ଶ୍ରୀତମ ଦାସଙ୍କ ନୂଆ ରୂପ ହେଲା ଭାଇରାଲ, ଯିଏ ଦେଖିଲା ସିଏ କହିଲା ବାପ୍ ରେ ବାପ୍

hnjjghjg,lh

ଆମେ ଆଜି ଆପଣ ମାନଙ୍କୁ ଓଲିଉଡ ରେ ହିରୋ ଶ୍ରୀତମ୍ ଦାସ୍ ଙ୍କ ନୂଆ ରୂପ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଏବେ ସେ ସୁନ୍ଦର କିନ୍ନର ଆମା ଜୀ ଙ୍କ ରୂପେ ଉପରେ ସମସ୍ତ ଙ୍କ ନଜର ରହିଛି  ତେବେ ସେହି ପରି କ୍ଷେତି୍ର ରେ ବନ୍ଧୁଗଣ ଆମେ ଆପଣ ମାନଙ୍କତୁ ଜଣେଇବା ପାଇଁ ଚାହିଁବୁ କି ଶ୍ରୀତମ୍ ଦାସ୍ ଏମିତି ଗୋଟିଏ ରୂପ କଣ ପାଇଁ ପରିବର୍ତନ କରିଛନ୍ତି ,ଏବଂ ଏମିତି କରିବା ପଛ ରେ କଣ କାରଣ ରହିଛି ସେହି ବିଷୟ ରେ ଆସନ୍ତୁ ଜାଣିବା । ମୁଣ୍ଡ ରେ ସିନ୍ଦୁର ଟିକା ଗଳା ରେ ମଙ୍ଗଳ ସୁତ୍ର ସହିତ ଗୋଟିଏ ନବ ବୋହୁ ପରି ସଜେଇ ହୋଇ ଥିବା ବେଳେ ସେ ଜଣେ ନବ ବଧୁ ନୁହନ୍ତିୁ ସେ ଜଣେ କିନ୍ନର ହୋଇ ଥିବାର ଦେଖିବା ପାଇଁ ମିଳିଛି ।frrdhfsds

ସେମିତି ରେ ଏହି ଦିନ ରେ ସୁଟିଂ ହେଉ ଥିବା ଗୋଟିଏ ପିଲ୍ମ ରେ ଏମିତି ଗୋଟିଏ ରୂପ ଧାରଣ କରି ଥିବାର ଦେଖିବା ପାଇଁ ମିଳିଛନ୍ତି, ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ନିର୍ମାଣ ହେଉ ଥିବା ଏହି ଫିଲ୍ମର ନାମ ହେଲା କିଏ ହେବ ମୋ ହିରୋଇନ୍ ବୋଲି ଜଣା ପଡ଼ିଛି । ଏହି ଫିଲ୍ମ ରେ ଶ୍ରୀତମ୍ ଦାସ୍ ଆମା ଜି କିନ୍ନର ଭାବେ ଅଭିନୟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ,ଏହା ହିଁ ହେଉଛି ଏହି ଫିଲ୍ମ ରେ ମୂଖ୍ୟ ଚରିତ୍ର ଏହି ଫିଲ୍ମ ଟି ଗୋଟିଏ କିନ୍ନର କୁ ନେି ହିଁ ତିଆରି ହୋଇ ଥିବାର ଦେଖିବା ପାଇଁ ମିଳିଛି ।,ସାଧାରଣ ଭାବେ ଆପଣ ମାନେ ଜାଣି ଥିବେ କିନ୍ନର କୁ ସମାଜ ଭିନ୍ନ କ୍ଷେମ ରେ ଦେଖି ଥାଏ ।wswgrtj

ତେବେ ଏଠାରେ ପ୍ରଶ୍ନ ଉଠୁଛି କି , ସାଧାରଣ ଏବଂ ଶିକ୍ଷିତ ମଣିଷ ସେମାନଙ୍କୁ କଣ ପାଇଁ ହୀନ ଦୃଷ୍ଟି ରେ ଦେଖନ୍ତି । ଏହାର ଉତ୍ତର କାହା ପାଖରେ ନ ଥିବ ହେଲେ ଏଠାରେ ସେହି କିନ୍ନର କୁ ନେଗେଟିଭ୍ ରୋଲ ରେ ଉପସ୍ଥାପନା କରି ଥିବାର ଦେଖିବା ପାଇଁ ମିଳିଛି, ଏଠାରେ ଏହି କିନ୍ନର ର ରୋଲ୍ କୁ ଗୋଟିଏ ଭଲ ରୂପ ରେ ଦେଖିବା ପାଇଁ ମିଳିବ ,ଏଠାରେ ସୈେ ଗୋଟିଏ କିନ୍ନର ହୋଇ ଥିବା କ୍ଷେତ୍ର ରେ ବି ସେ ଗୋଟିଏ ମାଆ ର ରୂପ ନେଇ ସମସ୍ତ ଙ୍କ ପାଖରେ ଭଲ ପରିବେଶଣ କରୁ ଥିବାର ଦେଖିବା ପାଇଁ ମିଳିବ ।fghfjkl

ତେବେ ଆପଣ ମାନେ ଏହି ଫିଲ୍ମ ର ରିଲିଜ୍ ହେବା ପରେ ନିଶ୍ଚିତ ଭାବେ ଦେଖିବା ପାଇଁ ଜାଆନ୍ତୁ ବୋଲି ନିଜେ ଶ୍ରୀତମ୍ ଦାସ୍ କହି ଥିବା ବେଳେ ସେ କହିଛନ୍ତି କି ଆପଣ ମାନଙ୍କୁ ନିଶ୍ଚିତ ଭାବେ ଏହି ଫିଲ୍ମ ରୁ କିଛି ନା କିଛି ସିଥିବା ପାଇଁ ମିଳିବ ବୋଲି ଏବଂ ଏହା ସହିତ ଫିଲ୍ମ ଟି ବହୁତ ରୋଚକ ହୋଇଛି ବୋଲି ତାଙ୍କର କହିବା କଥା ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *