ବାଲବୀର ସିରିଏଲ ର ଅନୁସ୍କା ସେନ୍ ଙ୍କ ମାଆ ଙ୍କୁ ଦେଖି ଆଖି ଲାଗି ଯିବ ସେ ଏତେ ସୁନ୍ଦର ଯେ

ବନ୍ଧୁଗଣ ଟିଭି ସିରିଏଲ ବାଲବୀର ରୁ ଫେମସ୍ ହୋଇ ଥିବା ଅନୁସ୍କା ସେନ୍ ଏବେ ବହୁତ କମ୍ ଦେଖା ଦେବାରେ ଲାଗିଛନ୍ତି । ହେଲେ ସେମିତି ରେ ସେ ବହୁତ କମ୍ ବୟସ ରେ ହିଁ ଲୋକ ମାନଙ୍କର ବହୁତ ପସନ୍ଦର ବନି ସାରିଛନ୍ତି । ତାଙ୍କର ଜନ୍ମ 4 ଅଗଷ୍ଟ 2002 କୁ ହୋଇ ଥିଲା ଏବଂ ଝାଡଖଣ୍ଡ ରେ ତାଙ୍କର ଜନ୍ମ ହୋଇ ଥିଲା । ସେ ବର୍ତମାନ ସମୟ ରେ ଜଣେ ଭାରୀୟ ମର୍ଡେଲ୍ ଏବଂ ଜଣେ ଟିକ୍ ଟକ୍ ଷ୍ଟାର ଅଟନ୍ତି । ତାଙ୍କର ନିକ୍ ନେମ୍ ଅନୁ ଅଟେ , ତାଙ୍କୁ ପ୍ରଥମ ଥର ପାଇଁ 2011 ରେ ଟିଭି ଧାରାବାହୀକ ବାଲବୀର ରେ ଦେଖିବା ପାଇଁ ମିଳି ଥିଲା , ଜାହାକି ବହୁତ ଲୋକ ପ୍ରିୟ ହୋଇ ଥିଲା ।

ବହୁତ କମ୍ ବୟସ ରେ ହିଁ ସେ ଟେଲିଭିଜନ୍ ରେ ବହୁତ ବଡ ନାମ କମେଇ ଥିଲେ । ଏବଂ ତା ପରେ ପରେ ସେ ସିରିଏଲ ଦେବ କେ ଦେବ ମହାଦେବ ରେ ବି ପାର୍ବତୀ ଙ୍କ ପିଲା ଦିନ ର ଭୂମିକା ରେ କାମ କରି ଥିଲେ । ଏହା ସହିତ ସେ ବହୁତ ଏମିତି କିଛି ସିରିଏଲ ରେ ନଜର ଆସି ଥିଲେ ,ସେ ସୋସିଆଲ ମିଡ଼ିଆ ରେ ବହୁତ ଏକ୍ଟିଭ୍ ରହୁ ଥିବା ବେଳେ ତାଙ୍କର ବାପା ଙ୍କ ନାମ ଅନିର୍ବା ସେନ୍ ଅଟେ , ଏବଂ ତାଙ୍କର ମାତା ଙ୍କର ନାମ ରାଜ ରୂପା ସେନ୍ ଅଟେ ।

ଯିଏ ଦେଖିବାରେ ବହୁତ ସୁନ୍ଦର ଅଟନ୍ତି , ତଥା ସେ ପରେ ପରେ କ୍ରାଇମ୍ ପେଟ୍ରୋଲ ରେ ବି କାମସାରିଛନ୍ତି। ଅନୁସ୍କା ସେନ୍ 2017 ରେ ଗୋଟିଏ ଇୟୁଟିୟୁବ୍ ଚେନ୍ନାଲ ଆରମ୍ଭ କରି ଥିଲେ। ସେ ସେହି ଥିରେ ବ୍ୟଟି ଟିପ୍ସ ଦେଇ ଥାନ୍ତି ଏହା ବ୍ୟତିତ , ସେ ବହୁତ ମ୍ୟୁଜିକ୍ ଭି଼ଡ଼ିଓ ରେ କାମ କରି ସାରିଛନ୍ତି ।ବର୍ତମାନ ସମୟ ରେ ଅନୁସ୍କା ସେନ୍ ଙ୍କ ପାଠ ପଢା ରିଆନ୍ ଇଣ୍ଟରନେସନାଲ ସ୍କୁଲ ରେ ଏବେ ବି ଚାଲିଛି ।

ଏବଂ ସେ ବହୁତ ଜଲ୍ଦି ବଲିଉଡ ରେ ଡେଭ୍ୟୁ ବି କରିବେ , ତେବେ ଏହି ବିଷୟ ରେ ଜଣା ପଡି ଥିବା ବେଳେ କିନ୍ତୁ ବର୍ତମାନ ସମୟ ରେ ଏହି ବିଷୟ ରେ ସେମିତି କିଛି ଜଣା ପଡ଼ି ନାହିଁ କି ସେ ଆଗାମୀ ଦିନ ରେ କେଉଁ ସ୍କ୍ରୀପ୍ ଉପରେ କାମ କରିବେ ବା ତାଙ୍କର ଆଗାମୀ ଫିଲ୍ମ ର ନାମ କଣ ହେବ ବୋଲି , ଏବଂ ତାଙ୍କର ବର୍ତମାନ ,ସମୟ ର ଆୟ ବିଷୟ ରେ କହିଲେ ସେ ବହୁତ ସାରା ବ୍ରାଣ୍ଡ ର ଏଣ୍ଡର୍ସ ମେଣ୍ଟ କରିବା ସହିତ ।

ସବୁ ସମୟ ରେ ନିଜର ମୋଡେଲିଂ ଫୋଟ ଏବଂ ସୋସିଆଲ ମିଡ଼ିଆ ମାନେ ଇନଷ୍ଟା ଗ୍ରାମ୍ ରେ ନିଜର ବହୁତ ଗୁଡିଏ ପ୍ରୋମସନ୍ କୁ ଛାଡି କୋଟି କୋଟି ଟଙ୍କା ବର୍ତମାନ ସମୟ ରେ ହିଁ ବର୍ଷ କୁ କମେଇ ନିଅନ୍ତି ତେବେ ଆପଣ ମାନଙ୍କୁ ତାଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଟିତ ଭାବେ କମେଣ୍ଟ କରି ଜଣେଇ ଦେବେ ତଥା ଆପଣ ମାନଙ୍କୁ ଏମିତି ପୋଷ୍ଟ ପଢିବା ପାଇଁ ଆମର  କୁ ଉପରେ ଫୋଲ କରନ୍ତୁ ଏବଂ ନିଶ୍ଚିତ ଭାବେ ପୋଷ୍ଟ କୁ ସେୟାର କରିବା ପାଇଁ ଭୁଲିବେ ନାହିଁ ।

Love To Share

Leave a Reply

Your email address will not be published. Required fields are marked *