17 ବର୍ଷ ବୟସ ରେ କୋଟି କୋଟି ଟଙ୍କା ର ମାଲିକାଣୀ ହୋଇଛନ୍ତି ଏହି ଅଭିନେତ୍ରୀ

hgygjgki

ଟେଲେଣ୍ଟ ବହୁତ ବଡ ଜିନିଷ ହୋଇ ଥାଏ । ଯେଉଁ ଥିରେ ଲୋକ ମାନେ ସ୍ଥଳ ଭାଗ ରୁ ଆକାଶ ପର୍ଯ୍ୟନ୍ତ ପହଁଚି ଜାଇ ଥାନ୍ତି । ଏବଂ ଏହି ଟେଲେଣ୍ଟ କୈଣସି ବି ବୟସ ର ଲୋକ ମାନଙ୍କ ମଧ୍ୟ ରେ ରହି ଥାଇ ପାରେ ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା ଆମେ ଆପଣ ମାନଙ୍କୁ ସେମିତି ହିଁ ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ଯିଏ ଆଜିର ଦିନ ରେ କୋଟି କୋଟି ଟଙ୍କା ର ମାଲିକାଣୀ ହୋଇ ଥିବା ବେଳେ ତାଙ୍କର ବୟସ ମାତ୍ର 17 ବର୍ଷ ରହିଛି । ଏହା ସୁଣି ଆପଣ ମାନେ ବହୁତ ଆଶ୍ଟର୍ଯ୍ୟ ନଶ୍ଚିତ ଭାବେ ହେଉ ଥିବେ ।fdhbcgyjkm

ଏହା କିନ୍ତୁ ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ ଆମେ ଆପଣ ମାନଙ୍କୁ ଏଠାରେ ସେହି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ । 17 ବର୍ଷ ବୟସ ରେ କୋଟି କୋଟି ଟଙ୍କା ର ମାଲିକାଣୀ ହୋଇଛନ୍ତି । 9 ଅଗଷ୍ଟ 2002 ରେ ଜନ୍ମ ଗ୍ରହଣ କରି ଥିବା ଜନ୍ନତ୍ ଜୁବୀର୍ ରେହେମାନୀ ଜି ଟିଭଇ ର ସୋ ତୁ ହେ ଆଶିକି ରୁ ନିଜର କେରିଅର ଆରମ୍ଭ କରି ଥିବା ବେଳେ ଆଜିର ଦିନ ରେ ନିଜ ଛୋଟ ଭାଇ ସହିତ ବହୁତ ସମୟ ରେ ଟିକ ଟକ୍ ଭିଡ଼ିଓ ତିଆରୀ କରୁ ଥିବାର ଦେଖିବା ପାଇଁ ମିଳି ଥାନ୍ତି । ତେବେ ତାଙ୍କର ସୁନ୍ଧରତା ବିଷୟ ରେ ଆପଣ ମାନଙ୍କୁ କହିବୁdgvdtfjy

ତେବେ ଆପଣ ମାନେ ଯଦି ବେଳେ ଦେଖିବେ ତେବେ ନିଶ୍ତିତ ଭାବେ ଆପଣ ମାନଙ୍କ ହାର୍ଟ ସେହି ସୁନ୍ଦରତା ରେ ହଜି ଯିବ । ଏମିତି ରେ ଏହି ଦିନ ରେ ଗୋଟିଏ ଚର୍ଚ୍ଚା ର ବିଷୟ ସାମ୍ନା କୁ ଆସି ଥିବା ଦେଖିବା ପାଇଁ ମିଳିଛି । ଆପଣ ମାନଙ୍କୁ ସୂଚନା ଦେବୁ କି । ଏହି ଦିନ ରେ ଜନ୍ନତ୍ ଜୁବୀର୍ ରେହେମାନୀ ଗୋଟିଏ ସାଧାରଣ ଯୁବକ ଙ୍କ ପ୍ରେମ ରେ ପଡି ଥିବା ଦେଖିବା ପାଇଁ ମିଳିଛନ୍ତି , ବର୍ତମାନ ସମୟ ରେ ଫଜଲ୍ ସେଖ୍ ଙ୍କୁ ସେ ଡେଟ୍ କରୁ ଥିବା ବେଳେ ଏମାନଙ୍କ ଏହି ସଂମ୍ପର୍କ ବାସ୍ କିଛି ଦିନ ର ରହିଛି ବୋଲି ଦେଖିବା ପାଇଁ ମିଳିଛି ।sdgfdthjyu

ବର୍ତମାନ ସମୟ ରେ ସୋସିଆଲ ମିଡିଆ ଏବଂ ଟିକ୍ ଟକ୍ ଭଳି ପ୍ଲାର୍ଟ ଫର୍ମ ରେ ବହୁତ ପରିମାଣ ରେ ଭାଇରଲ ରହି ଥିବା ଏହି ଅଭିନେତ୍ରୀ ଙ୍କ ନିଜର ପିତା ମାତା ଙ୍କ ସଂମ୍ପତୀ କୁ ଛାଡି ଦେଲେ ନିଜର ସଂମ୍ପତୀ 10 କୋଟି ରୁ ଉର୍ଦ୍ଧ ଟଙ୍କା ର ରହି ଥିବା ବେଳେ ତାଙ୍କର ଆୟ ପ୍ରତ୍ୟେକ ସୁଟ୍ ଉପରେ 1 ରୁ 1.5 କୋଟି ଟଙ୍କା ସେ ନେଇ ଥାନ୍ତି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *