ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ

wsfehtyujy

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଓଡିଆ ଜଗତ ରେ ଅନୁଊବ ଏବଂ ବର୍ଷା ଙ୍କର ଯୋଡି ବହୁତ ସୁନ୍ଦର ଅଟେ ସେମାନେ ଦୁଇ ଜଣ ଗୋଟିଏ କଲେଜ ରେ ପାଠ ପଢିଥିଲେ ପରେ ସେମାନେ ଓଡିଆ ଫ୍ଲିମ୍ ଜଗତ କୁ ଆସି ସମଗ୍ର ଓଡିଆ ବାସୀ ଙ୍କର ହୃଦୟ ମଧ୍ୟ ଜିଣି ପାରିଥିଲେ ପ୍ରଥମେ ଅନୁଭବ ଓଡିଆ ଜଗତ ରେ ଆଲବମ୍ ରେ କାମ କରିଥିଲେ ପରେ ସେ ଧିରେ ଧିରେ ଓଡିଆ ଫ୍ଲିମ୍ ଜଗତ ରେ ତାଙ୍କର କଳା ପ୍ରଦର୍ଶନ କରିବା କୁ ସୁଯୋଗ ପାଇ ଥଲେ ପରେ ସେ ପ୍ରସିଦ୍ଧ ହେବା ପରେ ସେ ତାଙ୍କର ସାଥୀ ବର୍ଷା ଙ୍କୁ ସେ ଏହି ଲାଇନ କୁ ଆଣି ଥିଲେ ପରେ ସେମାନ ଙ୍କ ଭିତରେ ସଂମ୍ପର୍କ ଘନିଷ୍ଠ ହେବା ରୁ ସେମାନେ ପରସ୍ପର କୁ ଭଲ ପାଇଥିଲେ ।Qaswfergt

ଏବଂ ପରେ ସେମାନେ ବିବାହ ମଧ୍ୟ କରି ନେଇଥିଲେ ଏମିତି ରେ ଦେଖିବାକୁ ଗଲେ ଓଡିଆ ଜଗତ ର ସମସ୍ତ ଦର୍ଶକ ଏହି ଦୁଇ ଜଣଙ୍କ ର ଯୋଡି କୁ ବହୁତ ଅଧିକ ପସନ୍ଦ କରନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଓଲିଉଡ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ ର କୁଇନ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ରେ ଗତ କିଛି ଦିନ ହେବ ବିବାଦ ଲାଗି ରହିଥିଲା ତେବେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ନାମ ରେ ଶାରୀରିକ ଏବଂ ମାନଶିକ ନିର୍ଯାତନା ଅଭିଯୋଗ ଆଣିଥିଲେ ଅନୁଭବ ମହାନ୍ତି ବି ବର୍ଷା ଙ୍କ ନାମ ରେ ଛାଡ ପତ୍ର ମାମଲା ରୁଜୁ କରିଥିଲେ ଦିଲ୍ଲୀ ପଟିଆଲା କୋର୍ଟ ରେ ଅନୁଭବ ମହାନ୍ତି ।ASDFSEGFH

କରିଥିବା ଛାଡପତ୍ର ମାମଲା କୁ କଟକ ସ୍ତାନାନ୍ତର କରିବା ପାଇଁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ର ଶୁଣାଣି ହୋଇଥିଲା ପଟିଆଲା ହାୁସ କୋର୍ଟ ରେ ଛାଡପତ୍ର ମାମଲା ଉପରେ ସୁପ୍ରିମ କୋର୍ଟ ସ୍ତଗିତ ଆଦେଶ ଦେଇଥିଲେ ଏହା ସହ ଉଭୟ ଙ୍କ ମଧ୍ୟ ରେ ସହମତିକ ଆଲୋଚନା ପାଇ ସୁପ୍ରିମ କୋର୍ଟ ଉଭୟ ପକ୍ଷ ର ଓକିଲ ଙ୍କୁ ପରାମର୍ଶ ଦେଇଥିଲେ ସୁପ୍ରିମ କୋର୍ଟ ର ବିଚାର ପତି ହୃଷିକେଶ ରାୟ ଙ୍କ ଜଣକିଆ ଖଣ୍ଡପିଟ ରେ ।

ଏହି ମାମଲା ର ଶୁଣାଣି ହୋଇଥିଲା ତେବେ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଉଭୟ ଙ୍କ ମଧ୍ୟ ରେ ସହମତିକ ଭିତ୍ତିକ ଆଲୋଚନା ଆପଶ ବୁଝାମଣ ବା ମିଶିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମ କୋର୍ଟ ଅନେକ ଆଡୁ ମତ ଆସୁଛି କି ଯେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଏବଂ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ପୁଣି ଥରେ ଏକାଠି ହୋଇଯାଆନ୍ତୁ ଓବଂ ଆମକୁୁ ପୁର୍ବ ଭଳି ସୁପରହିଟ ଓଲିଉଡ ର ଚଳଚିତ୍ର ଦେଖାନ୍ତୁ ତେବେ ଆପଣ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ।aDSGFTHJ

ଏବଂ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ କେତେ ମାତ୍ରା ରେ ଭଲ ପାଉଛନ୍ତି । ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଏବଂ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ମଧ୍ୟ ର ଆପଣ ଙ୍କ ର କେଉଁ ଅଭିନେତା ବା ଅଭିନେତ୍ରୀ ପସନ୍ଦ କରନ୍ତି ତାହା ଆମକୁ କମେଣ୍ଟ କରି ଜଣାନ୍ତୁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *