ଦେହ ବ୍ୟପାର କରୁଥିବା ସ୍ଥାନ ରୁ ଝିଅ କୁ ଉଦ୍ଧାର କରି ବିବାହ କରିଛନ୍ତି ଏହି ଯୁବକ , ଏମିତି ପ୍ରେମ କାହାଣୀ ଶୁଣି ଆପଣ ଙ୍କ ଆଖି ରୁ ଲୁହ ଆସି ଯିବ ।

Untitled-1

ଆଜି ଆମର ସମାଜ ବହୁତ ଆଗକୁ ଯାଇ ପାରି ଥିଲେ ମଧ୍ୟ କେଉଁଠି ନା କେଉଁଠି ଏମିତି କିଛି କାମ ସବୁ ହୋଉଊଛି ଯାହା କି ସେ ସବୁ ର ସମସ୍ୟା ର ସମାଧାନ ହୋଇ ପାରୁ ନାହିଁ  କି ସେହି ସବୁ କାମ ର ଅନ୍ଦାଜା କାହାକୁ ବି ଜଣା ପଡୁ ନାହିଁ  ଆଜି ର ଏହି ସମାଜ ରେ କେହି କାହାର ଦୁଃଖ ବୁଝିବା କୁ ସମୟ ନାହିଁ । କିନ୍ତୁ ଏହି ବ୍ୟସମ୍ତ ବହୁଳ ଜୀବନ ମଧ୍ୟ ରେ ଏମିତି କିଛି ଲୋକ ମାନେ ଅଛନ୍ତି । ଯେଉଁ ମାନେ କି ତାଙ୍କର ନିଜର ଜୀବନ କୁ ବିପଦ ରେ ପକାଇ ସେମାନ ଅନ୍ୟ ମାନଙ୍କର ଜାବନ ରକ୍ଷା କରି ଥାନ୍ତି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଯାହାକି ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଜରିଆ ରେ କହି ବାକୁ ଯାଉଛୁ ।dfhfjfgj

ଘଟଣା ଟି ହେଉଛି ଦଉଇ ପ୍ରେମି ଯୁଗଳ ମାନଙ୍କର , ମଧ୍ୟ ପ୍ରଦେଶ ର ନିମଚ ନାମକ ଏକ ଗ୍ରାମ ରେ ଛୋଟ ଛୋଟ ଝିଅ ମାନଙ୍କର ମାତା ପିତା ସେମାନ ଙ୍କର ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନଙ୍କର ଝିଅ ମାନଙ୍କୁ ଦେହ ବେପାର ରେ ଲଗାଇ ଥାନ୍ତି । ସେହି ଗ୍ରାମ ରେ ଆକାଶ ନାମକ ଯୁବକ ଜଣକ ସେଠାରେ ଜନ୍ମ ଗ୍ରହଣ କରି ଥିଲେ । ଯିଏକି ପିଲା ଦିନ ରୁ ଏ ସବୁ ଦେଖି ଏହାର ପ୍ରତିରୋଧ କରିବାରୁ ଚାହୁଁଥିଲେ  କିନ୍ତୁ ସେ ବହୁତ ଛୋଟ ଥିବାରୁ ଏହି ସବୁ ଖରାପ କାମ ର ବିରୋଧ କରି ପାରୁ ନଥିଲେ । ଏବେ ସେ ବଡ ହୋଇ ଯିବାରୁ ସେ କିଛି ଭଲ କାମ କରି ଦେଖାଇ ଛନ୍ତି ।gtdhfjhgj

ସେ ଆଜି ପର୍ଯ୍ୟନ୍ତ ସେହି ଖରାପ ସ୍ଥାନ ରୁ 60 ଜଣ ଛୋଟ ଛୋଟ ଝିଅ ମାନଙ୍କୁ ଉଦ୍ଧାର କରି ସାରିଲେଣି । ସେଠାରେ ତାଙ୍କର ଏକ ଯୁବତି ଙ୍କ ସହ ପ୍ରେମ ହୋଇ ଥିଲା , ତେଣୁ ସେହି ସ୍ଥାନ ରୁ ତାଙ୍କୁ ଉଦ୍ଧାର କରି ସେହି ଯୁବତୀ ଜଣ କୁ ସେ କୋର୍ଟ ରେ ବିବାହ କରି ଥିଲେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *