ଏହି ଅଭିନେତା ମାନେ ଏବେ ଆଉ ଦୁନିଆଁ ରେ ନାହାଁନ୍ତି 2020 ରେ ମରିଛନ୍ତି ଏହି ନାମୀ ଦାମୀ ଅଭିନେତା

jgygrthtjuftuj

2020 ଛଡେଇ ନେଲାଣୀ ଓଲିଉଡ ର ବହୁତ କଳାକାର ଏହି ଦିନ ରେ କୋରନା ତାଣ୍ଡବ ରଚି ଥିବା ବେଳେ ଓଡ଼ିଆ ସିନେ ଜଗତ ଉପରେ ସତେ ଯେମିତି କାହାର ଅଶୁଭ ନଜର ପଡିଛି । ଓଡ଼ିଆ ସିନେମା ଜଗତ ରେ ବହୁତ ନାମୀ ଦାମୀ କଳାକାର ମାନେ ଆମକୁ ଛା଼ଡି ଚାଲି ଗଲେଣୀ , ସମ୍ୟରଂଢନ ପଣ୍ଡା ଅରଫ୍ ଚଞ୍ଚ  25 ଏପ୍ରିଲ 2020 ରେ ଏହି ଲୋକ ପ୍ରିୟ ହାସ୍ୟ ଅଭିନେତା ଆମକୁ ଛାଡି ପଳେଇ ଜାଇ ଥିଲେ  ଦିର୍ଘଦିନ ଧରି କର୍କଟ ରୋଗ ରେ ଚିକିତ୍ସିତ ହେଉ ଥିବା ବେଳେ 25 ଏପ୍ରିଲ ଅପରାହ୍ନ ରେ ସେ ଛାଡି ଜାଇ ଥିଲେ ।

ସେହି ପରି 2020 ରେ ଓଡ଼ିଆ ସିନେମା ର ବାଦସାହ ତଥା ବଜୟ ମହାନ୍ତି ଙ୍କ ଦେହ ହାନ୍ତ ହୋଇ ଥିଲା । ବିଜୟ ଙ୍କ ଅକାଳ ବିୟୋଗ ବେଳକୁ କେବଳ ଓଡ଼ିଶା ନୁହେଁ ବରଂ ସାରା ଭାରତ କୁ ସ୍ତବ୍ଧ କରି ଦେଇ ଥିଲା । କାରଣ ସେ ଯେଉଁ MSD ରୁ ପାସ୍ କରି ଥିଲେ ସେହି ସମୟ ରେ ବହୁତ ଜାତୀୟ ସ୍ଥର ରେ କଳାକାର ମାନେ ପାସ୍ କି ଥିଲେ ଏବଂ ସେମାନେ ସବୁ ବଜୟ ମହାନ୍ତି ଙ୍କୁ ଜାଣି ଥିଲେ । ସେ କିଛି ଦିନ ହାଇଦ୍ରା ବବାଦ୍ ରେ କିଛି ଦିନ ଚିକିତ୍ସସିତ ହେଉ ଥିବା ବେଳେ କିଛି ଦିନ ପରେ ଭବନେଶ୍ୱର ଆସି ଥିଲେ ଏବଂ ପରେ ତାଙ୍କର ଦେହାନ୍ତ ହୋଇ ଥିଲା ।

ସେହି ପରି 7 ଜୁଲାଇ 2020 ବହୁତ ଚର୍ଚିତ ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ହୋଇ ଥିଲା । ଅଜିତ୍ ଦାସ୍ ସେପ୍ଟେମ୍ବର 13 ରେ ଓଲିଉଡ ର ଆଉ ଜଣେ ବରିଷ୍ଟ ତଥା କଳାକାର ଙ୍କ କୋରନା ରେ ମୃତ୍ୟୁ ହୋଇ ଥିଲା 28 ଜୁଲାଇ 2020 ରେ ଓଡ଼ିଆ ଆଲବମ୍ କୁଇନ୍ ଦିପା ସାହୁ ସମସ୍ତ ଙ୍କୁ ପର କରି ଆରପାରି କୁ ଚାଲି ଜାଇ ଥୁଲେ , ସ୍ୱଅସ୍ ହସ୍ପିଟାଲ ରେ ଚିକିତ୍ସା ଧିନ ଅବସ୍ଥା ରେ ତାଙ୍କର ଅକାଳ ବିୟୋଗ ଘଟି ଥିଲା , ଦିର୍ଘ ଦିନ ଧରି ସେ ଗର୍ଭାଶୟ କର୍କଟ ରେ ପୀଡିତ ରହି ଥିଲେ ।

ସେହି ପରି 12 ସେପ୍ଟେମ୍ବର ରେ ଯାତ୍ରା ଜଗତ ର ତର୍ଚ୍ଚିତ ଖଳନାୟକ ବିକୁ ସେଟ୍ ବା ମହେନ୍ଦ୍ର ଦାସ୍ ଙ୍କ 55 ବର୍ଷ ରେ ମୃୃତ୍ୟୁ ହୋଇଛି , ସେମିତି ରେ ପୂର୍ବ ରୁ ଆପଣ ମାନେ ଜାଣି ଥିବେ ଏମିତି ବହୁତ ଅଭିନେତା ଯେମିତି ଦେବୁସ୍ , ହର ପଟ୍ଟନାୟକ , ମୀନକେତନ , ଏବଂ ଆମର କିଛି ଦିନ ତଳେ ପ୍ଦୀପ ମହାରଥୀ ଯିଏ କି ସୁନାମ ଧନ୍ୟ ଯାତ୍ରା ଜଗତ ର ମାଲିକ ଥିଲେ ତେବେ ଏମିତି କିଛି ଓଲିଉଡ ର କଳାକାର ମାନେ ଜାଇ ସାରିଛନ୍ତି

ଜାହା ପାଇଁ ବର୍ତମାନ ସମୟ ରେ ଓଲିଉଡ ଇଣ୍ଡଷ୍ଟ୍ରୀ ସେମାନଙ୍କୁ ବହୁତ ମାତ୍ରା ରେ ଝୁରୁଛି ମଧ୍ୟ  ଏମାନଙ୍କ ମଧ୍ୟ ରୁ ଆପଣ ମାନେ କାହାକୁ ବେଶୀ ପସନ୍ଦ କରନ୍ତି କମେଣ୍ଟ କରିବେ ଏବଂଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *