ତୋ ଅଗଣାର ତୁଳସୀ ମୁଁ ର ତୁଳସୀ ଙ୍କ ବିବାହ ଜାଣନ୍ତୁ କାହାକୁ ବାହା ହେଲେ ତୁଳସୀ

ତୁଳସୀ ବା ସ୍ୱତାଲୀନା ଭଟ୍ଟାଚାର୍ଯ୍ୟ ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ , ତେବେ ଆପଣ ମାନେ କିଛି ବର୍ଷ ପୂର୍ବେ ତୋ ଅଗଣା ର ତୁଳସୀ ସିରିଏଲ ରେ ଚନ୍ଦନ ଙ୍କ ସହିତ ମାନେ ତୁସାର ଙ୍କ ସହିତ ଦେଖିବା ପାଇଁ ପାଇ ଥିଲେ , ଏବଂ ସେହି ସମୟ ରେ ଏହି ତୋ ଅଗଣା ର ତୁଳସୀ ସାହାଯ୍ୟରେ ସେ ବେସ୍ ପରିମାଣ ରେ ଲୋକ ପ୍ରିୟତା ହାସଲ କରି ଥିଲେ , ହେଲେ ପରବର୍ତି ସମୟ ରେ ସିରିଏଲ ର ସ୍କ୍ରିପ୍ଟ କାରଣ ରୁ ସେ ସିରିଏଲ ରୁ ଜଗତ ରୁ ବିଦାୟ ନେଇ ଥିଲେ । ଏବଂ ସେହି ପର ଠାରୁ ଆପଣ ମାନେ ତାଙ୍କୁ ଆଉ ସିରିଏଲ ରେ ଦେଖିବା ପାଇଁ ପାଇ ନାହାଁନ୍ତି ,

ହେଲେ ନିକଟ ରେ କାଳୀଜାଈ ଜାହା ବର୍ତମାନ ସମୟ ରେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉଛି , ସେହି ସିରିଏଲ ରେ ବି ଆପଣ ମାନେ ତାଙ୍କୁ ଦେଖିବା ପାଇଁ ପାଇ ଥିଲେ , ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କ ସେହି ପ୍ରିୟ ଅଭିନେତ୍ରୀ ସ୍ୱତାଲୀନା ଭଟ୍ଟାଚାର୍ଯ୍ୟ ଖୁବ୍ ଶିଘ୍ର ବିବାହ କରିବା ପାଇଁ ଯାଉଛନ୍ତି , ତେବେ ସେ କାହାକୁ ବିବାହ କରିବେ ଏବଂ ତାଙ୍କର ବୟଫ୍ରେଣ୍ଡ କିଏ ସେହି ବିଷୟ ରେ ଆପଣ ମାନଙ୍କ ସହିତ ଆଲୋଚନା କରିବୁ ,ଜାହା ମିଳି ଥିବା ଖବର ଅନୁସାରେ ସ୍ୱତାଲିନା ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କର ବୟଫ୍ରେଣ୍ଡ ଶିବା ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି ,

ଏବେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁ ଥିବା ବେଳେ ଏମାନେ ଆଗାମୀ ବର୍ଷ ରେ ବିବାହ କରିବାର ପ୍ଲାନିଂ ରଖିଛନ୍ତି ସେମିତି ରେ କହିବା ପାଇଁ ଗଲେ ସେ ଦିର୍ଘ ବର୍ଷ ହେବ ସିରିଏଲ ରେ କାମ କରି ନ ଥିଲେ ମଧ୍ୟ ରେ ଆମେ ମାନେ ତାଙ୍କୁ କେବେ ବି ଭୁଲି ନାହାଁନ୍ତି ଆଗାମୀ ସମୟ ରେ ସ୍ୱତାଲୀନା ଭଟ୍ଟାଚାର୍ଯ୍ୟ ସୋସିଆଲ ମିଡିଆ ମାନଙ୍କ ରେ ଏକ୍ଟିବ୍ ରହୁ ନ ଥିବା ବେଳେ ଏହି ଦିନ ରେ ସେ ନିଜ ଫେନ୍ସ ମାନଙ୍କ ପାଖକୁ ଫେରି ଆସିଛନ୍ତି , ଏବଂ  ସେ  ନିଜେ ହିଁ ନିଜର ବିବାହ ବିଷୟ ରେ ସୋସିଆଲ ମିଡିଆ ଏକାଉଣ୍ଟ ରେ ଫେନ୍ସ ମାନଙ୍କୁ ସୂଚନା ଦେଇଛନ୍ତି

ଆଉ ଥରେ ଆପଣ ମାନଙ୍କୁ ଜଣେଇ ଦେବୁ ତାଙ୍କର ବୟଫ୍ରେଣ୍ଡ ଙ୍କ ନାମ ହେଲା ଶିବା ବୋଲି ସେ କହିଛନ୍ତି , ତେବେ ଆପଣ ମାନେ ତାଙ୍କର ବିବାହ କୁ ନେଇ କଣ କହିବେ କମେଣ୍ଟ କରିବେ ଏବଂ ଆପଣ ମାନଙ୍କୁ ସ୍ୱତାଲିନା ଅଭିନୟ କେମିତି ଲାଗୁ ଥିଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ଏବଂ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ତୁଳସୀ ପାଇଁ ନିଶ୍ଚିତ ଭାବେ ସେୟାର କରିବେ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *