ଏକାଠି ଅନୁଭବ ଓ ବର୍ଷା ଆଶାର ଆଲୋକ ସୋ ରେ ହେଲା କିଛି ଏମିତି

hmjhhghkjul

ବନ୍ଧୁଗଣ ସେମିତି ରେ ଆପଣ ମାନେ ଜାଣି ଥିବେ ବିଗତ ଦିନ ମାନଙ୍କ ରେ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ସଂମ୍ପର୍କ କୁ ନେଇ କେଉଁ ପରି ଭାବେ ତିକ୍ତତା ଲାଗି ରହି ଥିବା ବେଳେ ଏମାନଙ୍କ ଅସୁବିଧା ର କୈଣସି ବି ବର୍ତମାନ ସମୟ ରେ ସମାଧାନ ବାହାରି ନ ଥିବାରୁ ଏମାନଙ୍କ କେସ୍ ବର୍ତମାନ ସମୟରେ କୋର୍ଟ ରେ ସେମିତି ଚଳନ ଶୀଳ ହୋଇ ରହି ଥିବାର ଦେଖିବା ପାଇଁ ମିଳିଛି ସେମିତି ରେ ଆପଣ ମାନଙ୍କୁ ବନ୍ଧୁଗଣ କହିବା ପାଇଁ ଚାହିଁବୁ କି ଅନୁଭବ ଏବଂ ବର୍ଷା ଙ୍କୁ ନେଇ ଆସିଲା ବଡ ଖବର ଓଟିଭି ର ଆଶା ର ଆଲୋକ କାର୍ଯ୍ୟ କର୍ମ କୁ କଣ ଯିବେ ଅନୁଭବ ଏବଂ ବର୍ଷା , କଣ ଓଟିଭି ର ଏହି କାର୍ଯ୍ୟ କ୍ରମ ଏହି ଦୁଇ ମାନେ ଅନୁଭବ ଏବଂ ବର୍ଷା ଙ୍କୁ ଏକାଠୀ କରିବାରେ ସହାୟକ ହେବ ।xzvdfxhbth

ତେବେ ଆମେ ଆଜି ଆପଣ ମାନଙ୍କୁ ବହୁତ କମ୍ ସମୟ ମଧ୍ୟ ରେ ଏହି ଉପରେ ରହି ଥିବା ସଂମ୍ପର୍ଣ୍ଣ ବିବରଣୀ ବିଷୟ ରେ ସୂଚନା ଦେବୁ । ଅଭିନେତା ଅନୁଭବ ଏବଂ ବର୍ଷା ଙ୍କ କେସ୍ ର ପ୍ରଥମ ସୋପାନ ରେ ହିଁ ବର୍ଷା ତାଙ୍କ ସ୍ୱାମୀ ଙ୍କ ନାମ ରେ ମାନଶୀକ ଏବଂ ଶାରୀରିକ ନିର୍ଜାତନା କରିବାର ଅଭିଯୋଗ କରିଛନ୍ତି ସେହି ପରି ଅନୁଭବ ଙ୍କୁ ବର୍ଷା ବୈବାହିକ ସୁଖ ଦେଇ ନ ଥିବାର ଅନୁଭବ ପିଟିସନ୍ ରେ ଦାଖଲ କରିଛନ୍ତି  ,ଏମିତି କି ବର୍ଷା ନିଜର ପ୍ରାଧାନ୍ୟ ବିସ୍ତାର କରୁ ଥିଲେ ,ସେ ଶାଶୁ ଘରେ ନ ରହି ବାପ ଘରେ ରହୁ ଥିଲେ ଏବଂ ବର୍ଷା ଙ୍କ ଅଭିଯୋଗ ପରେ ଅନୁଭବ ପିଟିସନ୍ ଦାଖଲ କରିଛନ୍ତି ।ghxfbghc

ଏହି ବ୍ୟତିତ ପତ୍ନୀ ଙ୍କ ଏମିତି ଅଭିଯୋଗ ତାଙ୍କୁ ମର୍ମାହତ କରିଛି ବୋଲି ସେ ପୂର୍ବ ରୁ ଉଲ୍ଲେଖ କରିଛନ୍ତି । ସେହି ପରି ବିପରିତ ପଟ ରେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ଓଟଭି ର ଆଶା ର ଆଲୋକ , ଯେଉଁ ସୋ ରେ ଆପଣ ମାନେ ମୂଖ୍ୟ ଭୂମିକା ରେ ମିହିର୍ ଦାସ୍ ଙ୍କୁ ମୂଖ୍ୟ ଭାବେ ଦେଖିବେ । ଓଟିଭି ର ଏହି ସୋ ମାଧ୍ୟମ ରେ ଘୋରଇ ହିଂସା ସ୍ୱାମୀ ଏବଂ ସ୍ତ୍ରୀ କୁ ନେଇ ହେଉ ଥିବା ତିକ୍ତତା ବିଷୟ ରେ ବିଚାର କରା ଯାଏ , ଏବଂ ଏହି ସବୁ ର ସମାଧାନ ବି ଦର୍ଶକ ମାନଙ୍କ ସାମ୍ନା ରେgrthtujkui

ହିଁ କରା ଯାଏ । ତେବେ ବର୍ତମାନ ସମୟ ରେ ବର୍ଷା ଘୋରଇ ହିଂସା ର ଶୀକାର ହୋଇ ଥିବା ବେଳେ ବର୍ଷା ତିକ୍ତତା ର ଶୀକାର ହୋଇଛନ୍ତି । ହେଲେ ବର୍ଷା ଏବଂ ଅନୁଭବ ଙ୍କ ଫେନ୍ ମାନଙ୍କ ଦାବୀ ରହିଛି କି ଅନୁଭବ ଏବଂ ବର୍ଷା ପୁଣି ଥରେ ଏକାଠୀ ହୋଇ ଜାଆନ୍ତୁ ବୋଲି , ଏହାକୁ ନେଇ ଆପଣ ମାନଙ୍ତର କଣ ମତ ରହିଛି ଆପଣ ମାନେ ଆମକୁ କମେଣ୍ଟ କରନ୍ତୁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *