ତାନ୍ତ୍ରିକ କରିଦେଲା ଖେଳ ଯୁବତୀଙ୍କ ସାଙ୍ଗରେ ଦେଖନ୍ତୁ ଜାଣିପାରିବେ ଦେଖନ୍ତୁ ଭିଡ଼ିଓ

jkrethyk fggjh

ଆପଣ ମାନଙ୍କୁ ଆମର ପୋର୍ଟଲଲ କୁ ସ୍ୱାଗତ ବନ୍ଧୁଗଣ ଏଠାରେ ଏହି ଦିନ ରେ ଏକ ଆଶ୍ଟର୍ଯ୍ୟ ଜନକ ଘଟଣା ଦେଖିବା ପାଇଁ ମିଳିଛି ଜାହା ଜାଣିବା ପରେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ ତେବେ ବୋହୁ ର ହେଉ ନ ଥିଲା ପିଲା ପିଲି ଘର କୁ ଡାକିଲେ ତାନ୍ତ୍ରୀକ ଏବଂ ପରେ ତାନ୍ତ୍ରୀକ ଜାହା କରିଲା ଆପଣ ମାନେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ ତେବେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଘଟଣା ଟି ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ । ଏବଂ ଆପଣ ମାନେjygikoiuol

ଏପରି ଘଟଣା ବହୁତ କମ୍ ଦେଖି ଥିବେ ଏହି ଘଟଣା ଟି ମଧ୍ୟ ପ୍ରଦେଶ ର ହୀରା ନଗର ରେ ଜୟ ଖଣ୍ଡ ପୋଲିସ୍ ଜାହାକି ବର୍ତମାନ ସମୟ ରେ ଯୈନ ଭଣ୍ଡ ତାନ୍ତ୍ରୀକ ଙ୍କୁ ଗିରୋଫ କରିଛି ତେବେ ବନ୍ଧୁଗଣ ଏହି ତାନ୍ତ୍ରୀକ ଟି ଏମିତି କଣ କରିଲା ଯେ ତାଙ୍କୁ ଆରେଷ୍ଟ କରିବା ପାଇଁ ପଡିଲା ଜାହା ଆପଣ ମାନେ ଜାଣିଲେ ନିଶ୍ଚିତ ଆଶ୍ଟର୍ଯ୍ୟ ହେବେ , ମଧ୍ୟ ପ୍ରଦେଶ ର ହୀରା ନଗର ରେ ଏମିତି ଘଟଣା ରେ ରହିଛି ଏକ ଟୁଇଷ୍ଟ ତେବେ ମିଳି ଥିବା ସୂଚନା ଅନୁସାରେ ବିବାହ ର 5 ବର୍ଷ ପରେ ବି ବୋହୁ ର କୈଣସି ବି ପିଲା ପିଲି ହେଉ ନ ଥିବା ବେଳେ ଏଠାରେ ପରିବାର ଲୋକ ମାନେ ବ୍ୟସ୍ତ ହୋଇ ଜାଇ ଥିଲେiutuoasde

ଏବଂ ପରେ ସେମାନେ ନିଜର ସସୁର ଙ୍କ ସାଙ୍ଗ ରହି ଥିବା ଏକ ତାନ୍ତ୍ରୀକ ଙ୍କୁ ଡାକି କଣ ହୋଇଛି ବୋହୁ ର ଜାଣିବା ପାଇଁ ଚେଷ୍ଟା କରି ଥିଲେ , ହେଲେ ଏଠାରେ ସେହି ତାନ୍ତ୍ରୀକ ବୋହୁ କୁ ଦେଖିବା ବୋଲି କହି ଏକ ରୁମ୍ ମଧ୍ୟ ରେ ବନ୍ଧ କରି ତାଙ୍କ ସହିତ ଦୁସ୍କର୍ମ କରି ଦେଇଛି ତେବେ ଏଠାରେ ଘର ପରିବାର ଲୋକ ମାନେ ସମସ୍ତେ ଉପସ୍ଥିତରହି ଥିଲେ

ହେଲେ ଏବଂ ସେହି ମଧ୍ୟ ରେ ବି ଏହି ଦୁସ୍କର୍ମ ହୋଇ ଥିଲା ଏବଂ ଏହା ପୂଜା କରିବା ବାହାନା ରେ ଘର ର ଲୋକ ମାନଙ୍କୁ ବାହାର କୁ ପଠେଇ ଦେଇ ଥିଲା ଏବଂ ପରେ ସେ ଏକ ଏକୁଟିଆ ରୁମ୍ କୁ ନେଇ ଏମିତି କରି ଥିବାର ଜଣା ପଡିଛି ଏବଂ ଏଠାରେ ମହିଳା ଜଣଙ୍କୁ ବେହୋସ୍ କରି ଏମିତି କରା ଜାଇ ଥିବା ତାନ୍ତ୍ରୀକ ଜଣଙ୍କ ପରେ କହିଛନ୍ତି ।hyjyfasd

ଏବଂ ଏହି ବିଷୟ ରେ ବୋହୁ ର ଚେତା ଫେରିବା ପରେ ସେ ଏହି ବିଷୟ ରେ ସବୁ କିଛି ଘର ଲୋକ ମାନଙ୍କୁ କହି ଥିଲା ଏବଂ ପରେ ପରିବାର ଲୋକ ମାନେ ପୋଲିସ୍ କମ୍ପଲେନ୍ କରି ଥିଲେ ଏବଂ ପରେ ବର୍ତମାନ ସମୟ ରେ ପୋଲିସ୍ ସେହି ତାନ୍ତ୍ରୀକ ଙ୍କୁ ଗିରୋଫ କରି ଥିବାର ଜଣା ପଡିଛି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *