ଚତୁର୍ଥି ରାତ୍ରୀ ରେ ସ୍ୱାମୀ ଙ୍କୁ ଛାଡି ପଳେଇ ଗଲା ପତ୍ନୀ କହିଲା ତୁମର ଏହି ଜିନିଷ ମତେ ମୋଟେ ବି ଭଲ ଲାଗିଲା ନାହିଁ ।

night

ଚତୁର୍ଥି ରାତି ରେ ହିଁ ସ୍ୱାମୀ କୁ ମନା କରିଲେ ପତ୍ନୀ ଏବଂ କହିଲେ କୁର୍ତା ଯୋଡା ପିନ୍ଧି ଥିବା ପତି ନୁହେଁ ବରଂ ଜିନ୍ସ ପିନ୍ଧି ଥିବା ପତି ଦରକାର । ଏଥି ପାଇଁ ଏବେ ସାଥିରେ ରହିବା ସମ୍ଭବ ନୁହେଁ । ଆପଣ ମାନଙ୍କୁ ନିଶ୍ଚିତ ଭାବେ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ଏହି ଘଟଣା ଟି ହରିଣାନା ର ଛଛରିଲି ରେ ମଲ୍ଲୀକା ପୁର ଖାଦର ନିବାସୀ ଗୁଲ ଫାମ ଏହି କଥା କୁ କେବେ ବି ସ୍ୱପ୍ନ ରେ ବି ଭାବି ନ ଥିଲେ କି ବିବାହ ର ଚତୁର୍ଥି ରାତି ହିଁ ଛାଡି ଯିବା ପାଇଁ ପଡିବ ବୋଲି ।

ତେବେ ଏମିତି ବେଳେ ଗୁଲ ଫାମ କହିଛନ୍ତି ପତ୍ନୀ ତାଙ୍କୁ ଏହି କଥା କହି ଚାଲି ଗଲା କି ଦାଢୀ ନିଶ ରଖି ଥିବା ପତି ମତେ ଦରକାର ନାହିଁ । ବୋଲି ତେବେ ଆମେ ଆପଣ ମାନଙ୍କୁ ଦେଉ ଥିବା ସୂଚନା ଅନୁସାରେ ଗୁଲଫାମ ଙ୍କ ବିବାହ ସେପ୍ଟେମ୍ଭର ମାସ ରେ ହୋଇ ଥିବା ବେଳେ 10 ଡିସେମ୍ବର କୁ ହିଁ ସେ ଘର ଛାଡି ଚାଲି ଜାଇ ଥିବା ଦେଖିବା ପାଇଁ ମିଳି ଥିଲା ।

Fourth night

ତେବେ ଏପରି ବେଳେ ପତ୍ନୀ ଙ୍କ ରାୟ ରହିଛି କି ଯେଉଁ ସମୟ ରେ ଗୁଲଫଆମ ଘର ଛାଡି ଚାଲି ଜାଇ ଥିଲେ । ତେବେ ସେହି ସମୟ ରେ ସେ ପତ୍ନୀ ଙ୍କ ଗହଣା ବି ନେଇ ଜାଇ ଫେରାର ହୋଇ ଥିବା କହିଛନ୍ତି ଏବଂ ଏହା ସହିତ ସେ କହି ଛନ୍ତି କି 8 ମାସ ତଳେ ଦୁଇ ପରିବାର ମିଳି କରି ଦୁହିଁଙ୍କ ବିବାହ ସ୍ଥିର କରି ଥିବା ବେଳେ ଏପରି ସମୟ ରେ ସ୍ୱାମୀ ଙ୍କୁ ଏହି କଥା ପସନ୍ଦ ନ ଥିଲା ।

ତେବେ ଏହି ଭିତରେ ମୁଁ ଏହି ସବୁ କଥା କୁ ଜାଣି ପାରିବା ପରେ ମୁଁ ନିଜେ ତାଙ୍କ ଠାରୁ ଦୁରେଇ ଯିବା ପାଇଁ ଇଚ୍ଛା କଲି ଏବଂ ସେହିଥି ପାଇଁ ଚତୁର୍ଥି ରାତି ରେ ହିଁ ମୁଁ କହିଲି କି ମତେ ଦାଢୀ ନିଶ ଏବଂ ପଞାବୀ ପିନ୍ଧୁ ଥିବା ଲୋକ କେବେ ବି ପସନ୍ଦ ନୁହେଁ । ବରଂ ଜିନ୍ସ ପିନ୍ଦୁ ଥିବା ଲୋକ ହିଁ କେବଳ ପସନ୍ଦ ଅଟନ୍ତି ।

ଏମିତି ବେଳେ ଏହି କଥା ବିଷୟ ରେ ମୁଁ ଜାଣି ନ ଥିଲି କି ବିବାହ ର 10 ଦିନ ମଧ୍ୟ ରେ ସେ ମୋର ଗହଣା ଗାଣ୍ଠୀ କୁ ଚୋରୀ କରି ପଳେଇବେ ବୋଲି । ତେବେ ମୁଁ ଆଉ ସେହି ପରିବାର ର ରହିଲି ନାହିଁ । ଏବେ ତାଙ୍କ ବିରୁଦ୍ଧ ରେ ଏତାଲା ଦେଲା ପରେ ପରେ ତାଙ୍କ ଉପରେ ପୋଲିସ୍ ହିଁ କିଛି କରି ପାରି୍ବ ବୋଲି ସେ କହିଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *