଅନୁସାରେ ଆଜି ଉତ୍ତର ଓଡ଼ିଶା ର ଏବଂ ଦକ୍ଷିଣ ଓଡ଼ିଶା ରେ ବିଭିନ୍ନ ସ୍ଥାନ ରେ ପ୍ରଚୁର ପରିମାଣ ରେ ବର୍ଷା ହୋଇ ପାରେ , ପଶ୍ଚିମ ଓଡିଶା ର କିଛି ସ୍ଥାନ ରେ ହାଲ୍କା ଏବଂ ମଧ୍ୟମ ଧରଣ ର ବର୍ଷା ହୋଇ ପାରେ । ବିଷେଶ କରି ଆଗାମୀ 24 ଘଣ୍ଟା ମଧ୍ୟ ରେ ନୂଆ ପଡା , ବଲାଙ୍ଗୀର , ସୋନପୁର ଜିଲ୍ଲା ରେ ପ୍ରବଳ ବର୍ଷା ହୋଇ ପାରେ , ଗତ କାଲି ପାଇଁ ନବରଙ୍ଗ ପୁର , ରାୟଗଡା , କନ୍ଧମାଳ , କଳାହାଣ୍ଡୀ , ନୟାଗଡ ବାଲେଶ୍ୱର , ଭଦ୍ରକ , ମୟୁରଭଞ ଆଦି ଦିଲ୍ଲା କୁ ଏହି ୱାର୍ଣିଂ ଜାରୀ କରିଛି ଏହା ବ୍ୟତିତ କିଛି ସ୍ଥାନ ରେ ବିଜୁଳୀ ଘଡ ଘଡି ର ସୂଚନା ରହିଛି । ଏହି କାରଣ ରୁ ନୂଆ ପଡା , ବଲାଙ୍ଗୀର , ବରଗଡ , ଝାଡସୁଗୁଡା , ସୁନ୍ଦର ଗଡ , ସମ୍ବଲପୁର, ଦେଓଗଡ, କେଉଁଝର , ଅନୁଗୁଳ , ମୟୁରଭ଼ଞ , ବାଲେଶ୍ୱର , ଭଦ୍ରକ , ଏବଂ କନ୍ଧମାଳ ଜିଲ୍ଲା କୁ ୟୋଲ ୱାର୍ଣିଂ ଜାରି କରିଛି ।ଏହି ସବୁ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବା ସହିତ ବିଜୁଳୀ ଘଡ ଘଡି ର ବି ସମ୍ଭାବନା ରହିଛି ।ସେହି ପରି ଭାବେ ଏହି ଦିନ ରେ ଏହି ଲଘୁଚାପ କୁ ନେଇ ସତର୍କ ବାଣୀ ଦେଇ ଥିବା ବେଳେ ଏହି ରାଜ୍ୟ ରେ ପାର୍ବଣ ଋତୁ ରହି ଥିବା ବେଳେ ଏହାକୁ ନେଇ ଏହି ମାସ ଟି ସଂମ୍ପର୍ଣ୍ଣ ଭାବେ ବର୍ଷା ଦେଖିବା ପାଇଁ ମିଳିବା ସହିତ ରାଜ୍ୟ ର ଉପକୂଳ ବର୍ତି ଜିଲ୍ଲା ମାନଙ୍କରେ ମତ୍ସ୍ୟ ଜିବୀ ମାନଙ୍କୁ ସମୁଦ୍ର ମଧ୍ୟ କୁ ଏହି ଦିନ ରେ ଯିବାକୁ ମନା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗ , ତେବେ ବନ୍ଧୁଗଣ ଏହି ସବୁ ଜିଲ୍ଲା ମାନଙ୍କ ମଧ୍ୟ ରୁ ଆପଣ ମାନଙ୍କ ଜିଲ୍ଲା କେଉଁ ଜିଲ୍ଲା ଆପଣ ମାନେ ଆମକୁ କମେଣ୍ଟ କରି ଜଣେଇ ଦେବେ ।

Love To Share

Leave a Reply

Your email address will not be published. Required fields are marked *