ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଆପଣ ମାନଙ୍କ ପାଇଁ ଆସି ଯାଇଛି ଆଉ ଏକ ବଡ ସୁଚନା ଯାହାକି ହେଉଛି କୃଷକ ମାନଙ୍କ ପାଇଁ ବହୁତ ବଡ ଖୁସି ଖବର ଡିସେମ୍ବର 25 ତାରିଖ ରେ ମିଳିବା କି ଯାଉଛି କିଷାନ ଯୋଜନାର ୭ମ କିସ୍ତି ର ଟଙ୍କା ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି କିଷାନ ଯୋଜନା ହେଇଛି କୃଷି ମାନଙ୍କ ପାଇଁ ହୋଇଥିବା ଏକ ଯୋଜନା ଯେଉଁ ଥିରେ କି କୃଷକ ମାନଙ୍କୁ ବର୍ଷ ଟାରେ 3 ଥର 2000 ଟଙ୍କା ଲେଖାଏଁ କିସ୍ତି ମିଳିଥାଏ ଠିକ ସେହିଭଳି ଆସନ୍ତା କାଲି ଆପଣ ମାନଙ୍କୁ ମିଳିବାକୁ ଯାଉଛି 2000 ଟଙାକା ଅର୍ଥାତ୍ ଆପଣ ହ୍କ ଖାତା ରେ କାଲି ଜମା ହେବାକୁ ଯାଇଛି
2000 ଟଙ୍କା ଆଉ ଯାହାକି ଆପଣ ଙ୍କ ର ପ୍ରୀୟ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନ ମନ୍ତ୍ରୀ କିଷାନ ସୋମନତି ଯୋଜନା ଅର୍ଥାତ୍ ପିଏମ କିଷାନ ଯୋଜନା ରେ ଅର୍ଥ ପାଇବାକୁ ଯାଉଥିବା କୃଷକ ମାନଙ୍କ ପାଇଁ ଏହା ଏକ ବହୁତ ବଡ ଖୁସି ଖବର ଆସି ଯାଇଛି ଯାହାକି ଚଳିତ ମାସ 25 ରେ କେନ୍ଦ୍ର ସରକାର ଏହି କୃଷକ ମାନଙ୍କୁ ଏହି ପିଏମ କିଷାନ ଯୋଜନା ରେ ବାବଦ ରେ 7ମ କିସ୍ତି ଅର୍ଥ ପ୍ରଦାନ କରିବେ ଏବାକି ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟ ରେ ସୁଚନା ଦେଇଛନ୍ତି ପୁର୍ବତ୍ତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରି ବାଜପେଇ ଙ୍କ ଦନ୍ମ ତିଥି ଅବଶର ରେ ଏହି ଦିନ ରେ କୃଷକ ଙ୍କ କୁ ଅର୍ଥ କିସ୍ତି ପ୍ରଦାନ କରା ଯିବ
ଫଳ ରେ କୋଟି କୋଟି କୃଷକ ଏହି ଯୋଜନା ରେ ସଫଳ ପାଇ ପାରିବେ ତେଣି ଆପଣ ଯଦି ଏହି ଯୋଜନା ରେ ଅନ୍ତର୍ଭୁକ୍ତ ଅଛନ୍ତି ନା ନାହିଁ ଜାଣିବା ପାଇଁ ଆପଣ ପ୍ରଥମେ PM KISHAN .GOV.IN ରେ ଯାଇ ଆପଣ ଏହି ସାଇଟ ରେ ଆପଣ ସେଠାରେ ଥିବା ବେନିଫିସାରି ଲିଷ୍ଟ ରେ ଗଲା ପରେ ଆପଣ ସେଥିରେ ଆପଣ ଙ୍କ ର ଜିଲ୍ଲା ଏବଂ ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ର ନାମ ଦେଇ କୃଷକ ଙ୍କ ନାମ ତାଲିକା ରେ ଆପଣ ଆପଣ ଙ୍କର ନାମ ଦେଖି ପାରିବେ ତେବେ ଏହି ଲିଷ୍ଟ ରେ ଆପଣ ଙ୍କ ର ନାମ ରହିଥିଲେ ଆପଣ ମାନଙ୍କୁ ମଧ୍ୟ ଏହି ପିଏମ କିଷାନ ଯୋଜନା ର 7 ମ କିସ୍ତି ଆଇ ଆପଣ ମାନଙ୍କୁ ଏହି କିସ୍ତି ଆସନ୍ତା 25 ତାରିଖ ରେ ମିଳିବାକୁ ଯାଉଛି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।