ଝିଅ କୁ ଏହି କଥା ଥରେ କହି ଦେଖ ତୁମ ପ୍ରେମ ରେ ସେ ନିଶ୍ଚିତ ଫସିବେ

fgbfyjyugk

ଝିଅ ମାନେ ପୁଅ ଙ୍କ ମୁହଁ ରୁ ତାରିଫ୍ ସୁଣିବା ପାଇଁ ସବୁ ବେଳେ ଚେଷ୍ଟା କରି ଥାନ୍ତି ଏବଂ ସେହି ମାନଙ୍କୁ ହିଁ ଝିଅ ମାନେ ବେଶୀ ପସନ୍ଦ କରନ୍ତି । ହେଲେ ଏଠାରେ ଆପଣ ମାନଙ୍କୁ ଜାଣିବା ଦରକାର ଝିଅ ର କେଉଁ ଅଙ୍ଗ କୁ କେତେ ବେଳେ ତାରିଫ୍ କରିବା ପାଇଁ ପଡିବ ସେମିତି ରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଝିଅ ଯେତେ ରାଗି ଥିଲେ ବି କେଉଁ କାମ କଲେ ଝିଅ ମାନେ ଆପଣ ମାନଙ୍କ ଉପରେ ତାରିଫ୍ କରି ରହି ପାରିବେ ନାହିଁ । ପ୍ରଥମେ ହେଲା ଚେହେରା ବା ଲୁକ୍ ଦେଖି ତାରିଫ୍ କରିବା । ଝିଅ ମାନେ ସବୁ ବେଳେ ନିଜକୁ ବହୁତ ସୁନ୍ଦର ଭାବେ ସଜେଇବା ପାଇଁ ଭଲ ପାଆନ୍ତି ।dfbhhfycjn

ସେମିତି ରେ ଝିଅ ଯେତେ ବେଳେ ଆପଣ ମାନଙ୍କ ସାମ୍ନା କୁ ଆସିବ ତେବେ ସେହି ସମୟ ରେ ଆପଣ ମାନେ କୁହନ୍ତୁ କି ସେମିତି ରେ ତୁମର ମୁହଁ ସବୁ ବେଳେ ସୁନ୍ଦର ଥାଏ  କିନ୍ତୁ ଆଜି ସବୁଠୁ ଅଧିକ ସୁନ୍ଦର ଦୁସୁଛି ତୁମ ଗାଲ ବାର୍ବି ଡଲ୍ ପରି ଲାଗୁଛି ଏବଂ ତୁମେ ଏତେ ସୁନ୍ଦପ ଦେଖା ଯାଉଛ ଯେ ତୁମକୁ ଦୁଇ ଚାରିଟା କିସ୍ ଦେଇ ଦେବା ପାଇଁ ଇଚ୍ଛା ହେଉଛି । ସେମିତି ରେ ଦୁଇ ରେ ହେଲା ଓଠ ତୁମର ଏହି ଓଠ ସବୁ ଠାରୁ ବେଶୀ ସୁନ୍ଦର । ଏହି ସୁନ୍ଦର ଓଠ ରେ ତୁମେ ପିଙ୍କ୍ କଲର ଲିପଷ୍ଟିକ୍ ଲଗେଇ ଦେଲେ ତୁମେ ପୁରା ପରି ଭଳି ଦେଖା ଯାଅ ତୁମରdsfdghgf

ଏହି ଓଠ ରେ କିସ୍ କଲେ ମୁଁ ପୂରା ରୋମାଣ୍ଟିକ୍ ହୋଇ ଯାଏ ସେହି ପରି ତିନି ନମ୍ବର ହେଲା ହେୟାର ଷ୍ଟାଇଲ୍ ଏହି କଥା କୁ ସୁଣିବା ପାଇଁ ସବୁ ଲୋକ ମାନେ ବ୍ୟାକୂଳ ହୋଇ ଥାନ୍ତି । ସେମିତି କେବଳ ଆପଣ ମାନଙ୍କୁ ସେମାନଙ୍କ ହେୟାର ଷ୍ଟାଇଲ୍ କୁ ପ୍ରଶଂସା କରିବା ପାଇଁ ପଡିବ ତେବେ ଦେଖିବେ ସେହି ଝିଅ ଆପଣ ମାନଙ୍କୁ ପ୍ରସଂଶା ର ପାତ୍ର ହୋଇ ଯିବ ଏବଂ ଆପଣ ମାନଙ୍କୁ ନିଜ ମନ ରେ ସ୍ପେସିଆଲ ଫିଲ୍ କରେଇବ ଏବଂ ସେମିତି ବେଳେ ଆପଣ ମାନେ ନିଜର ଲଭର ଏମିତି କହିଲେ ଆପଣଙ୍କ ପ୍ରତି ରହି ଥିବା ପ୍ରେମ ବି ବଢିବ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *